Home Left

ଉତ୍ତର ପ୍ରଦେଶର ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଲଢିବେ ଲୋକ ସଭା ନିର୍ବାଚନ!

ଲକ୍ଷ୍ନୌ,୧୦।୩: ଲୋକ ସଭାର ମହାନଗର ଆସନରେ ଭାଜପା ଏଥର କାହାକୁ ମଇଦାନକୁ ଓହ୍ଲାଇବ ସେନେଇ ରାଜ୍ୟ ୟୁନିଟ ଦ୍ୱାରା ମନ୍ଥନ କାର୍ଯ୍ୟ ଶେଷ ହୋଇଛି, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ତାଲିକାକୁ ସବୁଜ ସଙ୍କେତ ଦିଆଯିବ। ଏହା ଆହୁରି…

ସମ୍ବିଧାନକୁ ନଷ୍ଟ କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ

ନୂଆଦିଲ୍ଲୀ,୧୦।୩: କର୍ନାଟକ ଭାଜପା ଏମ୍‌ପି ଅନନ୍ତ କୁମାର ହେଗଡେଙ୍କ ଏକ ବୟାନକୁ ନେଇ ନୂଆ ବିବାଦ ଉପୁଜିଛି। ସେ ସମ୍ବିଧାନର ଅଧିକାଂଶ ଅଂଶ ପୁନଃଲିଖନ କରିବାର ଆବଶ୍ୟକତା ଥିବା କହିଥିଲେ। ଏହାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା ଦଳର ଏମ୍‌ପି…

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ମିଳିଗଲା ନୂଆ ମାଲିଙ୍ଗା

ନୂଆଦିଲ୍ଲୀ,୧୦।୩: ଆଇପିଏଲ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର ଆସିଛି। ତାଙ୍କ ଦଳର ଦ୍ରୁତ ବୋଲର ନୂଆନ୍‌ ଥୁସାରା ଚମତ୍କାର ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ସିରିଜର ଗୁରୁତ୍ୱପୂର୍ଣ୍ଣ ତୃତୀୟ…

ସେକ୍ସ ର଼୍ୟାକେଟରେ ଧରାପଡ଼ିଲେ ରାଣୀ ମହୁମାଛି, ଦୁଇ ଗ୍ରାହକଙ୍କ ସହ କୋର୍ଟ ଚାଲାଣ

ଗୋପାଳପୁର,୧୦ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧିନସ୍ଥ ହଳଦିଆପଦର ରାଳବ ରାସ୍ତାରେ ପୋଲିସ ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ରାଣୀ ମହୁମାଛି ସହିତ ଦୁଇ ଗ୍ରାହକ ପୋଲିସ କାବୁ କରିବା ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଛି।…

ମିସ୍‌ ଓ୍ବାର୍ଲଡ ନ ମିଳିବାରୁ ବହୁତ କାନ୍ଦିଲେ ସିନି ଶେଟ୍ଟୀ

ନୂଆଦିଲ୍ଲୀ: ମାର୍ଚ୍ଚ ୯ ରେ, ମିସ ୱାଲର୍‌ଡ ୨୦୨୪ ଏହାର ବିଜେତା ପାଇଛି । ଚଳିତ ବର୍ଷ ଚେକ ରିପବ୍ଲିକର ଖ୍ରୀଷ୍ଟିନା ପିସ୍ଜକୋଭାଙ୍କ ମୁଣ୍ଡରେ ବିଜୟର ମୁକୁଟ ସଜାଯାଇଛି। ଲେବାନନର ୟସ୍ମିନା ପ୍ରଥମ ରନର୍‌ ଅପ ହୋଇଛନ୍ତି। ଚଳିତ ବର୍ଷ ଭାରତକୁ…

୨ ଖେଳାଳିଙ୍କ ଭାଗ୍ୟ ଖୋଲିଦେଲା ବିସିସିଆଇର ଘୋଷଣା: ଇଂଲଣ୍ଡ ବିପକ୍ଷରେ ନ ଖେଳି ବି ହେଲେ କୋଟିପତି

ନୂଆଦିଲ୍ଲୀ,୧୦।୩: ବିସିସିଆଇ ଶନିବାର ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଟିମ୍‌ ଇଣ୍ଡିଆ ଧର୍ମଶାଳା ଟେଷ୍ଟରେ ବିଜେତା ହେବାର କିଛି ସମୟ ପରେ ବିସିସିଆଇ ସଚିବ ଜୟ ଶାହା ଟେଷ୍ଟ କ୍ରିକେଟରେ ଇନସେଣ୍ଟିଭ ସ୍କିମ ଆସୁଥିବା ଜଣାଇଥିଲେ। ଟେଷ୍ଟ କ୍ରିକେଟକୁ…

