Home Left

ମିଛ-ମନଗଢ଼ା କାହାଣୀରେ ମୋତେ ଫସାଯାଇଛି, ଗିରଫଦାରୀ ଅବୈଧ: ହାଇକୋର୍ଟରେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୭: ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ବନ୍ଦ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କୁ ଫସାଯାଇଥିବା କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଏମ ଜାଲ ତଥା ମନଗଢ଼ା କାହାଣୀରେ ଫସାଇଛି। ଏପରିକି ତାଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ…

କାହିଁକି ପଡିଗଲେ ବଡ଼ ଠାକୁର ବଳଭଦ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ କହିଦେଲେ…

ଭୁବନେଶ୍ୱର,୧୦।୭: ଗତକାଲି ପୁରୀରେ ଘଟି ଯାଇଛି ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ…

ବଡ଼ଠାକୁର ପଡ଼ିଯିବା ନେଇ ଏମିତି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୦।୭: ଶ୍ରୀବିଗ୍ରହମାନଙ୍କ ଆଡ଼ପ ମଣ୍ଡପ ପହଣ୍ଡି ଏକ ବଡ଼ଧରଣର ଅଘଟଣ ଘଟିଛି। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବାବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣି ପହଣ୍ଡି କରି ଜନ୍ମବେଦୀ ବା…

କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ କିଏ? ଯିଏ ଶହୀଦ ହେବା ପରେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ ଦାବି କରୁଛନ୍ତି ମା’…

ନୂଆଦିଲ୍ଲୀ,୧୦।୭: ୨୦୨୩ ଜୁଲାଇ ୧୯ରେ ସିଆଚିନ୍‌ରେ ଏକ ଦୁର୍ଘଟଣାରେ କ୍ୟାପ୍‌ଟେନ୍‌ ଅଂଶୁମାନ ସିଂ ଶହୀଦ ହୋଇଥିଲେ। ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯେତେବେଳେ ଅଂଶୁମାନଙ୍କ ସାହସିକତାର କାହାଣୀ ବର୍ଣ୍ଣନା କରାଯାଇଥିଲା,…

ବାହାଘର ପ୍ରୋସେଶନ ଚାଲିଥିବା ବେଳେ ବରପିତାଙ୍କୁ ଚାପିଦେଲା ବରଯାତ୍ରୀ ବସ୍‌

ନରସିଂହପୁର,୧୦ା୭: ମୃତ୍ୟୁ କାହାକୁ କେମିତି କେତେବେଳେ ନେବ କେହି କହିପାରିବେ ନାହିଁ। ପୁଅ ବାହାଘର ପାଇଁ ଖୁସିରେ ଘରୁ ବାହାରି ଯାଇଥିବା ବେଳେ ପ୍ରୋସେଶନ ବେଳେ ଘଟିଛି ଅଘଟଣ। ବରଯାତ୍ରୀ ବସ୍‌ ବରପିତାଙ୍କ ଉପରେ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।…

ଆସନ୍ତା ୨୪ ଘଣ୍ଟାରେ ୧୪ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୭: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ମୋଦି-ପୁଟିନଙ୍କ ଆଲିଙ୍ଗନ ଫଟୋ ଦେଖି ରାଗରେ ନିଆଁବାଣ ଚାଇନା: କହିଲା ଏମିତି….

ବେଜିଂ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରୁଷିଆ ଗସ୍ତ ବିଶ୍ୱ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। କିଛି ଲୋକ କହୁଛନ୍ତି ଯେ, ଏହି ଗସ୍ତ ଆମେରିକା ପାଇଁ ଚିନ୍ତାଜନକ ଏବଂ ଆଉ କେହି କହୁଛନ୍ତି ଚାଇନା ପାଇଁ ବିପଜ୍ଜନକ। ଉଲ୍ଲେଖଯୋଗ୍ୟ, ଗତ…

ଗମ୍ଭୀରଙ୍କ ଆଗରେ ଏହି ୫ ବଡ଼ ଚ୍ୟାଲେଞ୍ଜ୍‌

ନୂଆଦିଲ୍ଲୀ,୧୦।୭: ଭାରତ ବର୍ତ୍ତମାନ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ଭାରତର ପରବର୍ତ୍ତୀ ଗସ୍ତ ହେଉଛି ଶ୍ରୀଲଙ୍କା, ଯେଉଁଠାରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ ଟି-୨୦ ଏବଂ ୨ଟି ଦିନିକିଆ ମ୍ୟାଚ ଖେଳିବ। ଟିମ…

କେତେ ଟଙ୍କା ଦରମା ପାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୦।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ହୋଇଛନ୍ତି। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ୨୦୨୪ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିପାରେ…

ଆଇଏଏସ ଅଧିକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ନୀତୀଶ କୁମାର

ପାଟନା,୧୦।୭: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ପାଟନାରେ ଜେପି ଗଙ୍ଗା ପଥର ପାଟନା ସିଟିର କଙ୍ଗନାଘାଟ ପର୍ଯ୍ୟନ୍ତ ବିସ୍ତାରର ଉଦ୍‌ଘାଟନ ପାଇଁପହଞ୍ଚିଥିଲେ। ଗଙ୍ଗା ପଥ ଆହୁରି ଆଗକୁ ଯିବାକୁ ପଡିବ, ତେଣୁ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ୍‌…

ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଏମିତି କହିଲେ ଜଗନ୍ନାଥଙ୍କ ବାଡଗ୍ରାହୀ

ପୁରୀ,୧୦।୭: ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁଦିନ ହେବ କହି ଆସୁଥିଲି ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଉ । ଯାହାର ଅଭିଜ୍ଞତା ଥିବ ସେମାନଙ୍କୁ ନେଇ ରତ୍ନଭଣ୍ଡାର…

ବଡ଼ଠାକୁର ପଡ଼ିଯିବା ଘଟଣା: ମୁକ୍ତିମଣ୍ଡପ ପଣ୍ଡିତ କହିଲେ ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କର…

ଭୁବନେଶ୍ୱର,୧୦।୭: ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଅଘଟଣ ଘଟିଥିଲା। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri