Home Left

ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କୁ ଇଡି ଝଟକା, ଲୁକ୍ ଆଉଟ ସର୍କୁଲାର ଜାରି କରିବାକୁ ଦାବି

ନୂଆଦିଲ୍ଲୀ,୨୧।୨: ଶୁକ୍ରବାର ହାଇ ଭୋଲଟେଜ୍ ନିବେଶକ ବୈଠକ ପୂର୍ବରୁ ବାଇଜୁ ରବିନ୍ଦ୍ରନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ନୋଟିସ୍’ ଜାରି କରିବାକୁ ଇଡି ଜୋର ଦେଇଛି। ଯାହାଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ, ସଙ୍କଟରେ ପଡିଥିବା ଏଡୁଟେକ୍ କମ୍ପାନୀର ମାଲିକ…

ମହିଳା ନୁହେଁ ପୁରୁଷ କରିଥା’ନ୍ତି ଅଧିକ ଶପିଂ: ରିପୋର୍ଟ

ନୂଆଦିଲ୍ଲୀ,୨୨।୨: ଯେତେବେଳେ ଶପିଂ କଥା ମନକୁ ଆସେ, ସେଠାରେ ଯୁବତୀ କିମ୍ବା ମହିଳାଙ୍କ ନାଁ ନିଆଯାଏ। ଆପଣ ନିଶ୍ଚିତ ଭାବରେ ସବୁଠି ଶୁଣିଥିବେ ଯେ, ମହିଳାମାନେ ଅଧିକ ଶପିଂ କରନ୍ତି। ଅନଲାଇନ ହେଉ କି ଅଫଲାଇନ୍‌ ସବୁଠି ଅଧିକ ଶପିଂ ମହିଳାମାନେ…

ପୁରୁଷଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ କହିଲେ ଟ୍ବିଙ୍କ୍‌ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍‌’ ମଧ୍ୟ ଡାକନ୍ତି। ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ…

ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର

ହାଇଦ୍ରାବାଦ,୨୨।୨: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମେଡିକାଲକୁ ଚେକ୍‌ଅପ୍‌ ପାଇଁ ଆସିଥିବା ଯୁବତୀଙ୍କ ଓଠକୁ ଦନ୍ତ ଚିକିତ୍ସକ କାମୁଡି ଦେଇଛନ୍ତି। ମହିଳାଜଣକ ପ୍ରତିଦିନ ଏହି ଡେନିଷ୍ଟଙ୍କ ପାଖକୁ ଚେକ୍‌ଅପ୍‌ କରିବାକୁ ଆସୁଥିଲେ। ଅଭିଯୋଗ କରିବାକୁ ଡାକ୍ତର…

ପ୍ରଥମେ ଉଠିଲା ଲଟେରି, ସେହି ଟଙ୍କାରେ କିଣିଦେଲେ ଜମି, ଚାଷ କରିବା ବେଳେ ପୁଣି ମାଟିତଳୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଆପଣ ନିଶ୍ଚୟ ଶୁଣିଥିବେ ଯେ, ଈଶ୍ୱର ଯାହାକୁ ଦିଅନ୍ତି, ଛପର ଫାଡ଼ିକି ଦିଅନ୍ତି। ଅର୍ଥାତ୍‌ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଭାଗ୍ୟରେ ପରିବର୍ତ୍ତନ ଆସେ ସେତେବେଳେ ସବୁକିଛି ମିଳିଯାଏ। ଆଉ ଯେତେବେଳେ ଖରାପ ସମୟ ପଡ଼େ ଛୋଟ କଥା ପାଇଁ ମଧ୍ୟ ବହୁତ…

କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି କରିଥିବା ଭାମସି କ୍ରିଷ୍ଣା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୧।୨: ସି.କେ ନାଇଡୁ ଟ୍ରଫି ଟୁର୍ନାମେଣ୍ଟରେ ଆନ୍ଧ୍ରପ୍ରଦେଶର ବ୍ୟାଟ୍ସମ୍ୟାନ ଭାମସି କ୍ରିଷ୍ଣା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରି ଇତିହାସ ସୃଷ୍ଟି କରିଥିଲେ। ଏହା ସହ ସେ ରବି ଶାସ୍ତ୍ରୀ, ଯୁବରାଜ ସିଂ ଏବଂ…

