ମହିଳାଙ୍କୁ ପଥରରେ ଛେଚି ହତ୍ୟା କରି ଫିଙ୍ଗିଦେଲେ
ବାରଙ୍ଗ,୧୧ା୩: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଗୋଡ଼ିସାହି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ପଥରରେ ଛେଚି କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୃତଦେହ ନିକଟରୁ କାଠଫାଳିଆ ଏବଂ ପଥର ଜବତ ହୋଇଛି। ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ…
ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟ୍କା: ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ…
ନୂଆଦିଲ୍ଲୀ,୧୧।୩:ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ନିକଟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୪-୧ରେ ପରାସ୍ତ କରିଛି। ବର୍ତ୍ତମାନ ଭାରତୀୟ ଖେଳାଳିମାନେ ଆଇପିଏଲ ୨୦୨୪ ପାଇଁ ଫିଲ୍ଡ ନେବେ। କିନ୍ତୁ ଟୁର୍ନାମେଣ୍ଟ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ…
ମାତ୍ର ୫ ଟଙ୍କା ବକେୟା ନାଁରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ
ରାୟଗଡ଼ା,୧୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଉପଭୋକ୍ତାଙ୍କ ବିନା କୌଣସି ବକେୟାରେ ଟାଟା ପାୱାର ମନଇଚ୍ଛା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରୁଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାହକ ସେବା କେନ୍ଦ୍ରକୁ ପଚାରିଲେ ୫ ଟଙ୍କା ୮୬ ପଇସା…
ଛାଡ଼ପତ୍ର ପରେ ଲୋକ ସଭା ନିର୍ବାଚନରେ ମୁହାଁମୁହିଁ ପୂର୍ବତନ ଦମ୍ପତି
ନୂଆଦିଲ୍ଲୀ,୧୧ା୩: ହେବାକୁ ଥିବା ଲୋକସଭା ନିର୍ବାଚନରେ ଛାଡପତ୍ର ଦେଇଥିବା ଦମ୍ପତି ମୁହାଁମୁହିଁ ହେବେ। ରବିବାର ତୃଣମୂଳ କଂଗ୍ରେସ(ଟିଏମସି) ପ୍ରାର୍ଥୀ ଘୋଷଣା ପରେ ଏହି ସମୀକରଣ ସୃଷ୍ଟି ହୋଇଛି। ସୁଜତା ମଣ୍ଡଳ ଟିଏମସି ଟିକେଟ୍ରୁ ତାଙ୍କ ପୂର୍ବତନ ସ୍ୱାମୀ ସୋମିତ୍ର ଖାନ ଭାଜପା…
ସ୍ମାର୍ଟ କ୍ଲାସ୍ ନାହିଁ: ନିଟ୍, ଓଜେଇରୁ ବଞ୍ଚିତ ଛାତ୍ରୀଛାତ୍ର
ସୁନାବେଡା/ସେମିଳିଗୁଡା,୧୧ା୩ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ୫-ଟି ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର କେତେକ କଲେଜର ଭିତ୍ତିଭୂମି ଥାଇ ସୁଦ୍ଧା ଛାତ୍ରୀଛାତ୍ରମାନେ ଉନ୍ନତ ଶିକ୍ଷା ପ୍ରଣାଳୀରୁ ଲାଭ ପାଇପାରୁନାହାନ୍ତି। ଏପରି ଅଭିଯୋଗ ଆଣିଛନ୍ତି…
ପିପିଲି ବିଡିଓଙ୍କ ଅଫିସ୍ ଆକାଉଣ୍ଟରୁ ୩.୭୦ କୋଟି ହଡ଼ପ ମାମଲା: ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଷଡ଼ଯନ୍ତ୍ରକାରୀ ଗିରଫ
