୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ
ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ ପିଲାଙ୍କ ସେବା ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ୍ ସ୍କୁଲଗୁଡ଼ିକରେ ତାଲା…
ସବୁଜ ଚିହ୍ନରୁ ଜୀବସତ୍ତା ଆଶା
ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା ଓ ବିରଳ ‘ଲିଓପାର୍ଡ ସ୍ପଟ୍ସ’ ଉପରେ ଅନୁଧ୍ୟାନ ପରେ ରୋଭର ମଙ୍ଗଳର ଦକ୍ଷିଣ…
ଟିପିସିଓଡିଏଲ୍ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଭୁବନେଶ୍ୱର,୨୯।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍(ଟିପିସିଓଡିଏଲ୍) ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ‘ଦେଶର ସମୃଦ୍ଧି ପାଇଁ ସଚ୍ଚୋଟତାର…
ସକ୍ଷମ ମାଧ୍ୟମରେ ସାମର୍ଥ୍ୟର ପ୍ରମାଣ
ଭୁବନେଶ୍ୱର,୨୯।୧୦: ବେଦାନ୍ତ ଆଲୁମିନିୟମର ଫ୍ଲାଗଶିପ୍ କାର୍ଯ୍ୟକ୍ରମ ତଥା ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ‘ସକ୍ଷମ’ ମାଧ୍ୟମରେ ଆଶାୟୀ ଛାତ୍ରୀଛାତ୍ରମାନେ ସାମର୍ଥ୍ୟର ପ୍ରମାଣ ଦେଖାଇ ବିଭିନ୍ନ ପ୍ରତିଷ୍ଠିତ ସ୍ଥଂସ୍ଥାରେ ନିୟୋଜିତ ହୋଇଛନ୍ତି। ବିଶେଷକରି ଝାରସୁଗୁଡ଼ା ଜିଲା ସମେତ ପଡ଼ୋଶୀ ଅଞ୍ଚଳର ଆଇଟିଆଇ ସ୍ନାତକମାନଙ୍କୁ…
ତୃଣମୂଳରୁ ଦୁର୍ନୀତି ରୋକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯।୧୦(ସୁନିତ୍ ମିଶ୍ର): ଲୋକସେବା ଭବନ କନ୍ଭେନସନ ହଲ୍ଠାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ…
ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସାମଗ୍ରୀ
ନୂଆଦିଲ୍ଲୀ,୨୯।୧୦: ଚଳିତ ଦୀପାବଳି ଅବସରରେ ସାମ୍ସଙ୍ଗ ଗାଲାକ୍ସି ଏବଂ ପ୍ଲେଷ୍ଟେସନ ଦ୍ୱାରା ପରିଚାଳିତ ଆମାଜନ.ଇନ ଦୀପାବଳି ଷ୍ଟୋର ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ଜିନିଷ ନେଇ ଆସିଛି। ଏପରି କି ଆମାଜନ.ଇନ ଦୀପାବଳି ଷ୍ଟୋରରେ ଗ୍ରାହକ/ଉପଭୋକ୍ତମାନେ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ,…
ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୯।୧୦: ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟ ମଧ୍ୟରେ…
ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ
ମୁମ୍ବାଇ,୨୯।୧୦: ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ ‘ନ୍ୟୁ ହେଲ୍ଥ ସେବା ପ୍ଲାନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ଏହି ନୂତନ ଅଭିଯାନ ବା ଯୋଜନା ଜରିଆରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ…
‘ଏସ୍ବିଆଇଜି ହେଲ୍ଥ ସୁପର ଟପ୍ ଅପ୍’
ନୂଆଦିଲ୍ଲୀ,୨୯।୧୦: ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ମୌଳିକ ସ୍ବାସ୍ଥ୍ୟ ବୀମା ପଲିସି ଉପରେ ଏକ ସୁଲଭ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଥିବା ସ୍ବାସ୍ଥ୍ୟ ବୀମା ଟପ-ଅପ ଯୋଜନା ‘ଏସ୍ବିଆଇଜି ହେଲ୍ଥ ସୁପର ଟପ-ଅପ’ର ଶୁଭାରମ୍ଭ କରାଯାଇଛି। ଏପରି କି କର୍ପୋରେଟ୍ ହେଉ…
ଆଲାଏନ୍ସ ନେଟ୍ୱର୍କ ସହ ଆକ୍ସିସ୍ ବ୍ୟାଙ୍କର ବୁଝାମଣା
ନୂଆଦିଲ୍ଲୀ,୨୯।୧୦: ଆଲାଏନ୍ସ ନେଟ୍ୱର୍କ ଇଣ୍ଡିଆ ଏବଂ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରି କି ଏହି ବୁଝାମଣା ବ୍ୟାଙ୍କର ବ୍ୟାପକ ନେଟ୍ୱର୍କ ଓ ସହଜ କାରବାର ଲାଗି ବିଶେଷତା ଏବଂ ଆଲାଏନ୍ସ ନେଟ୍ୱର୍କର ଅଭିନବ ପ୍ରଯୁକ୍ତି…
ପିଡବ୍ଲ୍ୟୁର ସମ୍ପ୍ରସାରଣ ପ୍ରୋଗ୍ରାମ
ଭୁବନେଶ୍ୱର,୨୯।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ମଲ୍ଟିନ୍ୟାଶନାଲ ଏଡ୍ଟେକ୍ କମ୍ପାନି ଫିଜିକ୍ସ ୱାଲା ବା ପିଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ପ୍ରୋଗ୍ରାମ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୫-୨୬ ଶିକ୍ଷାବର୍ଷରେ ପିଡବ୍ଲ୍ୟୁ ୭୭ଟି ନୂଆ ଅଫ୍ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ନିଂ…
ଶେୟାର ବଜାର କାରବାରରେ ଉତ୍ସାହ
ମୁମ୍ବାଇ,୨୯।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରି କି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇ ପାରିଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍…

