ଏନକାଉଣ୍ଟରରେ ୩ ମାଓବାଦୀ ନିହତ
ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲାରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଚନ୍ତି। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ, କୈଲିବେଡା…
ଆନ୍ଧ୍ର ବିଧାନସଭାନ ନିର୍ବାଚନ: ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ, ଜାଣନ୍ତୁ ଟିଡିପି, ଜନସେନାର କେତେ ପଡ଼ିଲା ଭାଗ
ବିଶାଖାପାଟଣା,୨୫।୨: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ନେତା ପୱନ କଲ୍ୟାଣ ଆଗାମୀ ଆନ୍ଧ୍ରପ୍ରଦେଶ ବିଧାନସଭାନ ନିର୍ବାଚନ ପାଇଁ ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ମଧ୍ୟରୁ…
ବିନା ଟିକେଟ୍ରେ ଏରୋବ୍ରିଜ୍ରେ ପହଞ୍ଚି ବିମାନ ଯାତ୍ରା କରିବାକୁ ଯାଉଥିଲେ ବ୍ୟକ୍ତି, ଏମିତି ପଡ଼ିଲେ ଧରା
ମୁମ୍ବାଇ,୨୫ା୨: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜଣେ ବ୍ୟକ୍ତି ଖାଲି ଯେ, ବିନା ଟିକେଟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବେଶ କରିନାହାନ୍ତି ବରଂ ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟକୁ ମଧ୍ୟ ଚାଲିଯାଇଥିଲେ। ତାଙ୍କ ପାଖରେ ବୈଧ କାଗଜପତ୍ର ମଧ୍ୟ ନ…
ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀଙ୍କୁ ନେଇ ଚାଲିଛି ଅଙ୍କକଷା
କଟକ,୨୫।୨(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ନିର୍ବାଚନ ପାଇଁ ଚାଲିଛି ସମସ୍ତ ଦଳ ମଧ୍ୟରେ ଅଙ୍କକଷା। ଏପରିକି ଦଳରୁ ଏକାଧିକ ଆଶାୟୀ ପ୍ରାଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଧିବଦ୍ଧ ଭାବେ ଆଶାୟୀଙ୍କ ନାଁ ଘୋଷଣା ହୋଇନାହିଁ ସତ, ହେଲେ ଚର୍ଚ୍ଚା ଦିନକୁ…
କାହିଁକି ଉତ୍ତରୀୟରେ ଶଙ୍ଖ ଚିହ୍ନ ନାହିଁ
ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ବଦଲି ପଞ୍ଚାୟତ ବଦଲିରେ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବାଙ୍କ ତରଫରୁ ବିଜୁ ଜନତା ଦଳ ଯୁବ, ଛାତ୍ର, ମହିଳାମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍
ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା…
ବିଜୟ ଦେଲେ ସାଙ୍ଘାତିକ୍ ତଥ୍ୟ ପୁଅ ବିଜେଡିରୁ ଲଢ଼ିବା ନେଇ…
ଡେରାବିଶ,୨୫।୨(ବେବର୍ତ୍ତା ଅଜୟ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା କ୍ଷେତ୍ରର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏକଦା ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର…
ଏଥର ଖାତା ଖୋଲିବା ଲକ୍ଷ୍ୟରେ ଭାଜପା
ଖଇରା,୨୫।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲାର ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ଖଇରା ବ୍ଲକର ୩୭ ଓ ସିମୁଳିଆ ବ୍ଲକର ୨୨ ପଞ୍ଚାୟତକୁ ନେଇ ଗଠିତ। ଏହି ବିଧାନସଭା କ୍ଷେତ୍ର ବାଲେଶ୍ୱର ଜିଲା ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।…
ପ୍ରଥମଥର ସେଲୁନରେ କେଶ କାଟୁଥିଲେ କୁନିପୁଅ, ଏମିତି ପ୍ରତିକ୍ରିୟା ଦେଲେ ଯେ, ଭିଡିଓ ଦେଖିଲେ ହସିହସି ଗଡ଼ିବେ…
ଛୋଟ ପିଲାମାନଙ୍କର କେଶ କାଟିବା ସେଲୁନବାଲାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ଏହାର କାରଣ ହେଉଛି ପିଲାମାନେ ପ୍ରାୟତଃ ମୁଣ୍ଡ ଏପଟ ସେପଟ କରନ୍ତି। ଫଳରେ କଇଁଚିରେ କଟିଯିବାର ଭୟ ରହିଥାଏ। ଆଉ ବେଳେବେଳେ ପିଲାମାନଙ୍କୁ କେଶ କାଟିବା ସମୟରେ…
ଶିମିଳିପାଳ ପାଦଦେଶରେ ଅଫିମଚାଷ
ବାରିପଦା, ୨୫ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଚାଲିଥିଲା ଅଫିମ ଚାଷ। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶନିବାର ଚଢାଉ କରି ଦୁଇଟି ସ୍ଥାନରେ ହୋଇଥିବା ୧୩ହଜାର ଅଫିମ ଗଛକୁ ପୋଡି ନଷ୍ଟ କରିଛନ୍ତି। ଯାହାର…
ବସ୍ଷ୍ଟାଣ୍ଡ ଭିତରକୁ ଯାଉନି ଘରୋଇ ବସ୍, ଯାତ୍ରୀ ହନ୍ତସନ୍ତ
ନୂଆପଡ଼ା,୨୫।୨(ମକାରୁ ବେମାଲ)ନୂଆପଡା ସଦର ମହକୁମାଠାରେ ନୂତନ ଭାବେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ଗତ ୧୫ ତାରିଖରେ ଉଦଘାଟିତ ହୋଇଯାଇଛି। ସରକାର ୯ କୋଟି ୭୨ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନାହିଁ।…
କଂଗ୍ରେସ ସ୍ବାଗତକଲା, ଭାଜପାର ଭର୍ତ୍ସନା
ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)ରାଜ୍ୟ ସରକାର ଶନିବାର ୩୪ଟି ନୂଆ ଏନ୍ଏସି ଘୋଷଣା କରିଛନ୍ତି। ଏଥିରେ ବରଗଡ଼ ଜିଲାର ଅତାବିରା ନିର୍ବାଚନ ମଣ୍ଡଳୀର ଭେଡ଼େନ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ରହିଛି। ଏନ୍ଏସି ଘୋଷଣା ପରେ ଉଭୟ ଅତାବିରା ଏବଂ ପାଇକମାଳ ଅଞ୍ଚଳର…
Archives


