ନୂଆଦିଲ୍ଲୀ,୨୯।୧୦: ଚଳିତ ଦୀପାବଳି ଅବସରରେ ସାମ୍ସଙ୍ଗ ଗାଲାକ୍ସି ଏବଂ ପ୍ଲେଷ୍ଟେସନ ଦ୍ୱାରା ପରିଚାଳିତ ଆମାଜନ.ଇନ ଦୀପାବଳି ଷ୍ଟୋର ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ଜିନିଷ ନେଇ ଆସିଛି। ଏପରି କି ଆମାଜନ.ଇନ ଦୀପାବଳି ଷ୍ଟୋରରେ ଗ୍ରାହକ/ଉପଭୋକ୍ତମାନେ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍ଏସ୍ବିସି ବ୍ୟାଙ୍କର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ କାରବାର ଏବଂ କ୍ରେଡିଟ୍ କାର୍ଡ ଇଏମ୍ଆଇ ଉପରେ ୯୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସହିତ ଫେଷ୍ଟିଭ୍-ପାର୍ଟି ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ପାଇବେ। ସେହିଭଳି ଚଳିତ ପାର୍ବଣ ଋତୁକୁ ସ୍ବତନ୍ତ୍ର କରିବା ପାଇଁ ପ୍ଲାଟଫର୍ମ ଦ୍ୱାରା ଡିଜାଇନ କରାଯାଇଥିବା ଅଫର ସହିତ ୧୦, ୦୦୦ଟଙ୍କାରୁ ଅଧିକ କ୍ରୟ କଲେ ଚୟନିତ ଗୃହ ଏବଂ ରୋଷେଇ ଉପକରଣ ଉପରେ ୧୦୦୦ ଟଙ୍କାର ଆକର୍ଷଣୀୟ ରିହାତି ମିଳିବ। ଏପରି କି ଉପଭୋକ୍ତଙ୍କ ଘରକୁ ସୁନ୍ଦର କରିବା ସହିତ ସର୍ବନିମ୍ନ ୧୫୦୦ ଟଙ୍କା ବ୍ୟୟରେ ଘର, ରୋଷେଇ ଘର ଏବଂ ବାହାର ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୩୦୦ ଟଙ୍କାର ସ୍ବତନ୍ତ୍ର ରିହାତି ଯୋଗାଇ ଦିଆଯାଉଛି। ଏପରି କି ଅଗ୍ରଣୀ ଫ୍ୟାଶନ ଏବଂ ସୌନ୍ଦର୍ଯ୍ୟ ବ୍ରାଣ୍ଡ ଉପରେ ୮୦% ପର୍ଯ୍ୟନ୍ତ ସଞ୍ଚୟ କରିବା ସହିତ ଏଥିନିକ୍ ପୋଷାକ, ଘଣ୍ଟା ଏବଂ ସ୍ମାର୍ଟୱାଚ୍ ଉପରେ ସ୍ବତନ୍ତ୍ର ଡିଲ୍ ଉପଲବ୍ଧ ରହିଥିଲାବେଳେ ପ୍ରତ୍ୟେକ ସ୍ମରଣୀୟ ମୁହୂର୍ତ୍ତକୁ ପ୍ରିମିୟମ୍ ସ୍ମାର୍ଟଫୋନ୍ ଏବଂ ଇଏମ୍ଆଇ ଉପରେ ମାସିକ ୯୯୯ ଟଙ୍କାରୁ ଆରମ୍ଭ କରି ୪୦% ପର୍ଯ୍ୟନ୍ତ ରିହାତି ଲାଭ କରିପାରିବେ। ବିଭିନ୍ନ ଉପକରଣ ଉପରେ ୭୫% ପର୍ଯ୍ୟନ୍ତ ରିହାତି ସହିତ ୧୬,୦୦୦ ଟଙ୍କାର ଅତିରିକ୍ତ ବିନିମୟ ରିହାତି ଏବଂ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ତକତ୍ାଳ ବ୍ୟାଙ୍କ ରିହାତି ସହିତ ଉପଭୋକ୍ତମାନେ ସେମାନଙ୍କ ଘରକୁ ଅପଗ୍ରେଡ୍ କରିପାରିବେ। ସେହିପରି ଏହି ସୁବିଧା ପ୍ରଦାନ କରିବା ପାଇଁ ଆମାଜନ.ଇନ ସାମ୍ସଙ୍ଗ ଗାଲାକ୍ସି, ସୋନି ପ୍ଲେଷ୍ଟେସନ, ୱାନପ୍ଲସ୍, ଆଇକ୍ୟୁଓଓ, ଜେବିଏଲ୍, ବୋଟ୍, ସୋନି, ଏଲଜି, ଟାଟା ସମ୍ପନ ଏବଂ ଟାଇଟାନ୍ ଭଳି ଶୀର୍ଷ ବ୍ରାଣ୍ଡରୁ ଦୀପାବଳି ପାର୍ଟି ଅତ୍ୟାବଶ୍ୟକ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି; ଯାହା ଗ୍ରାହକଙ୍କ ଉତ୍ସବ ଅବସରରେ ଅତିରିକ୍ତ ଚମକ ଆଣିବ।
କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ
କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସତର୍କ…
୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ
ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…
ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର
ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…
ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର
ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…
ଫୁଟ୍ବଲ ମ୍ୟାଚ୍ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…
ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…
ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…
ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…
ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!
ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…
ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା
ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

