ପିଏମ୍ ସୂର୍ଯ୍ୟଘର ପାଇଁ ସହାୟତା ଦେବେ ରାଜ୍ୟ ସରକାର
ଭୁବନେଶ୍ୱର,୧୩ା୧୧(ଅନିଲ ଦାସ):ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ଅଧିକ ଆକର୍ଷିତ କରିବାକୁ ଓଡ଼ିଶା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚିନ୍ତା କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ…
ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ
ଦୟା ଏକ ମହାନ୍ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ କରାଯାଏ। ୧୯୮୮ରୁ ଏହି ଦିବସ ପାଳନ କରାଯାଉଛି। ଏହାକୁ ବିଶ୍ୱ ଦୟା କିମ୍ବା ସହୃଦୟତା…
ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍ବିଡବ୍ଲ୍ୟୁ
ରାୟଗଡ଼ା,୧୩।୧୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣିକରି ମଙ୍ଗଳବାର ବିଜେଡି ନେତା ଏନ୍. ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। ଭାସ୍କରଙ୍କ ସମେତ ୟାଲା…
ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ
ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି। ମାର୍କୋ ଚାଇନା, ଇରାନ, କ୍ୟୁବା ଭଳି ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ…
ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ
ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ। ସମ୍ମିଳନୀରେ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନର ଅଧ୍ୟକ୍ଷ ସିମନ୍ ଷ୍ଟିଲ୍ ଉପସ୍ଥିତ ବିଶ୍ୱନେତାଙ୍କୁ…
ଭାରତ, ପାକ୍ ଆକାଶରେ ବିଷାକ୍ତ କୁହୁଡ଼ି
ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ନିକଟରେ ପ୍ରସାରିତ ସାଟେଲାଇଟ୍ ଫଟୋରୁ ଉଭୟ ଦେଶର ଜନାକୀର୍ଣ୍ଣ…
ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ସିଜେଆଇଙ୍କ ନା
ନୂଆଦିଲ୍ଲୀ,୧୩ା୧୧: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ମଙ୍ଗଳବାର ଘୋଷଣା କରିଛନ୍ତି। ଏଭଳି ମାମଲାରେ ଆଇନଜୀବୀମାନଙ୍କୁ ଏଣିକି ଇମେଲ୍ ଯୋଗେ…
୧୬ ପରେ ବଢ଼ିପାରେ ଶୀତ: ୩ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ
ଭୁବନେଶ୍ୱର,୧୩ା୧୧(ଅନୁରାଧା ମହାରଣା):ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ…
ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍ସିଏସ୍
ଯାଜପୁର,୧୩ା୧୧(ହର୍ଷବର୍ଦ୍ଧନ ବେହେରା):ରାଜ୍ୟର ନିରୀହ ଗରିବ କୃଷକଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି। ଏହି କ୍ରମରେ ୨୦୨୨ ପାକ୍ସ ସମ୍ପାଦକ କିମ୍ବା ପରିଚାଳନା ନିର୍ଦ୍ଦେଶକ ଋଣ ପାସ୍ ବହି କିମ୍ବା କେସିସି…
ଆଇପିଏଲ ପୂର୍ବରୁ ଧୋନୀଙ୍କ ବଢିଲା ଅଡୁଆ, ଏହି ମାମଲାରେ ହାଇକୋର୍ଟ ପଠାଇଲେ ନୋଟିସ
ନୂଆଦିଲ୍ଲୀ,୧୩।୧୧: ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଏମଏସ ଧୋନୀଙ୍କୁ ନୋଟିସ ପଠାଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପୁରୁଣା ବ୍ୟବସାୟ ସହଯୋଗୀ ମିହିର ଦିୱାକର ଏବଂ ସୌମ୍ୟ ଦାସ ଏକାଠି ଧୋନୀଙ୍କ ବିରୋଧରେ କାଉଣ୍ଟର ମାମଲା ଦାୟର କରିଛନ୍ତି। ବାସ୍ତବରେ, ଏହି ବିଷୟ…
ସବୁଠୁ ଦୟନୀୟ ସ୍ଥିତିରେ ଟଙ୍କା: ୧ ଡଲାର = ୮୪.୪୧ ଟଙ୍କା
ମୁମ୍ବାଇ,୧୩ା୧୧:ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଲାଗିଥିବାବେଳେ ଭାରତୀୟ ଟଙ୍କା ଚାପଗ୍ରସ୍ତ ହୋଇ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି। ଲଗାତର ୫ ଦିନ ଧରି ଟଙ୍କାର ଅବମୂଲ୍ୟାୟନ ଘଟିଥିବାବେଳେ ମଙ୍ଗଳବାର ଏହା…
ଆର୍ବିଆଇ ଆକଳନ ହେଲା ଭୁଲ୍: ଖୁଚୁରା ମୁଦ୍ରାସ୍ଫୀତି ୬.୨୧%
ମୁମ୍ବାଇ/ନୂଆଦିଲ୍ଲୀ,୧୩ା୧୧:ଦେଶରେ କିଛିବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିଚାଲିଥିବାବେଳେ ଏଥିରେ ଲଗାମ ଲଗାଇବା ପାଇଁ ମୁଦ୍ରାସ୍ଫୀତିକୁ ୨%ରୁ ୬% ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ୟମ ସତ୍ତ୍ୱେ ମୁଦ୍ରାସ୍ଫୀତି…

