ପୁଣି ଦିଲ୍ଲୀ ଗଲେ ମନମୋହନ : ଏଥର ଆସିବ ଓଡ଼ିଶା ପ୍ରାର୍ଥୀଙ୍କ ନାଁ
ଭୁବନେଶ୍ୱର,୨୩।୩: ଦିନ କେଇଟା ପରେ ନିର୍ବାଚନ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୁଣି ଦିଲ୍ଲୀ ଗଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ…
ମହିଳାଙ୍କୁ ନିଶ୍ଚିତ ମିଳିବ ୧ହଜାର ଟଙ୍କା, କେଜରିଓ୍ବାଲଙ୍କ ବାର୍ତ୍ତା ପଢିଲେ ପତ୍ନୀ ସୁନିତା
ନୂଆଦିଲ୍ଲୀ,୨୩।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିବା ପରେ ପତ୍ନୀ ସୁନୀତା କେଜରିୱାଲ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏକ୍ସାଇଜ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜରିୱାଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବତନ…
‘ଇଡି ଜେପି ନଡ୍ଡାଙ୍କୁ ଗିରଫ କରୁ’,ଏଏପିର ଅଭିଯୋଗ-ସାମ୍ନାକୁ ଆସିଲା ମନି ଟ୍ରେଲ, ଭାଜପା ଖାତାକୁ ଗଲା ସବୁ ଟଙ୍କା
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପରେ ଆମ ଆଦମୀ ପାର୍ଟି (ଏଏପି) ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧରେ ଏକ ବଡ ଅଭିଯୋଗ ଆଣିଛି। ଏଏପି ଶନିବାର ଦାବି କରିଛି ଯେ ଜାତୀୟ ରାଜଧାନୀ ଅଞ୍ଚଳରେ ମଦ ଦୁର୍ନୀତିରେ…
ବ୍ରିଜ ତଳକୁ ଖସିଲା ଗାଡ଼ି, ଗାଡ଼ିର ଆଗରେ ରହିଛି ଛତିଶଗଡ଼ ପଛରେ ଓଡ଼ିଶା ନମ୍ବର
କୁନ୍ଦୁରା,୨୩।୩(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସାଙ୍ଗଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ୍ ଉପରୁ ଏକ ଇନୋଭା ଗାଡ଼ି ତଳକୁ ଖସିଛି। ଉକ୍ତ ଗାଡ଼ିରେ ଛତିଶଗଡ଼ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରୁଛି।…
କେସ ଫର କ୍ୱେରି ମାମଲାରେ ପୁଣି ଅଡୁଆରେ ପଡିଲେ ମହୁଆ
ନୂଆଦିଲ୍ଲୀ,୨୩।୩: ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରା ପୁଣି ଥରେ ଅଡୁଆରେ ପଡ଼ିଥିବା ଜଣାପଡିଛି। ସିବିଆଇ ମୋଇତ୍ରାଙ୍କ ବାସଭବନରେ ଚଢାଉ କରୁଛି। କେବଳ ଏତିକି ନୁହେଁ, ଟିମ କୋଲକାତା ଏବଂ ଅନ୍ୟାନ୍ୟ ସ୍ଥାନରେ କ୍ୱେରି ମାମଲାରେ ଚଡାଉ କରୁଛି।…
ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍
କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ରିମୁଳି ନିକଟରେ ଯାତୀୟ ରାଜପଥ ୫୨୦ରେ ଶନିବାର ଏକ ଟ୍ରକ୍ ହୁତୁହୁତୁ ହୋଇ ଜଳଯାଇଛି। (ଓଡି ୦୯ପି / ୧୦୫୦) ନଂ ଟ୍ରକଟି ଲୁହାପଥର ଲୋଡକରି ଯୋଡ଼ାରୁ ରିମୁଳି ଅଭିମୁଖେ ଆସୁଥିବା…
କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ହୁଅନ୍ତୁ ଲକ୍ଷପତି: ପୁଣି ଆରମ୍ଭ ହେଲା ‘ଦେଖିବା ନିତି ହେବା ଲକ୍ଷପତି‘ ମେଗା ପ୍ରତିଯୋଗିତା, ଜାଣନ୍ତୁ କିପରି ନେବେ ଭାଗ
ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ । ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମେଗା ପ୍ରତିଯୋଗିତା ଦେଖିବା ନିତି ହେବା ଲକ୍ଷପତି…
ଷ୍ଟ୍ରେଚରରୁ ଉଠୁ ଉଠୁ ହେଲା ହାହାକାର, ଆରସିବି ଉପରେ ଭାରି ପଡିଲେ ସିଏସକେ ବୋଲର
ଚେନ୍ନାଇ,୨୩।୩: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚରେ ୬ୱିକେଟରେ ଜିତିଥିଲା। ଏଥିପାଇଁ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ଟି ୱିକେଟ ନେଇଥିଲେ। ମ୍ୟାଚ ସମୟରେ ଆରସିବି ଖେଳାଳିମାନେ କ୍ରମାଗତ ଭାବେ ରନ ସ୍କୋର…
ସାନଖେମୁଣ୍ଡି ବିଧାୟକଙ୍କ ଶକ୍ତି ପ୍ରଦର୍ଶନ, କହିଲେ ମୋଦି ସରକାର…
ଛତ୍ରପୁର, ୨୩ା୩ (ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପାର୍ଟି ପକ୍ଷରୁ ଶୁକ୍ରବାର ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ଗୋଲାପଲ୍ଲୀ ଗ୍ରାମର ଭଗବତୀ ମନ୍ଦିର ନିକଟରେ ଏକ…
ମସ୍କୋ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆଇଏସ, ଏବେ ପର୍ଯ୍ୟନ୍ତ ୭୦ ମୃତ
ମସ୍କୋ,୨୩।୩: ରୁଷିଆର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭୦ଜଣ ପ୍ରାଣ ହରାଇଛନ୍ତି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶନିବାର (ମାର୍ଚ୍ଚ ୨୩, ୨୦୨୪) ସକାଳେ ହ୍ୟାଣ୍ଡେଲ@spectatorindex ସହିତ ଦିଆଯାଇଥିଲା। ଏହା ବ୍ୟତୀତ ଆତଙ୍କବାଦୀ ଆକ୍ରମଣରେ ୧୪୫ ଜଣ…
IPL 2024: IPL ର ଏଭଳି ଏକ ଟିମ୍, ଯେଉଁଥିରେ ନାହାନ୍ତି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ଖେଳାଳି
ଚେନ୍ନାଇ,୨୩।୩: ଏପରି ଏକ ଦଳ ଯିଏ ୫ଥର ଆଇପିଏଲ ଜିତିଥିବାବେଳେ ଦଳରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନରୁ କୌଣସି ଖେଳାଳି ନାହାଁନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେ କହୁଛୁ ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ ଚେନ୍ନାଇ ସୁପର…
‘ବାଘୁଣୀ ଇଚ୍ଛାରେ ବଢ଼େ ବାଘ ବଂଶ’
ବାରିପଦା,୨୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏନ୍ଟିସିଏ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଶିମିିଳିପାଳରେ…
Archives


