ଭୋଟକୁ ଓଲଟପାଲଟ କରିପାରେ ଚାଷୀ ସଙ୍ଗଠନ
ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକସଭା ଆସନ ସମେତ ଜିଲାର ୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଷୀ ସଙ୍ଗଠନ, ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି ା ମୋଟାମୋଟି ଭାବେ ସବୁଠି କଡ଼ା ମୁକାବିଲା ହେବାର…
ଏହି କାରଣ ପାଇଁ ତିହାର ଜେଲରେ କେଜ୍ରିଓ୍ବାଲଙ୍କୁ ଭେଟିପାରିବେ ନାହିଁ ସଞ୍ଜୟ ସିଂ, ଭଗବନ୍ତ ମାନ୍
ନୂଆଦିଲ୍ଲୀ,୧୦।୪: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏବଂ ଆମ ଆଦମୀ ପାର୍ଟି ଏମ୍ପି ସଞ୍ଜୟ ସିଂ ବୁଧବାର ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ପାରିବେ ନାହିଁ। ତିହାର ଜେଲ ପ୍ରଶାସନ ସୁରକ୍ଷା କାରଣ ବୋଲି ଦର୍ଶାଇଛି। ମଙ୍ଗଳବାର…
ଅରେଞ୍ଜ-ପର୍ପଲ କ୍ୟାପ୍ ରେସ୍ରେ ଏଣ୍ଟ୍ରି ମାରିଲେ ଏହି ୨ କ୍ରିକେଟ୍ର: ଜାଣନ୍ତୁ ଏବେ କିଏ ସର୍ବାଗ୍ରେ ଅଛନ୍ତି
ନୂଆଦିଲ୍ଲୀ,୧୦।୩: ଆଇପିଏଲରେ ମ୍ୟାଚ ସଂଖ୍ୟା ବଢିବା ସହିତ ଅରେଞ୍ଜ ଏବଂ ପର୍ପଲ କ୍ୟାପ ରେସ୍ ଅଧିକ ଆକର୍ଷଣୀୟ ହେବାରେ ଲାଗିଛ। ବର୍ତ୍ତମାନ ପର୍ଯ୍ୟନ୍ତ ଅରେଞ୍ଜ କ୍ୟାପ ରେସ୍ରେ ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ଭାରତୀୟ ଥିଲେ। କିନ୍ତୁ ବର୍ତ୍ତମାନ ବିଦେଶୀ ଖେଳାଳି ଶ୍ରେଷ୍ଠ-୫ରେ ପ୍ରବେଶ…
ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ
ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ (ଏଆରଆଇ) ନିଲମ୍ବିତ ହୋଇଛନ୍ତି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର…
ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ,୧୦।୪: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ସା ୬ରୁ ରାତି ୧୦ଟା ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ଦର୍ଶନ ବନ୍ଦ । ଦ୍ବିତୀୟ ଭୋଗମଣ୍ଡପ ଭୋଗ…
ଭାଜପା ଆଶାୟୀଙ୍କ ମଧ୍ୟରେ ଟଣାଓଟରା
ପଟ୍ଟାମୁଣ୍ଡାଇ,୧୦ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି। ବିଜେଡି ପୁଣି ଧ୍ରୁବ ସାହୁଙ୍କୁ…
୧୬ ମାଛର ଓଜନ ୨୧୫ କେଜି
ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ ମାଛକୁ ବିକ୍ରି ପାଇଁ ବୋଟ୍ ମାଲିକ ସନ୍ଧ୍ୟାରେ କଲିକତା ଦୀଘା ନେଇ ଯାଇଛନ୍ତି। ଏସବୁ…
ରୋନାଲ୍ଡୋଙ୍କୁ ରେଡ୍ କାର୍ଡ, ସସ୍ପେଣ୍ଡ
ଆବୁଧାବି, ୧୦ା୪: ଅଲ୍-ନାସର ଓ ଅଲ୍-ହିଲାଲ ମଧ୍ୟରେ ଅନୁଷ୍ଠିତ ସାଉଦି ସୁପର କପ୍ ଫୁଟ୍ବଲ ଟୁର୍ନାମେଣ୍ଟର ଏକ ସେମିଫାଇନାଲ ମ୍ୟାଚରେ ରେଡ୍କାର୍ଡ ଯୋଗୁ କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଆଗାମି ଦୁଇଟି ଗେମ୍ରୁ ସସ୍ପେଣ୍ଡ ହୋଇଛନ୍ତି। ୫ଥର ସମ୍ମାନଜନକ ବାଲନ ଡି’ଅର ପୁରସ୍କାର…
ନୋବେଲ୍ ପୁରସ୍କାରପ୍ରାପ୍ତ ବୈଜ୍ଞାନିକଙ୍କ ପରଲୋକ
ମୁମ୍ବାଇ,୧୦।୪:ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗର୍ଡ ପାର୍ଟିକଲର ଆବିଷ୍କାର ପାଇଁ ସେ ବେଶ ଜଣାଶୁଣା, ଯାହା ବିଗ ବିଙ୍ଗ ପରେ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହେଲା ତାହା ବ୍ୟାଖ୍ୟା କରିବାରେ ସାହାଯ୍ୟ…
ଭୁବନେଶ୍ୱରରେ ମାରୁତି ସୁଜୁକିର ମାଇଲେଜ୍ ରାଲି
ଭୁବନେଶ୍ୱର,୯।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗ୍ରାଣ୍ଡ ଭିଟାରା’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଗ୍ରାଣ୍ଡ ଭିଟାରା ଷ୍ଟ୍ରଙ୍ଗ୍ ହାଇବ୍ରିଡ୍…
୧୧ରେ ପାଳନ ହେବ ଇଦ୍
କଟକ,୧୦ା୪ (କାର୍ତ୍ତିକ ସାହୁ):ଆସନ୍ତା ୧୧ ତାରିଖରେ ଇଦ୍ ପର୍ବ ପାଳନ ହେବ। ଏନେଇ କଟକ ଦିଓ୍ବାନବଜାରସ୍ଥିତ ଅଞ୍ଜୁମାନ ଇସ୍ଲାମିଆ ଅହେଲ ସୁନତ ଓ ଜମାତ୍ ଚାନ୍ଦ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ଲିଆକତ୍ଉଦ୍ଦିନ୍ ଅହେମ୍ମଦ ମଙ୍ଗଳବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି।…
ରାଜେଶ ପିଏନ୍ବିର ନୂତନ ଅଞ୍ଚଳ ମୁଖ୍ୟ
ଭୁବନେଶ୍ୱର,୧୦।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମୁଖ୍ୟ (ମହାପ୍ରବନ୍ଧକ) ଭାବେ ରାଜେଶ କୁମାର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବର୍ଦ୍ଧମାନ ମଣ୍ଡଳ କାର୍ଯ୍ୟାଳୟରେ ମଣ୍ଡଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ,୧୯୯୫ରେ ରାଜେଶ…
Archives


