Home Left

ବିଜେଡି-ଭାଜପା ଅସନ୍ତୁଷ୍ଟ ନେତାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ

ଭୁବନେଶ୍ୱର, ୧୧।୩:(ସୁନିତ୍‌ ମିଶ୍ର) ୨୦୨୪ ନିର୍ବାଚନ ତାରିଖ କୌଣସି ସମୟରେ ଘୋଷଣା ହୋଇଯାଇପାରେ। ଏହା ପୂର୍ବରୁ ସବୁ ଦଳ ବର୍ତ୍ତମାନ ଉଭୟ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ହୋଇଗଲେଣି। ବିଜେଡି-ଭାଜପା ମେଣ୍ଟ ହେବାକୁ…

ଧାରଣାରେ ବସି ଆଳୁ ବିକିଲେ ପୂର୍ବତନ ଟାଏକୋଣ୍ଡୋ ଖେଳାଳି

ଭୁବନେଶ୍ୱର,୧୦ା୩(ସରୋଜ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନ ମିଳିବା କାରଣରୁ ଧାରଣାରେ ବସି ପ୍ରତିବାଦ କରିଛନ୍ତି ପୂର୍ବତନ ଟାଏକୋଣ୍ଡୋ ଖେଳାଳି ଡ. ଅର୍ଚ୍ଚନା କାନୁନ୍‌ଗୋ। ୨୦୦୦ରେ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ବିଜୟୀ ହୋଇଥିବା ଅର୍ଚ୍ଚନା ସମାନ ବର୍ଷରେ ଜାତୀୟସ୍ତରରେ ଚତୁର୍ଥ…

ଆସୁଛି ନିର୍ବାଚନ: ବଢିଲା ହେଲିକପ୍ଟର ଚାହିଦା, ଘଣ୍ଟାପ୍ରତି ଭଡ଼ା ଏତିକି ଟଙ୍କା

ନୂଆଦିଲ୍ଲୀ,୧୦।୩: ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସ୍ଥିତିରେ ଘରୋଇ ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଚାହିଦା ମଧ୍ୟ ବଢିବ ବୋଲି ଆଶା କରାଯାଉଛି। ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଚଳିତ…

ଫୁଲପୁର ଆସନରୁ ଲୋକ ସଭା ନିର୍ବାଚନ ଲଢି ପାରନ୍ତି ପଲ୍ଲବୀ ପଟେଲ!

ନୂଆଦିଲ୍ଲୀ,୧୦।୩: ପ୍ରୟାଗରାଜରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏକ ବିରାଟ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରି ଅପନା ଦଲ କମେରାୱାଡି ନେତା ତଥା ସମାଜବାଦୀ ପାର୍ଟିର ବିଧାୟକ ପଲ୍ଲବୀ ପଟେଲ ଫୁଲପୁର ଲୋକ ସଭା ଆସନରେ ନିଜର ଦାବି ରଖିଛନ୍ତି। ଆଶା…

ଦେଶର ବାଣିଜ୍ୟ ବୁଝାମଣାରେ ଏକ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୩:ଭାରତ ଏବଂ ଇଏଫ୍‌ଟିଏ(ୟୁରୋପିଆନ୍‌ ଫ୍ରି ଟ୍ରେଡ୍‌ ଆସୋସିଏଶନ) ମଧ୍ୟରେ ରବିବାର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦେଶର ବାଣିଜ୍ୟ ବୁଝାମଣାରେ ଏହା ଏକ ବଡ଼ ସଫଳତା। ୪ ୟୁରୋପୀୟ ରାଷ୍ଟ୍ର ଗୋଷ୍ଠୀ ଇଏଫ୍‌ଟିଏ ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି…

ଘାଟିରେ ଓଲଟିଲା ପିକ୍‌ଅପ୍‌: ୪୦ ଆହତ

ଦିଗପହଣ୍ଡି,୧୦ା୩(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଶକ୍ତିପୀଠରୁ ଫେରୁଥିବା ଏକ ପିକ୍‌ଅପ୍‌ ରବିବାର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ଜଣ ଆହତ ହୋଇଛନ୍ତି। ଦିପଗହଣ୍ଡି ଦମକଳ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ: ଜାତୀୟ ରାଜପଥ ଅବରୋଧ

ଗୋପାଳପୁର,୧୦/୦୩(ନବୀନ ରାଜ ଆଚାରୀ):୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ କନିଷି ଗ୍ରାମ ଛକଠାରେ ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଯୁବକ ଜଣକ ହେଲେ ଦୁମୀଦୁମୀ ଗ୍ରାମ ଚିଣ୍ଟୁ ବାବୁ ବୋଲି ସୂଚନା ମିଳିଛି…

୪୦ ଫୁଟ ଗଭୀର ବୋରଓ୍ବେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ, ୧୦।୩: ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରଓ୍ବେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ…

ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ବନ୍ୟା: ୧୯ ମୃତ

ଜାକର୍ତ୍ତା, ୧୦।୩: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର ସେଲାତନ୍‌ ରେଜେନ୍ସିଠାରେ ଗତ କିଛି ଦିନ ଧରି ଲଗାତର ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ରବିବାର ସୁଦ୍ଧା ୧୯ ଜଣବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ…

ପ୍ୟାରିସ ଅଲିମ୍ପିକ ରେସ୍‌ରୁ ବାଦ୍‌ ପଡିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ,୧୦।୩: ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଏବଂ ରବି ଦାହିଆ ବାଦ୍‌ ପଡିଛନ୍ତି। ଉଭୟ ଜାତୀୟ ଦଳ ଚୟନ କୁସ୍ତି ଟ୍ରାଏଲ୍ସରେ ହାରିଯାଇଛନ୍ତି। ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ର ସଭାପତି ବ୍ରିଜ…

ଗୋଟିଏ ରାତିରେ ୫୭ ଚାରିଚାକିଆ ,୭ ଦୁଇ ଚକିଆ ଯାନ ଜବତ

ଭୁବନେଶ୍ୱର,୧୦।୩ (ସୂର୍ଯ୍ୟକାନ୍ତ ବେହେରା) : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶର ସହରାଞ୍ଚଳ ପୋଲିସ ଜିଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।…

ଡିଏମକେକୁ ନୂଆ ନାମ ଦେଲା ଭାଜପା

ନୂଆଦିଲ୍ଲୀ,୧୦।୩: ୨୦୦୦କୋଟି ଟଙ୍କା ମୂଲ୍ୟର ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସ ପୂର୍ବତନ ଦ୍ରାବିଡା ମୁନ୍ନେତ୍ରା କଷଗାମ (ଡିଏମକେ) ର ପୂର୍ବତନ ଅଧିକାରୀ ଜାଫର ସାଦିକଙ୍କୁ ଗିରଫ କରିଛି। ଜାଫର ଜଣେ ତାମିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri