Home Left

ବାଣ ଫୁଟିଲେ ବି ପାକିସ୍ତାନ ଦେଉଛି ସଫେଇ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଖେଇ ଆସୁଛି ତେଣୁ ସମସ୍ତ ଦଳ ଓ ରାଜନେତା ରାଲି କରୁଛନ୍ତି। ଶେଷ ପର୍ଯ୍ୟାୟ ପାଇଁ ଭୋଟ ଶନିବାର ଅର୍ଥାତ୍‌ ଜୁନ ୧ ରେ ଅନୁଷ୍ଠିତ ହେବ। ଏହି ସମୟରେ ନିର୍ବାଚନ ପ୍ରଚାର…

ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ସର୍ବସାଧାରଣ ସ୍ତାନରେ ଖଣ୍ଡା ବୁଲାଇବା ସହ ରାସ୍ତାରେ ଯାତାୟତ ଗାଡି ମୋଟରକୁ ଅଟକାଇ ଆତଙ୍କରାଜ ଚଲାଇଥିବା ଅଭିଯୋଗରେ ପ୍ରତାପୁର ଗ୍ରାମର ମିଟୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୋମବାର…

‘ଇଣ୍ଡିଆ’ ମେଣ୍ଟର ଜନସଭା ସମୟରେ ଭାଙ୍ଗି ପଡିଲା ମଞ୍ଚ, ରାହୁଲଙ୍କୁ ସମ୍ଭାଳିଲେ ମିଶା ଭାରତୀ, ସୁରକ୍ଷାକର୍ମୀ

ପାଟନା,୨୭।୫: ପାଟାନାର ପାଲିଗଞ୍ଜରେ ରାହୁଲ ଗାନ୍ଧୀଙ୍କ ସାଧାରଣ ସଭା ସମୟରେ ହଠାତ୍‌ ମଞ୍ଚର ଏକ ଅଂଶ ଭାଙ୍ଗି ପଡିଥିଲା। ଏହି ଘଟଣା ଘଟିବା ପରେ ରାହୁଲ ଗାନ୍ଧୀ ଇଣ୍ଡିଆ ମିଳିତ ଦଳର ନେତାଙ୍କ ସହ ମଞ୍ଚରେ ଥିଲେ। ତେବେ ଆରଜେଡି ପ୍ରାର୍ଥୀ…

ଅଂଶୁଘାତର ପ୍ରତିକାର

”ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା କରି ଆସୁଅଛି। ଏହା ଏକ ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ପ୍ରକ୍ରିୟା ଅଟେ। ସାମ୍ପ୍ରତିକ…

ଓଡ଼ିଶାର ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ଭୁବନେଶ୍ୱର,୨୭।୫: ୧୪୭ ବିଧାନସଭାର ସମସ୍ତ ୧୨୮୫ ପ୍ରାର୍ଥୀଙ୍କୁ ନେଇ ଏଡିଆର୍‌ ସୋମବାର ରିପୋର୍ଟ ପ୍ରକାଶ କରିଛି। ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରେ ୩୨% ଅର୍ଥାତ୍‌ ୪୧୨ ଜଣ କୋଟିପତି ପ୍ରାର୍ଥୀ ଥିବା ଜଣାପଡିଛି। ରାଉଲକେଲାର ଭାଜପା ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସର୍ବାଧିକ…

ଇମୋଶନାଲ୍‌ ହେଲେ କୋହଲି: କହିଦେଲେ ହୃଦୟର କଥା

ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଆରସିବିର ସିଜିନ୍‌ ସମାପ୍ତ ହୋଇଥିଲା। ଏଥି ସହିତ ଚଳିତ ସିଜନରେ ଫାଇନାଲରେ କୋଲକାତା ନାଇଟ…

ଯୋଗୀ ଆଦିତ୍ୟନାଥ ଦେଲେ ବଡ ବୟାନ, ଏହି କାରଣ ପାଇଁ ମୁସ୍‌ଲିମ୍‌ ସଂରକ୍ଷଣ ବିରୋଧ କରୁଛି ଭାଜପା

ନୂଆଦିଲ୍ଲୀ,୨୭।୫: ଧର୍ମକୁ କେନ୍ଦ୍ର କରି ସଂରକ୍ଷଣ ଦେବା ଅଣସାମ୍ବିଧାନିକ ଏବଂ ଭାରତୀୟ ଜନତା ପାର୍ଟି କୌଣସି ପ୍ରକାର ମୁସଲିମ ସଂରକ୍ଷଣକୁ ବିରୋଧ କରେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ”ଧର୍ମ କେନ୍ଦ୍ରୀକ ସଂରକ୍ଷଣ ଦେବା ଅଣସାମ୍ବିଧାନିକ। ବାବା ସାହେବ…

ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ

ବାଲେଶ୍ୱର,୨୭ା୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନଗୁଡ଼ିକରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍‌ ପୋଲିସ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ଟିମ୍‌…

ରାଇସ ମିଲ୍‌ ଘେରିଲେ ଉତ୍ତ୍ୟେକ୍ତ ଲୋକେ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ପାଟଣା,୨୭।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ୍‌ ମିଲ୍‌ ଗେଟ୍‌ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ବିଭିନ୍ନ ଦାବିରେ ଘେରାଉ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦାବିକୁ…

ବ୍ରହ୍ମାଣ୍ଡ ତ ମୋଦି ତିଆରି କରିଛନ୍ତି: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଶବ୍ଦ ଯୁଦ୍ଧ ଜୋରଦାର ହେଉଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଜାତୀୟ ସଂଯୋଜକ…

ବ୍ରାଜିଲ ବନ୍ୟାରେ ମୃତକଙ୍କ ସଂଖ୍ୟା ୧୦୦ ପାର୍‌, ୫୬ ନିଖୋଜ

ସାଓ ପାଓଲୋ,୨୭।୫: ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରିଲ ୨୯ରେ ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେବେଠାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟରେ ବର୍ଷା ଓ…

ଏହି କ୍ରିକେଟର୍‌ଙ୍କୁ ଡେଟ୍‌ କରୁଛନ୍ତି ଶାହାରୁଖଙ୍କ ଝିଅ!

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମାଲିକ ଶାହାରୁଖ ଖାନ ତାଙ୍କ ଦଳର ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିବାର ଦେଖି ବେଶ୍‌ ଖୁସି ଅଛନ୍ତି। କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ କେକେଆର ଟ୍ରଫି ଜିତିବାର ଏକ ଅଂଶ ହୋଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri