Home Left

ଆସିଲା ବଡ଼ ଖବର: ଅନନ୍ତ-ରାଧିକାଙ୍କ ବିବାହ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି!

ମୁମ୍ବାଇ,୧୧।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଶୁକ୍ରବାର ବିବାହ କରିବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଯୋଗ ଦେବାକୁ ବଡ଼ ବଡ଼ ଶିଳ୍ପପତି, ରାଜନେତା ଏବଂ ଅଭିନେତା ମୁମ୍ବାଇରେ ପହଞ୍ଚିଛନ୍ତି।…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ନୋବେଲ ବିଜେତା: କହିଲେ, ଦୁନିଆ ନେତା ତାଙ୍କଠାରୁ କିଛି ଶିଖନ୍ତୁ

ଭିଏନା,୧୧।୭: ନୋବେଲ ବିଜେତା ଅଷ୍ଟ୍ରିଆର ପଦାର୍ଥ ବିଜ୍ଞାନୀ ପେଣ୍ଟେନ ଜେଲିଙ୍ଗର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଆଧ୍ୟାତ୍ମିକ ଏବଂ ବିଶ୍ୱର ଅନେକ ନେତା ତାଙ୍କର ଏହି ଚରିତ୍ରକୁ ଗ୍ରହଣ କରିବା…

୧.୫ ଲକ୍ଷ କୋଟି ଟପିଲା କେଭିଆଇସି କାରବାର

ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ ବା କେଭିଆଇସି) ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ…

ମଦ ଦୋକାନ ଉଠିଲା, ଢାବାରେ ବିକ୍ରି ବଢ଼ିଲା

ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା):ଧନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣ କରିଛନ୍ତି ା ଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟବସ୍ଥା ହେଉଛି। କିନ୍ତୁ କେତେକ…

ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର

କଟକ,୧୧ା୭(ଶିଳ୍ପା ପ୍ରିୟଦର୍ଶିନୀ)ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଏହାକୁ ଏସ୍‌ସିବି ମେଡିକାଲ ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଳନ କରାଯାଉ…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ,୧୧।୭(ଅଜିତ୍‌ କୁମାର ମହାନ୍ତି)କିଛି ମାସର ବ୍ୟବଧାନ ପରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର ଭିତରଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୁଧବାର ଦେଖିବାକୁ ମିଳିଛି। ଉକ୍ତ ଫଟୋ ଭାଇରାଲ କରିଥିବା…

ନିଯୁକ୍ତ ହେବେ ୧୮,୭୮୮ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୧ା୭(ଅନିଲ ଦାସ): ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ୧୯ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ମିିିଳିବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ୧୮,୭୮୮ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରକାଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ…

ପାଣି ମୁନ୍ଦାଏ ପାଇଁ ଡହଳବିକଳ: ଜଙ୍ଗଲରେ ବର୍ଷାପାଣି ପିଉଛନ୍ତି ଯବାନ

ମାଲକାନଗିରି, ୧୧ା୭(ଦୁର୍ଯ୍ୟୋଧନ ପତ୍ର)ଛତିଶଗଡ ଜଙ୍ଗଲ ଓ ମାଓବାଦୀ ଉପଦ୍ରବ ଅଞ୍ଚଳରୁ ଆସିଲା କିଛି ଆଶ୍ଚର୍ଯ୍ୟ କରୁଥିବା ଚିତ୍ର। ମାଓବାଦୀ ଦମନ ପାଇଁ ଯବାନମାନେ କେମିତି ନଇ ନାଳ ଦେଇ ଅପରେଶନ ସାରି କ୍ୟାମ୍ପକୁ ଫେରୁଛନ୍ତି ଓ ଜଙ୍ଗଲରେ କିପରି ଜୀବନ ଅତିବାହିତ…

ମହିଳାଙ୍କୁ ପାହାଡ଼ରେ ଗଣବଳାତ୍କାର

କବିସୂର୍ଯ୍ୟନଗର, ୧୧ା୭ (କୃପାସିନ୍ଧୁ ସ୍ବାଇଁ)ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ପୀଡ଼ିତା…

ଦ୍ରୁତଗତିରେ ବୃଦ୍ଧି ପାଉଛି ଜନସଂଖ୍ୟା

ସାରା ବିଶ୍ୱରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ବିଶେଷକରି ଏହି ଦିନ ଆମକୁ ମନେ ପକାଇ ଦେଉଛି ଯେ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପରିବାର…

ଗୀତା ଧରି ଶପଥ ନେଲେ ବ୍ରିଟେନ୍‌ ଏମ୍‌ପି ଶିବାନୀ

ଲଣ୍ଡନ୍‌,୧୦ା୭: ଜୁଲାଇ ୪ରେ ଅନୁଷ୍ଠିତ ବ୍ରିଟେନ୍‌ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଶିବାନୀ ରାଜା ଲିସେଷ୍ଟର ଇଷ୍ଟ୍‌ ସଂସଦୀୟ ଆସନରେ ବିଜୟୀ ହୋଇଛନ୍ତି। କଞ୍ଜରଭେଟିଭ୍‌ ପାର୍ଟିରୁ ଲଢ଼ିଥିବା ଗୁଜରାଟୀ ମୂଳର ୧୯ ବର୍ଷୀୟା ବିଜିନେସ୍‌ଓମେନ୍‌ ଶିବାନୀ ଲେବର ପାର୍ଟିର ଭାରତୀୟ ବଂଶୋଦ୍ଭବ ରାଜେଶ…

ମୁସଲମାନ ମହିଳା ଭରଣପୋଷଣ ପାଇପାରିବେ; ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୦ା୭: କ୍ରିମିନାଲ ପୋସିଜିଓର କୋଡ୍‌ (ସିଆର୍‌ପିସି)ର ଧାରା ୧୨୫ ଅନୁଯାୟୀ ମୁସଲମାନ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ଆବେଦନ କରିପାରିବେ। ସୁପ୍ରିମକୋର୍ଟ ବୁଧବାର ଏକ ଐତିହାସିକ ରାୟରେ ଏହା କହିଛନ୍ତି। ଧର୍ମ ନିର୍ବିଶେଷରେ ସବୁ ବିବାହିତ ମହିଳାଙ୍କ କ୍ଷେତ୍ରରେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri