ବିଜେଡିରେ ବଡ଼ ପରିବର୍ତ୍ତନ: ଏବେ ସାମ୍ନାକୁ ଆସି ଭାଜପାକୁ କଡ଼ା ଜବାବ ଦେଉଛନ୍ତି ବଡ଼ ନେତା
ଭୁବନେଶ୍ୱର,୨୭।୬: ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ବିଜେଡି ବଡ଼ ପରିବର୍ତ୍ତନ ଆଣୁଥିବାର ଦେଖିବାକୁ ମିଳୁଛି। ନିର୍ବାଚନ ପୂର୍ବରୁ ବିଜେଡିର ପୂର୍ବତନ ନେତ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ମୁଖପାତ୍ରଙ୍କୁ ସବୁଠି ଦେଖିବାକୁ ମିଳୁଥିଲା। କିନ୍ତୁ ଏଥର ବିଜେଡିରେ…
ସାମ୍ନାକୁ ଆସିଲା ଅନନ୍ତ-ରାଧିକାଙ୍କ ବିବାହ କାର୍ଡ
ମୁମ୍ବାଇ: ଅମ୍ବାନୀ ପରିବାରରେ ସାନ ବୋହୂ ଆସିବାକୁ ଯାଉଛନ୍ତି। ହଁ, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବାକୁ ଯାଉଛନ୍ତି। ଜୁଲାଇ ୧୨ରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ। ବିବାହ ପ୍ରସ୍ତୁତି ଜୋରସୋରରେ…
କୋରାପୁଟରେ ହେବ ଫୁଡ଼ ପାର୍କ: ମନ୍ତ୍ରୀ
କୋରାପୁଟ,୨୭ା୬( ଅମିତାଭ ବେହେରା): କୋରାପୁଟ ଗସ୍ତରେ ଗୁରୁବାର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତ। ସଦ୍ଭାବନା ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ…
ମଞ୍ଚ ଉପରେ ପଡିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ
କାନପୁର,୨୭।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରର ମନ୍ତ୍ରୀ ସଞ୍ଜୟ ନିଶାଦ ଆଜି ତାଙ୍କ ସ୍ତ୍ରୀଙ୍କ ସହିତ ନିଶାଦ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କାନପୁରରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀଙ୍କ ସ୍ତ୍ରୀ ମାଳତି ନିଶାଦ ମଧ୍ୟ ଉପସ୍ଥିତ ଥିଲେ।…
କବିତା ଶୁଣାଇଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୭।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ନୂତନ ସରକାରଙ୍କ ଶପଥ ଗ୍ରହଣ ପରଠାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ବେଳେବେଳେ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ରରେ ମୋଦି ସରକାରଙ୍କୁ ସମ୍ବିଧାନର ସୁରକ୍ଷା, NEET ପେପର ଲିକ ଏବଂ ବେଳେବେଳେ ମୁଦ୍ରାସ୍ଫୀତି ଉପରେ…
ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଲା ଭାରତ
ଜର୍ଜଟାଉନ,୨୬ା୬: ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ, ଗୁଏନାରେ ଗୁରୁବାର ଖେଳାଯାଉଥିବା ଟି୨୦ କ୍ରିକେଟ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷେ ଭାରତ ସେମିଫାଇନାଲରେ…
ପଦ ଛାଡନ୍ତୁ ସିଦ୍ଧରମୈୟା, ଶାସନ ଭାର ନିଅନ୍ତୁ ଶିବ କୁମାର: ମହନ୍ତଙ୍କ ଅପିଲ
ବେଙ୍ଗାଲୁରୁ,୨୭।୬: ଶାସକ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭୋକାଲିଗା ସମ୍ପ୍ରଦାୟର ଜଣେ ମହନ୍ତ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଇସ୍ତଫା ଦେବା ଏବଂ ଉପ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି। ମହନ୍ତଙ୍କ ଏହି…
ବଡ଼ ପ୍ଲାନ୍ ପ୍ରସ୍ତୁତ କରିଛି ଇଣ୍ଡିଆ: NEET ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ମୋଦି ସରକାରଙ୍କୁ ଘେରିବ
ନୂଆଦିଲ୍ଲୀ,୨୭।୬: ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ବିରୋଧୀ ସଂସଦର ଉଭୟ ଗୃହରେ ଏକ ସ୍ବତନ୍ତ୍ର ଆଲୋଚନା ଚାହୁଁଛି। ଯାହାକୁ ନେଇ ବିରୋଧୀ ଦଳ ଇଣ୍ଡିଆ ଗଠବନ୍ଧନ ଗୁରୁବାର କହିଛି, ଶୁକ୍ରବାର ସଂସଦର…
ଜନସେବା କେନ୍ଦ୍ର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ: ଉତ୍ତ୍ୟକ୍ତ ହୋଇ ପୋଡ଼ି ଦେଲେ ଦୋକାନ, ବାଇକ୍
ହାଟଡିହୀ,୨୭l୬(ଶୁଭକାନ୍ତ ନାୟକ): ସାମାନ୍ୟ କଥାକୁ କେନ୍ଦ୍ର କରି ହାଟଡିହୀ ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ କେତେକ ଲୋକ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ଜନସେବା କେନ୍ଦ୍ର ମାଲିକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…
କଂଗ୍ରେସର ଅଭିଯୋଗ, ମୋଦିଙ୍କୁ ୭୩ ଥର ଦେଖାଯାଇଥିବା ବେଳେ ରାହୁଲଙ୍କୁ ଦେଖାଯାଇଛି ମାତ୍ର ୬ ଥର
ନୂଆଦିଲ୍ଲୀ,୨୭।୬: ଗୁରୁବାର ସଂସଦର ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ ଦେଇଛନ୍ତି। ଏହି ସମୟରେ, ସେ ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଏବଂ ଏକ ଅନ୍ଧକାର ଅଧ୍ୟାୟ ବୋଲି ବର୍ଣ୍ଣନା…
ବିହାରରେ ବଦଳିବ ମୁଖ୍ୟମନ୍ତ୍ରୀ! ଭାଜପା ନେତାଙ୍କ ବୟାନକୁ ନେଇ ବଢିଲା ନୀତୀଶଙ୍କ ଟେନସନ୍, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୨୭।୬: ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ପରେ ମଧ୍ୟ ରାଜନୀତି ଚର୍ଚ୍ଚା ଶେଷ ହୋନାହିଁ। ଗୋଟିଏ ପଟେ ଇଣ୍ଡିଆ ସହଯୋଗୀ ଦଳର ନେତାଙ୍କ ପକ୍ଷରୁ କ୍ଷମତା ବଦଳାଇବା ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷରେ ଭାଜପା ଗଠବନ୍ଧନ ମଧ୍ୟରେ…
ସଂସଦରେ ହଟ୍ଟଗୋଳ, ହେଲେ ବାହାରେ ଭାଜପା-କଂଗ୍ରେସ ନେତାଙ୍କ ବନ୍ଧୁତ୍ୱ
ନୂଆଦିଲ୍ଲୀ,୨୭।୬: ଲୋକ ସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଅନେକ ଅଭିଯୋଗ ହୋଇଥିଲା। ସଂସଦର ଅଧିବେଶନ ସମୟରେ ମଧ୍ୟ ଉଭୟ ଦଳର ଏମପିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ଯେତେବେଳେ କଂଗ୍ରେସ ଓ ଭାଜପାର ନେତାମାନେ ସଂସଦ…
Archives