ଜାଣନ୍ତି ହିଟ୍‌ ଫିଲ୍ମକୁ କାହିଁକି କୁହନ୍ତି ବ୍ଲକ୍‌ବଷ୍ଟର

ଫିଲ୍ମ ‘ଶୋଲେ’ଠାରୁ ଆରମ୍ଭ କରି ‘ପଠାନ’ ପର୍ଯ୍ୟନ୍ତ। ‘ଆରାଧନା’ଠାରୁ ‘ଦିଲଓ୍ବାଲେ ଦୁଲ୍‌ହାନିଆ ଲେ ଯାୟେଙ୍ଗେ’ ପର୍ଯ୍ୟନ୍ତ ଭାରତରେ ଏଭଳି ଅନେକ ଫିଲ୍ମ ନିର୍ମାଣ କରାଯାଇଛି; ଯାହା ହିଟ୍‌ ହୋଇଛି। ଏହି ଫିଲ୍ମଗୁଡ଼ିକୁ ବ୍ଲକବଷ୍ଟର ଫିଲ୍ମ ବର୍ଗରେ ରଖାଯାଇଛି। ଏହି ଫିଲ୍ମଗୁଡ଼ିକ ଦର୍ଶକଙ୍କର…

ଆଜି ନିଯୁକ୍ତି ପାଇବେ ୫୭୬ ହିନ୍ଦୀ, ସଂସ୍କୃତ ଶିକ୍ଷକ

ଭୁବନେଶ୍ୱର, ୨୨।୨(ଅସମାପିକା ସାହୁ)ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ। ସମ୍ପୃକ୍ତ ଶିକ୍ଷକଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ପର୍ବ ଗୁରୁବାର ଲୋକସେବା ଭବନର କନଭେନଶନ୍‌ ସେଣ୍ଟରରେ…

ଦରମାଠାରୁ ୧୧୯ ଗୁଣା ଅଧିକ ଟଙ୍କା ରୋଜଗାର କରିଛନ୍ତି ଏହି ଆଇଏଏସ୍‌ ଅଫିସର୍‌: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୨।୧: ଏକ ଦୁର୍ନୀତି ମାମଲାରେ ବିହାର କ୍ୟାଡରର ଆଇଏଏସ ଅଧିକାରୀ ରମେଶ ଅଭିଷେକଙ୍କ ଉପରେ ତଦନ୍ତ ଏଜେନ୍ସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାର ତାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିବା ପରେ ସିବିଆଇ ତାଙ୍କ ପରିସରରେ ଖୋଜାଖୋଜି କରିଥିଲା। ରମେଶ…

ଭୁଲ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର, ଚାଲିଗଲା ୫ମାସ ଶିଶୁର ଜୀବନ!

ବୁଗୁଡା,୨୨।୨: ଡାକ୍ତର ଭୁଲ ଇଞ୍ଜେକସନ ଦେବା ଯୋଗୁ ଚାଲିଗଲା ପାଞ୍ଚ ମାସ ଶିଶୁର ଜୀବନ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ବୁଗୁଡା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ…

ଭୁଶୁଡିଲା ଖଣି: ୨୦ରୁ ଅଧିକ ଶ୍ରମିକଙ୍କ ଚାଲିଗଲା ଜୀବନ

ଭେନେଜୁଏଲା,୨୨।୧: ଭେନେଜୁଏଲାରେ ଖଣି ଭୁଶୁଡ଼ି ୨୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଶ୍ରମିକ ଏବେ ବି ଖଣି ଭିତରେ ଫସି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନା ଖଣିରେ ଖୋଳିବା…

ନାଲକୋ ଛକରେ କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ

ବାରଙ୍ଗ,୨୨।୨: ପୁଣି ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦୁଇଟି ପିସିଆର ସହ ମୈତ୍ରୀ ବିହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri