Home Left

ଘରଡିହ ନ ମିଳିଲେ ସରକାରୀ ଜାଗା ଦଖଲ କରିବୁ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁମ୍ମା ବ୍ଲକର ଶତାଧିକ ଲୋକ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ବ ଓ ବିଫଳତା ପ୍ରତିବାଦରେ ଧାରଣା ଦେଇଛନ୍ତି। ଏଥିସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର…

ଶାଶୁ, ସ୍ତ୍ରୀଙ୍କୁ ଶାବଳ ଭୁସି ମାରିଦେଲେ: ଦେଢ଼  ବର୍ଷର ପୁଅକୁ ଧରି ଥାନାରେ ପହଞ୍ଚିଲେ 

ଭୁବନେଶ୍ୱର,୨୨।୭: ଶାଶୁ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଦେଢ଼ ବର୍ଷର ପୁଅକୁ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି ଜ୍ୱାଇଁ। ସୋମବାର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳରେ। ଜ୍ୱାଇଁ ମିଥୁନ ସାହୁ କହିଛନ୍ତି, ୪ ବର୍ଷ…

ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏମିତି ରହିଛି ସର୍ତ୍ତ, ଓଡ଼ିଶାକୁ…

ନୂଆଦିଲ୍ଲୀ, ୨୨।୭: ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଜେଡିୟୁ ନେତା ମାଗିଥିବା ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଯେ ସ଼୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାକୁ ହେଲେ ଏଥିପାଇଁ ଉଦ୍ଧିଷ୍ଟ ରାଜ୍ୟକୁ…

ବାହାର ରାଜ୍ୟରୁ ଖେଳିବେ ତାରକା କ୍ରିକେଟର୍‌ ଶୁଭ୍ରାଂଶୁ

ଭୁବନେଶ୍ୱର, ୨୨।୭ (ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ରିକେଟ ତାରକା ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ି ବାହାର ରାଜ୍ୟରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସିଜନରେ ସେ ସମ୍ଭବତଃ ମଧ୍ୟପ୍ରଦେଶ କିମ୍ବା ବିଦର୍ଭ ପକ୍ଷରୁ ଖେଳିପାରନ୍ତି। ଏଥିପାଇଁ ସେ ଓଡ଼ିଶା…

ଛକା ପରେ ଛକା ବର୍ଷା, ନୂଆ ରେକର୍ଡ କଲେ ଏହି ଖେଳାଳି

ନୂଆଦିଲ୍ଲୀ, ୨୨।୦୭: ଶ୍ରୀଲଙ୍କାରେ ବର୍ତ୍ତମାନ ଏସିଆ କପ୍‌ (ମହିଳା) ଜାରି ରହିଛି । ୮ଟି ଟିମ୍‌ ଏଥିରେ ଭାଗ ନେଇଥିବା ବେଳେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ମଧ୍ୟ ଏଥିରେ ସାମିଲ୍‌ ରହିଛନ୍ତି । ହରମନ୍‌ପ୍ରୀତ୍‌ଙ୍କ ଅଧିନାୟକତ଼୍ବରେ ଭାରତୀୟ ଦଳ ବର୍ତ୍ତମାନ…

ଅପ୍ରାକୃତିକ ଯୌନ ଉତ୍ପୀଡ଼ନ ମାମଲାରେ ସୁରଜ ରେଭନ୍ନାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୭: ଜଣେ ପୁରୁଷ ଜେଡିଏସ କର୍ମଚାରୀଙ୍କୁ ଅସ୍ବାଭାବିକ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିବା ପାର୍ଟି ଏମଏଲସି ଏବଂ ଜେଡିଏସ ନେତା ଡକ୍ଟର ସୁରଜ ରେଭନ୍ନାଙ୍କୁ ରବିବାର (ଜୁଲାଇ ୨୨)ରେ ମାଜିଷ୍ଟ୍ରେଟ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଭାରତୀୟ…

ମୁହଁ ମୋଡିଲେ ମୋଦି ସରକାର, ଲାଲୁ ବି ଦାବି କଲେ ଇସ୍ତଫା, ଚିନ୍ତାରେ ନୀତୀଶ!

ପାଟନା,୨୨।୭: ବିହାର ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ସମ୍ଭବ ନୁହେଁ। ମୋଦି ସରକାରଙ୍କ ତରଫରୁ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଜେଡିୟୁ ଏମପି ରାମପ୍ରୀତ ମଣ୍ଡଳଙ୍କ ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି। ପଙ୍କଜ ଚୌଧୁରୀ ତାଙ୍କ ଲିଖିତ ଉତ୍ତରରେ…

NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା…

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ବଡ଼ ଦାବି, ବର୍ଷକୁ ଦରକାର ୮୦ ଲକ୍ଷ ଚାକିରି

ନୂଆଦିଲ୍ଲୀ, ୨୨।୦୭: ଭାରତରେ ପ୍ରତିବର୍ଷ ୮୦ ଲକ୍ଷ ଚାକିରି ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏମିତି ଏକ ବଡ଼ ଦାବି କରିଛନ୍ତି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନାଗେଶ଼୍ବରନ୍‌ । ଏଥିସହିତ ସେ କହିଛନ୍ତି ଯେ ଅଭିବୃଦ୍ଧି ହାର ଆକଳନ…

ଏଲୋନ ମସ୍କ ଦେଖାଇଲେ ଓ୍ବାର୍ଲଡ ଲିଡରଙ୍କ AI ଫ୍ୟାଶନ ଶୋ’, ଦେଖନ୍ତୁ ଭିଡିଓ ନ ହସି ରହିପାରିବେନି

ଓ୍ବାଶିଂଟନ,୨୨।୭: ଟେସଲା ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ମସ୍କ ଏହି ଭିଡିଓକୁ AI ଫ୍ୟାଶନ ଶୋ ଭାବରେ କ୍ୟାପସନ ଦେଇଛନ୍ତି। ଏଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର…

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା…

ବିଧାନସଭାରେ ନବୀନ କହିବା ବେଳେ ବନ୍ଦ କରିଦେଲେ ମାଇକ! ବିଜେଡି କହିଲା…

ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ୨୪ ବର୍ଷ ଧରି ଶାସନ କାଳରେ ବିଜେଡି ଆଜି ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିଛି। ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?