ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ମିଳିବ ଦରମା
ଭୁବନେଶ୍ୱର,୨୨।୨: ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢିବ। ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ, କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ…
ସିଲାବସ୍ ବାହାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ: ଗ୍ରେସ୍ ମାର୍କ ଦାବି କଲେ ପରୀକ୍ଷାର୍ଥୀ
ଖଇରା,୨୨।୨(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ଯୁକ୍ତ ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିବା ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଲଙ୍ଗ୍ ଏବଂ ସର୍ଟ ପ୍ରଶ୍ନରେ ମୋଟ ୧୬ ମାର୍କ ଶିକ୍ଷା ଖସଡା ବାହାରୁ ଆସିଥିବା ନେଇ…
ଶିକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଏଣିକି ୨୨ଟି ଭାରତୀୟ ଭାଷାରେ ପଢିବେ ସିବିଏସ୍ଇ ଛାତ୍ରୀଛାତ୍ର, ଏହି ଦିନଠୁ ହେବ ଲାଗୁ
ନୂଆଦିଲ୍ଲୀ,୨୨।୨: ଶିକ୍ଷା ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସ୍ଇରେ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅଧ୍ୟୟନ କେବଳ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ୨୨ ଟି ଭାରତୀୟ ଭାଷାରେ ଅଧ୍ୟୟନ କରାଯାଇପାରେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ…
ହେବାକୁ ଥିବା ବୋହୂ ରାଧିକାଙ୍କୁ ଏତିକି କୋଟି ଟଙ୍କାର କାର୍ ଗିଫ୍ଟ କଲେ ମୁକେଶ ଅମ୍ବାନୀ
ମୁମ୍ବାଇ,୨୨।୨: ଦେଶର ସବୁଠାରୁ ଧନୀ ବିଲିୟନେୟାର ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ବିବାହକୁ ନେଇ ଦେଶରେ ବଡ ଆଲୋଚନା ଚାଲିଛି। ବିବାହ…
ସ୍ବାଧୀନତାର ୭୬ ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏଠି ଲୋକଙ୍କ ଗମନାଗମନ, ପାନୀୟ ଜଳର ସୁବିଧା, ପାଠ ପଢାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ଜିଲାର ଗୁମ୍ମା ବ୍ଲକ ଅଧୀନ…
ଏହି ରାଜ୍ୟରେ ୧୦୦ଟଙ୍କା କିଲୋ ବିକ୍ରି ହେଲା ଚିକେନ, କିଣିବାକୁ ଆସିଲେ ନାହିଁ ଗ୍ରାହକ!
ବିଶାଖାପାଟନମ,୨୨।୨: ଅଧିକାଂଶ ମାଂସାହାରୀ ଖାଦ୍ୟପ୍ରେମୀ ଅନ୍ୟ ମାଂସ ଅପେକ୍ଷା ଚିକେନ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଦୁଇଟି ତେଲୁଗୁ ରାଜ୍ୟରେ କୁକୁଡ଼ାମାନେ ବାର୍ଡ-ଫ୍ଲୁ ରୋଗରେ ପୀଡିତ ଥିବା ସନ୍ଦେହ କରାଯିବା ପରେ ଲୋକମାନେ ଚିକେନ ଖାଇବାକୁ ଭୟ…
‘କଂଗ୍ରେସ ସହିତ ଏଏପି ମେଣ୍ଟ କଲେ କେଜ୍ରିଓ୍ବାଲଙ୍କୁ କରାଯିବ ଗିରଫ’
ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଲୋକ ସଭା ଆସନ ବାଣ୍ଟନକୁ ନେଇ ଦିଲ୍ଲୀରେ ଆଲୋଚନା ଚାଲିଛି। ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ, ଆମ ଆଦମୀ ପାର୍ଟିର…
ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା
ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ।…
ଚାକିରିରୁ ବାହାର କରିବାରୁ ଭୁବନେଶ୍ୱରରେ ମାଲିକ ଗାଡ଼ି ପୋଡିଦେଲା ଡ୍ରାଇଭର
ଭୁବନେଶ୍ୱର,୨୨ା୨: ଚାକିରିରୁ ବାହାର କରିଦେବାରୁ ପ୍ରତିଶୋଧ ପରାୟଣ ହୋଇ ମାଲିକଙ୍କ କାର ପୋଡିଦେଲା ଡ୍ରାଇଭର। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ। ଡ୍ରାଇଭର ମାଲିକଙ୍କର କାର ଏବଂ ବାଇକକୁ ନିଆଁ ଲଗାଇ ପୋଡି ଦେଇଛି। ଘଟଣାସ୍ଥଳରେ ଥିବା…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ନୂଆଦିଲ୍ଲୀ,୨୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ନୂତନ ଦଳ ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’ ଆରମ୍ଭ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ସମୟରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏହା…
କେବଳ ଦିଲ୍ଲୀ ନୁହେଁ ଆଉ ୪ ରାଜ୍ୟରେ ବି ଏକାଠି ମିଶି ନିର୍ବାଚନ ଲଢିବେ ଏଏପି-କଂଗ୍ରେସ
ନୂଆଦିଲ୍ଲୀ,୨୨।୨: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ମଧ୍ୟ ଏକ ମେଣ୍ଟ ଦେଖାଯାଉଛି। ବିଶେଷ କଥା ହେଉଛି ଏହି ମେଣ୍ଟ କେବଳ ଦିଲ୍ଲୀରେ ସୀମିତ…
ସୂଚନା ଅଧିକାର ଆଇନ ଅବମାନନା କରିବା ପଡ଼ିଲା ମହଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା
ଛତ୍ରପୁର,୨୨ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ମହଙ୍ଗା ପଡ଼ିଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା ହୋଇଛି। ସୂଚନାଯୋଗ୍ୟ, ଗଞ୍ଜାମ ବ୍ଲକ ଅଧୀନ ହୁମା ପାଞ୍ଚାୟତର ଯୋଗୀ ବିଶ୍ୱାଳଙ୍କ ପୁଅ ପ୍ରଶାନ୍ତ କୁମାର ବିଶ୍ୱାଳ ୨୪.୦୬.୨୦୨୧ରେ…
Archives