ଭୁବନେଶ୍ୱର,୧୧।୩(ସତ୍ୟଜିତ୍ ରାଉତ): ଚଞ୍ଚକତା କରି ୩୫ଟି ମୁଦ୍ରାଋଣ ଉଠାଇ ନେଲେ। ଏହାକୁ ଶୁଝିବାକୁ ପୁରୀ ଜିଲା ପିପିଲି ବିଡିଓ ଅଫିସ୍ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କା ହଡ଼ପ କଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ…
ପ୍ରତିଯୋଗୀରୁ ପ୍ରତିଷ୍ଠିତ ବ୍ୟବସାୟୀ: କୋଟନୀ ତିରୁମଲ କୁମାର
ବ୍ରହ୍ମପୁର ବଡ଼ ବଜାରରେ ଏକ ବ୍ୟବସାୟିକ ପରିବାରରେ ଜନ୍ମହୋଇ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ପିଲାଟିବେଳୁ ଆଶା ବାନ୍ଧିଥିଲେ। ମେଧାବୀ ଓ ଉଚ୍ଚାକାଂକ୍ଷୀ ଥିବା ତିରୁମଲ ସମୟକ୍ରମେ ବିଜ୍ଞାନ ଏବଂ ଆଇନରେ ଉଚ୍ଚଶିକ୍ଷା ଶେଷ କରିଥିଲେ। କିନ୍ତୁ…
ବାଜିରେ ଲାଗିଛି ଶ୍ରମିକଙ୍କ ଜୀବନ
ଯାଜପୁରରୋଡ୍,୧୧ା୩(ପବିତ୍ର ରଞ୍ଜନ ମହାନ୍ତି): ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଲାଇନର ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ଏଠାରେ ଏକ ରେଳ ଓଭର ବ୍ରିଜ(ଆର୍ଓବି) ଏବଂ ଗଳିପୋଲ(ଅଣ୍ଡରପାସ) ନିର୍ମାଣ ଆରମ୍ଭ ହୋଇଛି। ଏଥିସହିତ ରେଳଲାଇନ ଦୋହରୀକରଣ କରାଯାଉଛି।…
କଳା ବାଘ ସଫାରିକୁ ନେଇ ଆଶଙ୍କା
ଭୁବନେଶ୍ୱର,୧୧।୩(ଅସମାପିକା ସାହୁ): ଚିଡ଼ିଆଖାନାରେ ଜନ୍ମିତ ବାଘଙ୍କୁ ନେଇ କୌଣସି ସଫାରି କରାଯାଇପାରିବ ନାହିଁ। ଯେଉଁ ଲ୍ୟାଣ୍ଡସ୍କେପ୍ରେ ସଫାରି ତିଆରି ହେବ ସେହି ଲ୍ୟାଣ୍ଡସ୍କେପ୍ ବା ସ୍ଥାନୀୟ ଜଙ୍ଗଲରେ ରହୁଥିବା ବାଘଙ୍କୁ ଆଣି ସଫାରୀରେ ରଖାଯାଇପାରିବ। ଗତ ୬ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର…
ଟୟୋଟା ହିଲିକ୍ସର ଦୁଃସାହସିକ ଡ୍ରାଇଭିଂ
ଭୁବନେଶ୍ୱର, ୧୧।୩: (ଅଭୟ ଦାଶ) ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇଣ୍ଡିଆ’ ର ବହୁ ପ୍ରତୀକ୍ଷିତ ତଥା ବ୍ରାଣ୍ଡ୍ର ପ୍ରମୁଖ ମଡେଲ ଟୟୋଟା ହିଲିକ୍ସ’ର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀ ସର୍ବଭାରତୀୟସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏକ…
ଏସ୍ବିଆଇ ପକ୍ଷରୁ ସିଲେଇ ମେସିନ ବଣ୍ଟନ
ଭୁବନେଶ୍ୱର, ୧୧।୩:(ଅନୁରାଧା ମହାରଣା) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଭୁବନେଶ୍ୱର ମଣ୍ଡଳର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ଓ ସମସ୍ତ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଇଁ…
ଆଜି ବିଜେଡି-ଭାଜପା ସମ୍ପର୍କ ନେଇ କଂଗ୍ରେସର ଅନ୍ନପ୍ରାଶନ ଉତ୍ସବ
ଭୁବନେଶ୍ୱର, ୧୧।୩:(ସୁନିତ୍ ମିଶ୍ର) ଭାଜପା ଓ ବିଜେଡି ମଧ୍ୟରେ ମିଛ ବାହାଘର କରିଥିବା କଂଗ୍ରେସ ପୁଣିଥରେ ଉଭୟଙ୍କ ସମ୍ପର୍କକୁ ନେଇ ଅନ୍ନପ୍ରାଶନ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର କଂଗ୍ରେସ ଭବନ ପରିସରରେ ହିନ୍ଦୁ ରୀତିନୀତିରେ ଏହି ଅନ୍ନପ୍ରାଶନ କାର୍ଯ୍ୟକ୍ରମ ହେବ।…
Archives


