‘ଏସ୍‌ବିଆଇଜି ହେଲ୍‌ଥ ସୁପର ଟପ୍‌ ଅପ୍‌’

ନୂଆଦିଲ୍ଲୀ,୨୯।୧୦: ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍‌ସ ପକ୍ଷରୁ ମୌଳିକ ସ୍ବାସ୍ଥ୍ୟ ବୀମା ପଲିସି ଉପରେ ଏକ ସୁଲଭ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଥିବା ସ୍ବାସ୍ଥ୍ୟ ବୀମା ଟପ-ଅପ ଯୋଜନା ‘ଏସ୍‌ବିଆଇଜି ହେଲ୍‌ଥ ସୁପର ଟପ-ଅପ’ର ଶୁଭାରମ୍ଭ କରାଯାଇଛି। ଏପରି କି କର୍ପୋରେଟ୍‌ ହେଉ କି ବ୍ୟକ୍ତିଗତ ଯେକୌଣସି ପ୍ରଦାନକାରୀଙ୍କଠାରୁ ସ୍ବାସ୍ଥ୍ୟ ବୀମା ପଲିସିକୁ ନିରବଚ୍ଛିନ୍ନ ଭାବରେ ପୂରଣ କରି ଏହି ଉତ୍ପାଦ ବୀମା ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ସେମାନଙ୍କର ବର୍ତ୍ତମାନର ପଲିସିକୁ ବଢ଼ାଇବା ପାଇଁ ସୁଯୋଗ ପ୍ରଦାନ କରୁଛି। ଏହା ଗ୍ରାହକମାନଙ୍କୁ ସେମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ବୀମା ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ କରୁଛି। ‘ଏସବିଆଇଜି ହେଲ୍‌ଥ ସୁପର ଟପ୍‌ ଅପ୍‌’ ପଲିସି ଲୋକମାନଙ୍କୁ ଯେକୌଣସି ଅପ୍ରତ୍ୟାଶିତ ଚିକିତ୍ସା ପରିସ୍ଥିତିର ମୁକାବିଲା କରିବାକୁ ଆଶ୍ୱାସନା ଦେଉଛି। ଏହି ପ୍ଲାନରେ ୫ ଲକ୍ଷରୁ ୪ କୋଟି ପର୍ଯ୍ୟନ୍ତ ବୀମା ରାଶି ସହିତ ଦୁଇଟି ପ୍ଲାନ ରହିଛି। ପଲିସି ଅଧୀନରେ ଯେତେବେଳେ ଆପଣଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ବୀମା ସୁବିଧା ଶେଷ ହୋଇଯାଏ କିମ୍ବା ଯେତେବେଳେ ଖର୍ଚ୍ଚ କଟାଯାଉଥିବା ରାଶିଠାରୁ ଅଧିକ ହୁଏ ସେତେବେଳେ ଦାବି ବାବଦ ରାଶି ହାତରୁ ଦେବାକୁ ପଡ଼ିଥାଏ। ଏସ୍‌ବିଆଇ ଜେନେରାଲ ଇନସ୍ୟୁରାନ୍ସର ମୁଖ୍ୟ ଉତ୍ପାଦ ଓ ମାର୍କେଟିଂ ଅଫିସର ସୁବ୍ରମଣ୍ୟମ ବ୍ରହ୍ମଯୋଗୌଲା କହିଛନ୍ତି, ଚିକିତ୍ସାର ବଢୁଥିବା ଖର୍ଚ୍ଚ ଏବଂ ଜୀବନଶୈଳୀ ଜନିତ ରୋଗର ବଢୁଥିବା ପ୍ରକୋପ ସହିତ ବ୍ୟାପକ ସ୍ବାସ୍ଥ୍ୟ ବୀମା ସୁରକ୍ଷା ଆଉ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା ପାଲଟିଛି। ଏସବିଆଇ ଜେନେରାଲରେ ଆମେ ସର୍ବଦା ଗ୍ରାହକମାନଙ୍କୁ ସରଳ ଏବଂ ସୁଲଭ ସମାଧାନ ପ୍ରଦାନ କରିବାରେ ଅଗ୍ରଣୀ ରହିଛୁ, ଯାହା ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୂପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୂପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri