Home Left

ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ସଦଳବଳ ଥାନାଠାରୁ ଫ୍ଲାଗ୍‌ମାର୍ଚ୍ଚରେ ବାହାରି ବଜାର ସମେତ ଓଡ଼ିଆ ସାହି,…

ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଉମାକାନ୍ତ ସାମନ୍ତରାୟ: ପୁରୀ ବିଜେଡି ସଭାପତି

ପୁରୀ,୨୩।୩: ଆସନ୍ତା ଲୋକସଭା ତଥା ବିଧାନସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଚୟନ କରିବାକୁ ବିଜୁ ଜନତା ଦଳ (ବିଜେଡି) ର ପକ୍ଷରୁ ପ୍ରାର୍ଥୀ ଚୟନ କରିବା ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟାରେ ପୁରୀ ଜିଲା ସଭାପତି ଦିବାକର ପାତ୍ର ଶନିବାର ସତ୍ୟବାଦୀ…

ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ

ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍‌’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା  କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ…

ଗୁଜରାଟରେ ଭାଜପାକୁ ଡବଲ ଝଟ୍‌କା

ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍‌କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା…

ଟ୍ରକ୍‌କୁ ପଟିଲା ବାଇକ୍‌: ଚାଲିଗଲା ୩ ଯୁବକଙ୍କ ଜୀବନ

ଯାଜପୁର,୨୩।୩: ଯାଜପୁର ଜିଲା କଳିଙ୍ଗନଗର ଥାନା ଅଧୀନ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରକ ପଛରେ ଏକ ବାଇକ୍‌ ପିଟି ହୋଇ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକମାନେ…

‘ଆବେ, ନିଶ୍ୱାସ ତ ନେବାକୁ ଦେ’; ସିଏସ୍‌କେର ଜାଡେଜାଙ୍କ ଉପରେ ଏଭଳି କହି କାହିଁକି ରାଗିଲେ କୋହଲି?

ନୂଆଦିଲ୍ଲୀ,୨୩।୩: ଆଇପିଏଲ୍‌ ୨୦୨୪ର ଓପନିଂ ମ୍ୟାଚ୍‌ ସିଏସ୍‌କେ ଏବଂ ଆର୍‌ସିବି ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ୬ ଉଇକେଟରେ ବିଜେତା ହୋଇଛି। ହେଲେ ମ୍ୟାଚ୍‌ ସମୟରେ ଆର୍‌ସିବିର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ସିଏସ୍‌କେ ବୋଲର୍‌ ରବିନ୍ଦ୍ର ଜାଡେଜାଙ୍କ…

ତାଞ୍ଜାନିଆରେ କରିନା

ମୁମ୍ବାଇ: କରିନା କପୁର ଖାନ ବର୍ତ୍ତମାନ ତାଙ୍କ ସ୍ବାମୀ ଶୈଫ ଅଲି ଖାନ ଏବଂ ପୁଅ ତୈମୁର ଅଲି ଖାନ ଏବଂ ଜାହାଙ୍ଗୀର ଅଲି ଖାନଙ୍କ ସହ ତାଞ୍ଜାନିଆରେ ଛୁଟି କାଟୁଛନ୍ତି। ପରିବାର କିଛି ଦିନ ପୂର୍ବରୁ ମୁମ୍ବାଇ ଛାଡିଥିଲେ ଏବଂ…

କେଜ୍‌ରିଓ୍ବାଲଙ୍କୁ ଛାଡ଼ିବାକୁ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ!

ନୂଆଦିଲ୍ଲୀ,୨୩।୩: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଯାଇଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ। କାରଣ ତାଙ୍କୁ ପଦରୁ ହଟାଇବା ଲାଗି ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଦିଲ୍ଲୀର ସୁରଜିତ ସିଂ ଏହି…

ରାସ୍ତାରେ କୁଢ଼ କୁଢ଼ ମଇଳା, ଭାସୁଛି କାଦୁଅ ପାଣି: ପ୍ରତିବାଦରେ ଟାୟାର ଜାଲି ରାସ୍ତାରୋକୋ

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ପୁରୁଣା କୋର୍ଟଛକଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ…

ଜେଲରେ ଜୀବନ ହାରିଲେ କଏଦୀ

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାରାଗାରରେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି।କେନ୍ଦୁଝର ଜିଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଷଣ୍ଢ

ଛତ୍ରପୁର,୨୩।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଏକ ମାରଣା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବି.ପୁରସ୍ତମଙ୍କ ସ୍ତ୍ରୀ ବି.କାମିଲି ପାତ୍ର, । କାମିଲି ସକାଳୁ ଘର…

ରାଜନୀତିକୁ ଫେରିବେ ଗୋବିନ୍ଦା!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦା ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି। ଏହି ଅଭିନେତାଙ୍କୁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରେଙ୍ଗିଲା ରାଜା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ପରଦାରୁ ନିଖୋଜ ଅଛନ୍ତି। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri