ନୂଆ ହେଡ୍ କୋଚ୍ର ଦାୟିତ୍ୱ ମିଳିବା ପରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ଲେଖିଲେ…
ନୂଆଦିଲ୍ଲୀ,୧୦।୭: ଭାରତୀୟ ଟିମ୍ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ମିଳିଛି। ଏନେଇ ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହା ସୂଚନା ଦେଇଛନ୍ତି। ଶାହା ତାଙ୍କ ପୋଷ୍ଟରେ ଗମ୍ଭୀରଙ୍କୁ ପ୍ରଶଂସା କରିବା…
ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ,୧୦।୭: ଜନ୍ମବେଦୀରେ ଚତୁର୍ଦ୍ଧାମୂରତି। ଆଡ଼ପ ଦର୍ଶନ ଲାଗି ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତେବେ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିବ। କୁହାଯାଏ ଏଇ ଆଡ଼ପ ଅବଢା ଖାଇଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ।…
ଏତିକି କୋଟି ସମ୍ପତ୍ତିର ମାଲିକ ଅଟନ୍ତି ଭାରତୀୟ ଦଳର ନୂଆ ହେଡ୍ କୋଚ୍, ବିଳାସପୂର୍ଣ୍ଣ ଘର ସାଙ୍ଗକୁ ଅଛି…
ନୂଆଦିଲ୍ଲୀ,୧୦।୭: ଟି -୨୦ ବିଶ୍ୱକପ୍ ୨୦୨୪ ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି। ବର୍ତ୍ତମାନ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦେଇଛି। ତେବେ ଆସନ୍ତୁ ଜାଣିବା ଭାରତୀୟ…
ଆହାର ଖାଦ୍ୟ ନିମ୍ନମାନର, ବିଧାୟକଙ୍କ ଉଦ୍ବେଗ
ଛତ୍ରପୁର,୧୦।୭ ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଚାନକ ଛତ୍ରପୁର ହସ୍ପିଟାଲ ସମ୍ମୁଖରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ଲୋକଙ୍କ ସହ ଆହାର ଖାଇଥିଲେ । ଏହାସହ ପାଞ୍ଚ ଟଙ୍କାରେ ଦିଆଯାଉଥିବା ଆହାର ଖାଦ୍ୟ କିଭଳି ସୁସ୍ବାଦ…
ବର୍ଷା ଅଭାବରୁ ପଡିପାରୁନି ତଳି: ବିଲରେ ଚରୁଛନ୍ତି ଗୋରୁ
ଜଳେଶ୍ୱର, ୧୦।୭(ରବିନାରାୟଣ ପାତ୍ର): ଚଳିତବର୍ଷ ଅଭାବୀ ବର୍ଷା ଯୋଗୁ ଖରିଫ ଧାନଚାଷ ଆଗେଇ ପାରିନାହିଁ। ଗତ ୩ମାସରେ ୭୩୪ ମି.ମି. ବର୍ଷା ହେବାକୁ ଥିବା ବେଳେ ଅଦ୍ୟାବଧି ୧୬୨ ମି.ମି.ବର୍ଷା ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ତେଣୁ ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବା…
ଇ-ଡେସ୍ପାଚ୍କୁ ଡର, ହ୍ବାଟ୍ସଆପ୍ରେ କାରବାର
ଯାଜପୁର,୧୦।୭(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଦୁର୍ନୀତିର ମୂଳୋତ୍ପାଟନ କରି ଲୋକଙ୍କ ମୁଖ୍ୟମନ୍ତ୍ରୀ ତଥା ସ୍ବଚ୍ଛ ସରକାର ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହିସବୁ ପ୍ରଚାର ସର୍ବସ୍ବ ହେଉଛି। ନିଜର ଅପାରଗତାକୁ ଲୁଚାଇବାକୁ ଇ-ଡେସ୍ପାଚ୍ ଓ ଜିଲା ୱେବପୋର୍ଟାଲକୁ ନବୀକରଣ…
ଜଙ୍ଗଲ ଜମିରେ ଭିତରକନିକାର ୫ ହୋଟେଲ
ରାଜନଗର, ୧୦।୭(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ଓ ଖାଇବା ପାଇଁ ଜାତୀୟ ଉଦ୍ୟାନ ଭିତରେ ବନ ବିଭାଗର ରିସର୍ଟ ଓ କାଫେ ରହିଥିବାବେଳେ…
ବଣ ଭିତରେ ନଳକୂପ
ରଘୁନାଥପୁର,୧୦।୭ (ରାଜେନ୍ଦ୍ର ନାରାୟଣ ସିଂହ): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ କେରେକେରାସ୍ଥିତ ଗୋରେଖନାଥ ପୀଠରୁ ଶହେ ମିଟର ଦୂରରେ ଏକ ଜଙ୍ଗଲିଆ ସନ୍ତସନ୍ତିଆ ପରିତ୍ୟକ୍ତ ସ୍ଥାନରେ ନଳକୂପ ବସାଯାଇଛି। ପୀଠକୁ ଆସୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକଙ୍କ ପାନୀୟ ଜଳ ଆବଶ୍ୟକତାକୁ…
ଜବରଦଖଲ ଉଚ୍ଛେଦରୁ ଉତ୍ତେଜନା : ରାସ୍ତାରେ ଶୋଇଗଲେ
ବଡ଼ମ୍ବା,୧୦।୭(ମାୟାଧର ମଲ୍ଲିକ) : ବଡ଼ମ୍ବା ବ୍ଲକ ପ୍ରଶାସନ ତରଫରୁ ମଙ୍ଗଳବାର ଜବରଦଖଲ ଉଚ୍ଛେଦ କରାଯାଇଛି। ବିଶେଷ କରି ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାପାର୍ଶ୍ୱକୁ ଦୀର୍ଘ ବର୍ଷ ଧରି ଜବରଦଖଲ କରିଥିବା ବ୍ୟବସାୟୀ ଓ ଦୋକାନଘରଗୁଡ଼ିକୁ ଭଙ୍ଗାଯାଇଛି। ବଡ଼ମ୍ବା ଅତିରିକ୍ତ…
ଅବ୍ୟବସ୍ଥାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ
ଖୋର୍ଦ୍ଧା,୧୦।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପହିଛି। ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଏବଂ ଚିକିତ୍ସା ପାଇଁ ଯନ୍ତ୍ରପାତି ଅଭାବରୁ ରୋଗୀମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ଘଟଣା ଜନିତ ଚିକିତ୍ସା…
ଜୟସ୍ବାଲଙ୍କ ଉପରେ ନଜର
ହରାରେ, ୧୦।୭ (ପି.ଟି.): ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି୨୦ କ୍ରିକେଟ ମ୍ୟାଚ ବୁଧବାର ହରାରେ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ମ୍ୟାଚ ପରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି।…
ସେମିଫାଇନାଲରେ ଭେକିକ୍
ଲଣ୍ଡନ, ୧୦।୭: କ୍ରୋଏସିଆର ଡୋନା ଭେକିକ୍ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ନ୍ୟୁଜିଲାଣ୍ଡ ଜନ୍ମିତ ସୁଇସ୍ ପ୍ରଫେଶନାଲ ଲୁଲୁ ରାଡୋଭକିକ୍ଙ୍କୁ ୫-୭, ୬-୪, ୬-୧ ସେଟ୍ରେ ପରାସ୍ତ କରିଛନ୍ତି।…
Archives


