ମୋଦିଙ୍କ କୋଳରେ ଅଙ୍ଗଦ ବୁମରା, ଜସପ୍ରୀତଙ୍କ ପୁଅଙ୍କ ଫଟୋ ହେଉଛି ଭାଇରାଲ
ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିିଥିଲେ। ହୋଟେଲରେ ବିଶ୍ରାମ ନେବା ପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା ବୋଲର ଜସପ୍ରିତ ବୁମରା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସାକ୍ଷାତର କିଛି…
କଲେଜ ବସ୍ରେ ନିଆଁ
ଅନୁଗୋଳ,୪।୭: ଅନୁଗୋଳ ରାଧାରମଣପଡ଼ାଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଛାତ୍ରୀଛାତ୍ରଙ୍କୁ ଧରି ଯାଉଥିବା ଏକ ଘରୋଇ କଲେଜ ବସ୍ରେ ନିଆଁ ଲାଗି ବସ୍ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ହେଲେ ବସ୍ରେ ଥିବା ସମସ୍ତ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବର…
ହଠାତ୍ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ଅବସରରେ ମୁକେଶ…
ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି। ଏହାରି…
ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍ଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର,୪।୭: ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍ଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଏଏସ୍ଓ ଜଣଙ୍କ ହେଉଛନ୍ତି ମୋରା ମାରାଣ୍ଡି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ…
ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ
ମୋରଡ଼ା,୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ବୈଶିଙ୍ଗା କେନାଲ ଡିଭିଜନରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସୁରେଇଡ଼ିହି…
ଏହି ଦିନ ରୁଷିଆ ଗସ୍ତରେ ଯିବେ ମୋଦି: ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮-୧୦ରେ ରୁଷିଆ ଫେଡେରେଶନ ଏବଂ ଅଷ୍ଟ୍ରିଆ ରିପବ୍ଲିକକୁ ଏକ ସରକାରୀ ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏହି ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ରୁଷିଆ ଫେଡେରେସନ ସଭାପତି ଭ୍ଲାଦିମିର…
ପାକ ପ୍ରଧାନମନ୍ତ୍ରୀଙ୍କ ନାଟକବାଜୀ, କହୁଛନ୍ତି ଆତଙ୍କବାଦକୁ ନେଇ ଚିନ୍ତିତ
ଇସଲାମାବାଦ,୪।୭: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଏସସିଓ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଆତଙ୍କବାଦ ପ୍ରସଙ୍ଗକୁ ଏକ ପ୍ରମୁଖ ଚିନ୍ତା ଭାବେ ଉଠାଇଥିଲେ ଏବଂ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ସହ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ଆହ୍ବାନ ଦେଇଥିଲେ। ଦୁଇ ଦିନିଆ…
ମୋଦିଙ୍କୁ ବଡ଼ ଉପହାର ଦେଲେ ଜୟ ଶାହା: ଏଥିରେ ଲେଖାଅଛି…
ନୂଆଦିଲ୍ଲୀ,୪।୭: ବାର୍ବାଡୋସ୍ରୁ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତ ଫେରିଥିବା ଟିମ ଇଣ୍ଡିଆ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି। ଏହି ସମୟରେ ତାଙ୍କୁ ଟିମ ଇଣ୍ଡିଆର ଏକ ସ୍ବତନ୍ତ୍ର ଜର୍ସି ପ୍ରଦାନ କରାଯାଇଥିଲା। ଜର୍ସିରେ ନମୋ ଏବଂ ନମ୍ବର ୧…
ହଠାତ୍ ଶ୍ରମିକଙ୍କ ନିକଟରେ ପହଞ୍ଚି ସୁଖ ଦୁଃଖ ବୁଝିଲେ ରାହୁଲ
ନୂଆଦିଲ୍ଲୀ,୪।୭: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କିଙ୍ଗସୱେ କ୍ୟାମ୍ପରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ କିଙ୍ଗସୱେ କ୍ୟାମ୍ପର ଲେବର ଚୌକରେ କେତେଜଣ ଶ୍ରମିକଙ୍କୁ ଭେଟିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାହୁଲ ଗାନ୍ଧୀଙ୍କ ଏହି ଭାଇରାଲ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ କେନ୍ଦୁଝରରୁ କେନ୍ଦୁ ଆଣିଥିଲେ ଜଣେ ବ୍ୟକ୍ତି: ଏହା ଦେଖିବା ପରେ ହଠାତ୍…
ଭୁବନେଶ୍ୱର,୪।୮:ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝି ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖଦୁଃଖ ହେଉଛନ୍ତି ଏବଂ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ…
ହାଥରସ୍ ଟ୍ରାଜେଡି ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନରେ ଭିଡ଼ ଜମାଇଲେ ଲକ୍ଷାଧିକ ଭକ୍ତ, ଅସହାୟ ପୋଲିସ
ନୂଆଦିଲ୍ଲୀ,୪ା୭: ଉତ୍ତରପ୍ରଦେଶରେ ହାଥରସ୍ ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ପୋଲିସ ପ୍ରଶାସନ ପାଇଁ ଚିନ୍ତା ବଢି ଯାଇଛି। ଏହାର କାରଣ ହେଉଛି ପ୍ରସିଦ୍ଧ ବଗେଶ୍ଵର ବାବା (ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ)ଙ୍କ ଜନ୍ମଦିନ। ଜୁଲାଇ ୪ ରେ, ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ…
Archives


