Home Left

ଚାରୁକୋଳି ମଞ୍ଜି ଦେଇଛି ରୋଜଗାର

ଜଳେଶ୍ୱର, ୧୬।୫(ନବୀନ ସାହୁ)ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଜଙ୍ଗଲ ଘେରା ରାଇବଣିଆ ଅଞ୍ଚଳରେ ଖରାଦିନେ ହେଉଥିବା ଚାରୁକୋଳି ଚାହିଦା ଅଧିକ ରହିଛି। ଏହି କୋଳି ଖଟାମିଠା ପରି ସ୍ବାଦିଷ୍ଟ ଲାଗିଥାଏ। ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି। ତେବେ ବିକ୍ରିବଟା ଲାଗି…

ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ ସମ୍ପର୍କିତ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍‌ବିଆଇ ତଥ୍ୟ ଅନୁଯାୟୀ, କୋଭିଡ୍‌ -୧୯…

ସୂର୍ଯ୍ୟମୁଖୀ ଚାଷ ପ୍ରତି ଆଗ୍ରହ ବଢ଼ୁଛି

ବ୍ରହ୍ମପୁର,୧୬ା୫(ସ୍ମୃତି ରଞ୍ଜନ ମହାଲିକ)ସୂର୍ଯ୍ୟମୁଖୀରେ ପ୍ରଚୁର ପରିମାଣର ଜୀବନ ଶକ୍ତି ତଥା ଖାଦ୍ୟପ୍ରାଣ ରହିଛି। ଏଥିରେ ୨୦.୮% ପୁଷ୍ଟିସାର ସହ ୫୦% ସ୍ନେହସାର ଥିବାରୁ ଏଥିରୁ ଉତ୍ପାଦିତ ତେଲ ସ୍ବାସ୍ଥ୍ୟପ୍ରଦ। ଏହି ତେଲରେ ଅଧିକ ପରିମାଣର ଭିଟାମିନ ଏ,ଡି ଓ ଇ ରହୁଥିବାରୁ…

ମୋତେ ଆଉ ଦେଖିବାକୁ ପାଇବେନି…କାହିଁକି ଏମିତି କଥା କହି ପ୍ରଶଂସକଙ୍କୁ ଇମୋଶନାଲ୍‌ କଲେ କୋହଲି

ନୂଆଦିଲ୍ଲୀ,୧୩।୫: ବିରାଟ କୋହଲି ଆଇପିଏଲ ୨୦୨୪ରେ ଚମତ୍କାର ଫର୍ମ ପ୍ରଦର୍ଶନ କରୁଛନ୍ତି। ଏହି ସିଜିନ୍‌ କୋହଲିଙ୍କ ଆଇପିଏଲ କ୍ୟାରିୟରର ଦ୍ୱିତୀୟ ଶ୍ରେଷ୍ଠ ସିରିଜ୍‌ ଥିଲା। ଏପର୍ଯ୍ୟନ୍ତ ସେ ୧୩ ଟି ମ୍ୟାଚରେ ୬୬୧ ରନ ସଂଗ୍ରହ କରିଛନ୍ତି, ଯାହା ୨୦୨୬ରେ ୯୭୩…

କାଟିଙ୍ଗିଆ ପଞ୍ଚାୟତରେ ଜଳକଷ୍ଟ

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ)ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଳକଷ୍ଟ ଲୋକଙ୍କୁ ହନ୍ତସନ୍ତ କରୁଛି। ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ହୋଇଥିବାରୁ କାଟିଙ୍ଗିଆ ବଜାର ସମେତ ଉକ୍ତ ପଞ୍ଚାୟତର ରାଇକଣା, ଆଡ଼ିବାଙ୍ଗା, ଗୁରୁମୁଣ୍ଡି, ଡୁବୁଡି ଆଦି ଅଞ୍ଚଳରେ ଜଳକଷ୍ଟ…

ରାସ୍ତା ପାର୍ଶ୍ୱରେ ବସୁଛି ହାଟ

ବଇଣ୍ଡା, ୧୬ା୫ (ପରିକ୍ଷିତ ସାହୁ)ବର୍ଷ ବର୍ଷ ହେଲା ସରକାର ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସାପ୍ତାହିକ ହାଟକୁ ନେଇ ରହିଥିବା ସମସ୍ୟାର ସମାଧାନ କରାଯାଉ ନାହିଁ। ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ବସୁଥିବା…

ଡାକ୍ତର ରହିବା ପାଇଁ କ୍ୱାର୍ଟର୍ସ ନାହିଁ

ପାରାଦୀପ,୧୬ା୫(ଶରତ ରାଉତ)ପାରାଦୀପର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲର ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଛି। କେତେବେଳେ ଡାକ୍ତର ନାହାନ୍ତି ତ ଆଉ କେଉଁ ସମୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହେଉଥିବା ବୋଲି ଅଭିଯୋଗ ହେଉଛି। ଏହା…

କାଠ ବ୍ୟବସାୟୀଙ୍କ କବ୍‌ଜାରେ ଜଙ୍ଗଲ ଜମି

ଓଡ଼ଗାଁ,୧୬ା୫(ଆଦର୍ଶ କୁମାର ପଟ୍ଟନାୟକ)ନୟାଗଡ଼ ବନଖଣ୍ତ ଓ ବନାଞ୍ଚଳ ଅଧୀନ ମଗରବନ୍ଧ ପଞ୍ଚାୟତ ଖାସରା ଜଙ୍ଗଲ କାଠ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ସେଠାରେ ମୂଲ୍ୟବାନ ଗଛ କାଟି ଜଙ୍ଗଲ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଛି। କାହା ନିର୍ଦ୍ଦେଶରେ ଏତେ ବଡ଼ ଜଙ୍ଗଲ…

ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀ ଶିକାର

ନୟାଗଡ଼,୧୬।୫(ଲୋକନାଥ ମିଶ୍ର)ନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀଙ୍କ ଶିକାର। ନୟାଗଡ଼ ଜିଲାର ଗଁାଗହଳିର କୋଚିଲା ଗଛରେ ରହୁଥିବା ଏହି ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ପୁଣି ସାତକୋଶିଆ ଓ ଶିମିଳିପାଳ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ହ୍ରାସ…

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଫାଟିଲା ଗ୍ୟାସ ସିଲିଣ୍ଡର

ଭୁବନେଶ୍ୱର,୧୬।୫:ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି।…

”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା

ଭୁବନେଶ୍ୱର,୧୫ା୫: ବୁଧବାର ଭାଜପା ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କଟକରେ ରୋଡ୍ ସୋ କରିଛନ୍ତି। ଏହି ରୋଡ୍ ସୋ ସମାଜ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ ସନ୍ଧ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri