ଆଗକୁ ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୨୩।୩: ଏଥର ପ୍ରବଳ ତାତି ଅନୁଭୂତ ହେବ। ଆଗକୁ ତାତି ବଢ଼ିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ତେବେ କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
ଏହି ନିର୍ବାଚନ ଦିଗବିଜୟଙ୍କର ନୁହେଁ…
ଭୋପାଳ,୨୩।୩: ଲୋକ ସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ କଂଗ୍ରେସର ପରବର୍ତ୍ତୀ ତାଲିକା ଖୁବ ଶୀଘ୍ର ଆସିପାରେ। ସୂଚନାନୁସାରେ, ଦଳ ଏହି ତାଲିକାରୁ ଭେଟେରାନମାନଙ୍କୁ ଟିକେଟ ଦେଇପାରେ। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପୂର୍ବରୁ ଦଳ ରାଜଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ…
ଏଏପିର ଆଉ ଜଣେ ବିଧାୟକଙ୍କ ଘରେ ଇଡି ଚଢାଉ, କହିଥିଲେ କେଜରିଓ୍ବାଲ ମୋଦିଙ୍କ କାଳ
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ମହଲରେ ଆଲୋଚନା ମଧ୍ୟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନ୍ୟ ଜଣେ ଆମ ଆଦମୀ ପାର୍ଟି (ଏଏପି) ବିଧାୟକଙ୍କ ଘରେ ଚଢାଉ କରିଛି। ଶନିବାର (ମାର୍ଚ୍ଚ ୨୩, ୨୦୨୪)…
ନିର୍ବାଚନ ନେଇ ବଡ଼ ବୟାନ ଦେଲେ ସୁର ରାଉତରାୟ, କହିଲେ…
ଭୁବନେଶ୍ୱର,୨୩।୩: ଜଟଣୀ ବିଧାୟକ ସୁର ରାଉତରାୟ ନିର୍ବାଚନୀ ସଭାରେ ବଡ ବୟାନ ଦେଇ କହିଛନ୍ତି, ସେ କଂଗ୍ରେସ ଛାଡିବେ ନାହିଁ । ମାତ୍ର ତାଙ୍କ ପୁଅ ଯେଉଁ ଦଳରୁ ପ୍ରାର୍ଥୀ ହେବେ ସେହି ଦଳକୁ ସେ ସମର୍ଥନ କରିବେ । ଜଣେ…
୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା
ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ ହେଉଛି। ଏଥିନିମନ୍ତେ ଭାଗରାଇ ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ଼, ସେବାୟତଙ୍କ…
ଆଇପିଏଲ୍ ରଙ୍ଗାରଙ୍ଗ ଉତ୍ସବରେ ମନ ମୋହିଲେ ଅକ୍ଷୟ, ଟାଇଗର ଓ ରହମନ
ଚେନ୍ନାଇ, ୨୨ା୩: ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର (ଆର୍ସିବି) ମଧ୍ୟରେ ଏହି ଟି୨୦ ଲିଗ୍ର ପ୍ରଥମ ମ୍ୟାଚ୍…
ଏଏମ୍ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ
ଭୁବନେଶ୍ୱର,୨୩।୩: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ବା ଏଏମ୍ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ (ଓଡ଼ିଶା ଅପରେଶନ)ରେ ମଧ୍ୟ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ବିଶେଷକରି…
ଜେଏସ୍ଏଲ୍କୁ କର୍ପୋରେଟ୍ ଗଭର୍ନାନ୍ସ ଆୱାର୍ଡ
ଭୁବନେଶ୍ୱର,୨୩।୩: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ‘କର୍ପୋରେଟ୍ ଗଭର୍ନାନ୍ସ ଆୱାର୍ଡ’ ଦିଆଯାଇଛି। ବିଶେଷ କରି ଶିଳ୍ପ ସଙ୍ଗଠନ ମଧ୍ୟରେ ସ୍ବଚ୍ଛ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ‘କର୍ପୋରେଟ ଗଭର୍ନାନ୍ସ’ ବର୍ଗରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ…
କେନ୍ଷ୍ଟାରର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୨୩।୩ (ଅଭୟ ଦାଶ): ଦେଶର ପ୍ରମୁଖ ଗୃହୋପଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ତଥା କେନ୍ଷ୍ଟାରର ଓଡ଼ିଶା ୟୁନିଟ୍ ପକ୍ଷରୁ ଏକ ମାସିକିଆ ସ୍ବତନ୍ତ୍ର ଅଭିଯାନ ‘କ୍ୟାମ୍ପନିଂ ଭ୍ୟାନ୍’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ ପକ୍ଷରୁ ୨ଟି ପ୍ରଦର୍ଶନୀଭିତ୍ତିକ ଭ୍ୟାନ୍ର ଉନ୍ମୋଚନ କରାଯାଇଛି।…
ଏଚ୍ଏମ୍ଏସ୍ଆଇର ନୂତନ ମୋବାଇଲ ଆପ୍
ଭୁବନେଶ୍ୱର,୨୩।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ମୋବାଇଲ ଆପ୍ ‘ସ୍ମାର୍ଟ ୱାର୍କଶପ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଶିଳ୍ପର ପ୍ରଥମ ନବସୃଜନ ସ୍ମାର୍ଟ…
ମୁକେଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର
ଭୁବନେଶ୍ୱର,୨୩।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ତଥା ଏମ୍ଡି ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ନିକଟରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ ଟେଲିକମ୍ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ଓ ଅତୁଳନୀୟ ଅବଦାନ ପାଇଁ ମୁକେଶଙ୍କୁ ଭଏସ୍…
ଆର୍ଥିକ ସ୍ଥିତିର ସମୀକ୍ଷା କଲେ ଶକ୍ତିକାନ୍ତ
ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆର୍ବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋର୍ଡ ପକ୍ଷରୁ ବିଶ୍ୱ ତଥା ଘରୋଇ ଆର୍ଥିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ବୈଠକରେ ଭୌଗୋଳିକ, ରାଜନୈତିକ ଆହ୍ବାନ…
Archives


