Home Left

ଆମେରିକାରେ ରାଜା କିଏ? ଗଧ ନା ହାତୀ, ଚମକାଇଲା ପୋଲ୍‌ ଅଫ୍‌ ମହାପୋଲ୍‌ର ସର୍ଭେ

ଓ୍ବାଶିଂଟନ୍‌,୬।୧୧: ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ମଧ୍ୟରୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଯେଉଁଠାରେ ଦୁଇ ଜଣଙ୍କ ମଧ୍ୟରେ ଏକ ଜୋରଦାର ଲଢେଇ ଦେଖିବାକୁ ମିଳିଛି। ତେବେ ଟ୍ରମ୍ପଙ୍କୁ ବହୁମତ ମିଳିଛି। ଏବେର ଟ୍ରେଣ୍ଡ ଅନୁଯାୟୀ ଆମେରିକାର…

ଟ୍ରମ୍ପ ହେବେ ରାଷ୍ଟ୍ରପତି! ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ନଭେମ୍ବର ୬, ୨୦୨୪ରେ ସମ୍ବୋଧିତ କରିବେ। ଏଥି ସହିତ କମଲା ହାରିସ ଆସନ୍ତାକାଲି ଅର୍ଥାତ୍‌ ୭ ନଭେମ୍ବରାର ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବେ। ଡୋନାଲ୍ଡ…

ଡୋନାଲ୍ଡ ଟ୍ରମ୍ପ ହେବେ ଆମେରିକାର ରାଷ୍ଟ୍ରପତି! ମିଳିଲା ବହୁମତ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପକୁ ବହୁମତ ମିଳିଛି। ସେ ତାଙ୍କ ସମର୍ଥକଙ୍କୁ ଆଜି ସମ୍ବୋଧିତ କରିବେ। ଏଥି ସହିତ କମଲା ହାରିସ୍‌ ଆସନ୍ତାକାଲି ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିବେ ବୋଲି…

ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର

ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା କୋର୍ଟକୁ ଯିବା ପର୍ଯ୍ୟନ୍ତ ମଧ୍‌ୟ କଥା ଯାଇଥାଏ। ଭାରତରେ ମଡେଲ ଟେନିସି ଆକ୍ଟ (ଟେନିସି…

ମଡେଲ ନୁହନ୍ତି, ଇଲେକ୍ଟ୍ରିସିଆନ୍‌

ଗ୍ଲାସ୍‌ଗୋ: ସମାଜରେ ଏପରି କିଛି ବୃତ୍ତି ରହିଛି, ଯାହା ମହିଳାମାନଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ବିବେଚନା କରାଯାଇଥାଏ। ଜଣେ ବିଜୁଳି ମସ୍ତ୍ରି ବା ଇଲେକ୍ଟ୍ରିସିଆନ୍‌ଙ୍କର ବୃତ୍ତି ଏଥିରେ ଅନ୍ୟତମ। ଏହି ବୃତ୍ତିରେ ଶାରୀରିକ ପରିଶ୍ରମ ସହ ବିଭିନ୍ନ ପ୍ରକାରର ବୈଦ୍ୟୁତିକ…

ଆମେରିକା ନିର୍ବାଚନ: ମ୍ୟାଜିକ ନମ୍ବର ମୁହାଁ ଏହି ନେତା, ଆରମ୍ଭରୁ କଲେଣି ଝଡ

ଓ୍ବାଶିଂଟନ୍‌,୬।୧୧: ହ୍ବାଇଟ ହାଉସ୍‌ ଲଢ଼େଇରେ କିଏ ବାଜି ମାରିବ ? କିଏ ଜିତିବ ସୁପର ପାଓ୍ବାରର ବସ୍‌ ଅଫ୍‌ ସୁପର ପାଓ୍ବାରର ରେସ ? ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ବର ନଜର । ଗୋଟିଏପଟେ କିଛି ଅଞ୍ଚଳରେ ଏବେବି…

ଧୂଆଁର ନାହିଁ ସୀମା, ଭାରତ ସହ ମିଶି କାମ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ,୬।୧୧: କେବଳ ଦିଲ୍ଲୀ ସମେତ ଉତ୍ତର ଭାରତରେ ନୁହେଁ ପଡୋଶୀ ପାକିସ୍ତାନରେ ମଧ୍ୟ ଧୂଆଁର ସମସ୍ୟା ଏକ ଗୁରୁତର ସମସ୍ୟା ପାଲଟିଛି। ଯାହା ଏବେ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି। ଏହି କାରଣରୁ, ପାକିସ୍ତାନର ଲାହୋର ସହରର AQI ସ୍ତର ୧୯୦୦ରେ…

ମେଗା ନିଲାମ ପାଇଁ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ରଖିଲେ ଏହି ସବୁ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମର ତାରିଖ ପ୍ରକାଶ ପାଇଛି। ଘୋଷଣା କରି ବିସିସିଆଇ କହିଛି ଯେ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଡ୍ଡା ସହରରେ ଅନୁଷ୍ଠିତ ହେବ। ଏଥର ମେଗା ନିଲାମ ଅତ୍ୟନ୍ତ…

ରାତିଅଧରେ ହଷ୍ଟେଲରେ ପଶିଲେ ୪ ଜଣ, ଜଣଙ୍କୁ ରଡରେ ପିଟିଦେଇଗଲେ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ ହୋଇଛି। ତୃତୀୟ ବର୍ଷର କେତେକ ଛାତ୍ରଙ୍କ ଆକ୍ରମଣରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଗୁରୁତର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି…

ଅଚାନକ ବଦଳିଲେ ଅଷ୍ଟ୍ରେଲିଆ ଅଧିନାୟକ: ଜାଣନ୍ତୁ କାହିଁକି

ସିଡନୀ,୬।୧୧: ଦିନିକିଆ ଏବଂ ଟି-୨୦ ପାଇଁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ଘୋଷଣା କରାଯାଇଛି। ଜୋସ ଇଂଲିସଙ୍କୁ ଅଷ୍ଟ୍ରେଲିଆର ଦାୟିତ୍ୱ ଦିଆଯାଇଛି। ସେ ଅଧିନାୟକ ଭାବେ ଦିନିକିଆରେ ପ୍ୟାଟ କମିନ୍ସ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ମିଚେଲ ମାର୍ଶଙ୍କ ସ୍ଥାନ ନେବେ। ଜୋସ ଇଂଲିଶ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଗଲା ବାହାଘର, ମହିଳା କହିଲେ ଅଜବ କାରଣ

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି, ଆମେରିକାର ରାଷ୍ଟ୍ରପତି କିଏ ହେବେ ତାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଆଜି ପଦ୍ମ ଧରିବେ କି ସୁନନ୍ଦା? ବଢ଼ୁଛି…

ଭୁବନେଶ୍ୱର,୬।୧୧: ବୁଧବାର ଭାଜପାରେ ମିଶିବେ କି ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସୁନନ୍ଦା ବୁଧବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପଦ୍ମ ଧରିବା ନେଇ ଚର୍ଚ୍ଚା ବଢ଼ୁଛି। ପୂର୍ବତନ ବିଧାୟିକା ସୁନନ୍ଦା ଦାସ କିଛିିଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ।ବିଧାନସଭା ନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?