Home Left

ମଇଁଷି ଛୁଆକୁ ଟାଣି ଖାଇଲା ବାଘ

ପାତ୍ରପୁର,୮ା୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ପାତ୍ରପୁର ବ୍ଲକ ଜୟନ୍ତୀପୁର ଗ୍ରାମ ନିକଟରେ ରାତିରେ ଜଣେ ଅଟୋ ଚାଳକ ଗ୍ରାମକୁ ଫେରୁଥିବା ବେଳେ ବାଘ ରାସ୍ତା ପାର ହୋଇଥିବା ଦେଖି ସ୍ଥାନୀୟ ବନ…

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ ଓ ପଶୁସମ୍ପଦ ମେଳାର ସେ ଶୁଭ ଉଦଘାଟନ କରିଛନ୍ତି । ମେଳାର ଉଦ୍‌ଘାଟନ ଉତ୍ସବରେ…

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ ଖୋଲିନାହାନ୍ତି । ଯାଜପୁରର ଗଣପର୍ବ କାଳୀପୂଜା ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ…

ନୂଆଁଖାଇ ପରେ ବର୍ଷା ଉଭାନ: ତେଜିଲା ମରୁଡ଼ି ଘୋଷଣା ଦାବି

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଚଳିତ ବର୍ଷ ନୂଆଁଖାଇ ପରେ ବର୍ଷା ଉଭାନ ହୋଇଯାଇଛି। ଫଳରେ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ଜଳସେଚିତ ଅଞ୍ଚଳରେ ଚକଡ଼ା ରୋଗପୋକ ପ୍ରାଦୁର୍ଭାବରେ ଚାଷୀଙ୍କ ବ୍ୟାପକ…

ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ

କୋରାପୁଟ,୧୧।୮: କୋରାପୁଟ ଜିଲା ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ ହୋଇଛି। କୋରମ ଅଭାବରୁ ଏହା ବାତିଲ ହୋଇଥିବା ଜଣାପଡ଼ିଛି। ଜଣେ ବିଜେଡି ସଦସ୍ୟ ଆସିଲେନି ତେଣୁ ଅନାସ୍ଥା ଭୋଟ ହୋଇପାରିଲା ନାହିଁ। ଅନାସ୍ଥା ଭୋଟ ବାତିଲ ହେବାରୁ ଉପାଧ୍ୟକ୍ଷା…

ବାପା ହେବେ କେଏଲ ରାହୁଲ; ଗୁଡ୍ ନ୍ୟୁଜ ଦେଲେ ଆଥିୟା ସେଟ୍ଟୀ

ମୁମ୍ବାଇ,୮।୧୧: ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ କ୍ରିକେଟର କେଏଲ ରାହୁଲଙ୍କ ଘରକୁ ଆସିବାକୁ ଯାଉଛି ବଡ ଖୁସି ଖବର। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଅଭିନେତ୍ରୀ ତାଙ୍କର ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ଦୁହେଁ ଏକ ଫଟୋ ଶେୟାର କରି ଲେଖିଛନ୍ତି, ”ଆମର…

ମିଶିଯିବେ ପୁଟିନ୍‌-ଟ୍ରମ୍ପ! ପୁଟିନ୍‌ କଲେ ବଡ଼ ଘୋଷଣା…

ମସ୍କୋ,୮।୧୧: ସୁପରପାଓ୍ବାରର ମୁକୁଟ ପିନ୍ଧିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆଗାମୀ ବର୍ଷ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପଙ୍କ ଆମେରିକା ଦଖଲ ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ସବୁ ଦେଶର ମୁଖ୍ୟ ତାଙ୍କୁ ଶୁଭେଚ୍ଛା…

ପୋଷ୍ଟ ଅଫିସରେ ଲମ୍ବାଧାଡ଼ି: ୩ ଦିନ ହେଲାଣି …

ଭୁବନେଶ୍ୱର,୧୧।୮: ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌। ଏ ନେଇ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି। ୩ ଦିନ ହେଲାଣି ଲିଙ୍କ ଫେଲ ଯୋଗୁ ପୋଷ୍ଟାଲ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ଭୁବନେଶ୍ୱର ପ୍ରଧାନ ଡାକଘର ଅଫିସରେ ମଧ୍ୟ…

ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଭାଜପାରେ ଯୋଗଦେବା ପାଇଁ ପଡୁଛି ଚାପ: ଚାଞ୍ଚଲ୍ୟକର ଖୁଲାସା କଲେ ସଞ୍ଜୟ ରାଉତ

ପୁଣେ,୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସେପଟେ ଉଦ୍ଧବ ଠାକ୍‌ରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ରହିଛି। ଏଥିସହ ଭାଜପା କେବଳ ବିଭାଜନ କାର୍ଯ୍ୟରେ…

ଭାରତକୁ ମହାନ ଶକ୍ତି କହିଲେ ପୁଟିନ; ଚାଇନା-ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ, ୮।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତରେ ସମ୍ଭାବନାକୁ ଖୁବ ପ୍ରଶଂସା କରିଥିଲେ। ପୁଟିନ ବଦ୍ଲାଇ ଆଲୋଚନାରେ ରୁଷିଆ ଏବଂ ଭାରତର…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୨ ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୮।୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?