Miss World 2024: ନୀତା ଅମ୍ବାନୀଙ୍କୁ ମିଳିଲା ହ୍ୟୁମାନେଟେରିଆନ ଆଓ୍ବାର୍ଡ, ପ୍ରଶଂସା କଲେ ପ୍ରିୟଙ୍କା

ମୁମ୍ବାଇ: ମାର୍ଚ୍ଚ ୯ ଶନିବାର ୭୧ତମ ମିସ୍‌ ଓ୍ବାଲର୍‌ଡ ବିଜେତା ଘୋଷିତ ହୋଇଛି। ଏଥର ଏହି ଟାଇଟଲ ଚେକ୍‌ ରିପବ୍ଲିକର କ୍ରିଷ୍ଟ୍ରିନା ପିସ୍‌କୋଭାଙ୍କ ନିକଟକୁ ଯାଇଛି। ଯେତେବେଳେ କି ଲେବାନନର ୟସ୍ମିନା ପ୍ରଥମ ରନର୍ସଅପ୍‌ ହୋଇଥିଲେ। ୨୮ ବର୍ଷ ପରେ ଜିଓ…

ଜମାଟୋରେ ଖାଇବା ଅର୍ଡର କରି ଏମିତି ରିକ୍ୱେଷ୍ଟ କଲେ ବ୍ୟକ୍ତି, ଭାଇରାଲ ହେଉଛି ବିଲ୍‌

ନୂଆଦିଲ୍ଲୀ: ଯେତେବେଳେ ଆମେ ଜମାଟୋ କିମ୍ବା ସ୍ବିଗିରୁ ଅନଲାଇନ ଖାଇବା ଅର୍ଡର କରୁ, ଏଥିରେ ଏକ କ୍ଯଯମର ନୋଟସ୍‌ ଅପସନ୍‌ ଅଛି, ଯେଉଁଥିରେ ଆପଣ ଖାଦ୍ୟ କିମ୍ବା ବିତରଣ ବିଷୟରେ କୌଣସି ନିର୍ଦ୍ଦେଶ ଦେଇପାରିବେ । କେତେକ ଲୋକ ଖାଦ୍ୟରେ ପିଆଜ…

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ବିନା ବର୍ଷାରେ ପଡ଼ିଆରେ ବର୍ଷିଲା ପାଣି, ଆଉ ତା’ପରେ….

ନୂଆଦିଲ୍ଲୀ,୧୦।୩: ଆଜିକାଲି ମହିଳା ପ୍ରିମିୟର ଲିଗ ୨୦୨୪ ଚାଲିଛି। ଏହି ଲିଗରେ ଏପର୍ଯ୍ୟନ୍ତ ଅନେକ ରୋମାଞ୍ଚକର ମ୍ୟାଚ ଖେଳାଯାଇଛି। ସିଜିନର ୧୬ତମ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜିଆଣ୍ଟସ ମୁହାଁମୁହିଁ ହୋଇଥିଲେ।…

‘ମୋଦିଙ୍କ ନାମ ଜପିଲେ ଦିଅନ୍ତୁ ନାହିଁ ରାତିର ଖାଇବା’, କେଜରିଓ୍ବାଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୦।୩: ଭୋଟ ପାଇଁ ଭାବପ୍ରବଣତା ପ୍ରସଙ୍ଗରେ କୌଣସି ଦଳ ପଛରେ ନାହାଁନ୍ତି। ବର୍ତ୍ତମାନ ଧର୍ମ, ଅଞ୍ଚଳ, ଜାତି ଏବଂ ଶ୍ରେଣୀ ପରି ବିଭାଜନ ବୃଦ୍ଧି ତଥା ଭୋଟ ନାମରେ ଭାବନାକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ ବର୍ତ୍ତମାନ ଦିଲ୍ଲୀ…

ଅଭୟାରଣ୍ୟରେ ହାତୀ ଶାବକଙ୍କର ମୃତ୍ୟୁ

ହାଟଡିହୀ,୧୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମଶାଘାଟି ନିକଟରେ ୫ -୬ ବର୍ଷର ଏକ ଅଣ୍ଡିରା ହାତୀଛୁଆର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିଲେ।…

ଆଡଲ୍ଟ ଷ୍ଟାର ସୋଫିଆ ଲିଓନଙ୍କ ୨୬ ବର୍ଷ ବୟସରେ ପରଲୋକ

ଓ୍ବାଶିଂଟନ,୧୦।୩: ଆଡଲ୍ଟ ମୁଭି ଷ୍ଟାର ସୋଫିଆ ଲିଓନଙ୍କର ପରଲୋକ ହୋଇଛି। ସୋଫିଆ ମାତ୍ର ୨୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବାସଭବନରେ ସେ ଚେତାଶୂନ୍ୟ ହୋଇପଡିଥିଲେ।ଏହାପରେ ତାଙ୍କର ମୃତ୍ୟୁ ଖବର ମିଳିଛି। ସାବତ ପିତା ମାଇକ ରୋମେରୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri