Home Left

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ତାଙ୍କ ଝିଅଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ଲକ୍ଷ୍ନୌ, ୧୯।୭: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ ଘୋଷିତ କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ କୋର୍ଟ ପଳାତକ…

ଅଧିନାୟକ ହୋଇ ବି ହାରିଗଲେ ସୂର୍ଯ୍ୟକୁମାର, କୋଚ୍‌ ଗମ୍ଭୀର ନେଲେ ଚକିତ କଲା ଭଳି ନିଷ୍ପତ୍ତି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହେବା ପରେ ଭାରତୀୟ ପ୍ରଶଂସକ ଚକିତ ହୋଇଛନ୍ତି। କାରଣ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରୁ ଉପ ଅଧିନାୟକ ପଦ କାଢ଼ି ନିଆଯାଇ ଶୁଭମନ ଗିଲଙ୍କ ଦାୟିତ୍ୱ ମିଳିଛି। ସେହିଭଳି ସୂର୍ଯ୍ୟକୁମାର ଯାଦବଙ୍କୁ…

ମନୋରଞ୍ଜନ ଜଗତରେ ଟିମ୍‌ ଇଣ୍ଡିଆର ନୂଆ ଉପଅଧିନାୟକଙ୍କ ଏଣ୍ଟ୍ରି!

ନୂଆଦିଲ୍ଲୀ,୧୯।୭: ଟିମ୍‌ ଇଣ୍ଡିଆର ଓପନର୍‌ ଶୁଭମନ ଗିଲଙ୍କ ଭାଗ୍ୟ ଏବେ ଚମକୁଛି। କିଛି ମାସ ପୂର୍ବେ ତାଙ୍କୁ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ ମିଳିଥିଲା। ଏବେ ସେ ତିନି ଫର୍ମାଟରେ ଦଳର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି। ଟି୨୦ ବିଶ୍ୱକପ୍‌ରେ ସେ…

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୧୯।୭: ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଜୁଲାଇ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ଏଣୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ବରଗଡ଼ର ଭାଜପା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ପୂର୍ବତନ ବିଜେଡି ବିଧାୟକ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନବନିର୍ବାଚିତ ଭାଜପା ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କ ବିରୋଧରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ (ବିଜେଡ଼ି) ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଛନ୍ତିି । ବିଧାୟକ ଷଡ଼ଙ୍ଗୀ ତାଙ୍କ ନାମାଙ୍କନ ପତ୍ରରେ ଭୁଲ ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗ…

ପାକିସ୍ତାନରେ ବଢିଲା ହିନ୍ଦୁ ଜନସଂଖ୍ୟା

ଇସଲାମାବାଦ,୧୯।୭: ମୁସଲମାନ ବହୁଳ ପାକିସ୍ତାନରେ ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କର ଜନସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଶିଖ ଏବଂ ପାରସୀଙ୍କ ଜନସଂଖ୍ୟା ସମାନ ରହିଛି। ଦେଶର ୨୪କୋଟିରୁ ଅଧିକ ଲୋକଙ୍କର ମୋଟ ଜନସଂଖ୍ୟାରେ ୩୮ ଲକ୍ଷ ହିନ୍ଦୁ ଅଛନ୍ତି। ଡନ ଖବରକାଗଜ…

ବଢ଼ିଲା ପୂଜାଙ୍କ ଅଡ଼ୁଆ, ଏଫ୍‌ଆଇଆର୍‌ ଦାଏର କଲା ୟୁପିଏସ୍‌ସି

ନୂଆଦିଲ୍ଲୀ, ୧୯।୭: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦରେ ପଡ଼ିବା ପରେ ଲୋକ ସେବା ଆୟୋଗ ବା ୟୁପିଏସ୍‌ସି ପୂଜାଙ୍କ ବିରୋଧରେ ଏଫ୍‌ଆଇର ଦାଏର କରିଛି । ଏହା ସହିତ ସିଭିଲ…

୨୦୦ରୁ କମ୍‌ ଟଙ୍କାର ରିଚାର୍ଜରେ ମିଳିବ ୭୦ ଦିନର ଅନ୍‌ଲିମିଟେଡ୍‌ କଲ୍‌

ମୁମ଼୍ବାଇ, ୧୯।୭: ସରକାରୀ ଟେଲିକମ୍‌ ଏଜେନ୍ସି ବିଏସ୍‌ଏନ୍‌ଏଲ୍‌ ଏହାର ଶସ୍ତା ରିଚାର୍ଜ ପ୍ଲାନରେ କୋଟି କୋଟି ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କୁ ଆଶ଼୍ବସ୍ତି ଦେଇଛି । ଉପଭୋକ୍ତାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ବିଏସ୍‌ଏନ୍‌ଏଲ୍‌ ଏହାର ରିଚାର୍ଜ ତାଲିକାରେ ଉଭୟ ସର୍ଟ ଟର୍ମ ଏବଂ…

ଦିନେ ଥିଲେ ନବୀନଙ୍କ ପ୍ରତିଦ୍ୱନ୍ଦୀ ଆଉ ଏବେ ମିଳିଲା ବଡ଼ ପଦବୀ, ଜାଣନ୍ତୁ ପୀତାମ୍ବର ଆଚାର୍ଯ୍ୟଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ୱର,୧୯।୭: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଇନ…

ପୋଲିସକୁ ପିଟିଲା ପୋଲିସ, ଜାଣନ୍ତୁ ପୂରା ଘଟଣା

ରାଞ୍ଚି,୧୯।୭: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୋଲିସ ସହ ପୋଲିସର ସଂଘର୍ଷ ହୋଇଥିଲା। ସହକାରୀ ପୋଲିସର ପ୍ରଦର୍ଶନରେ ବିଶୃଙ୍ଖଳା ହୋଇଥିଲା। ବେତନ ବୃଦ୍ଧି ଏବଂ ସ୍ଥାୟୀକରଣ ଦାବିରେ ସହକାରୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ଯାଉଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗିବାକୁ…

ରତ୍ନଭଣ୍ତାର ଭିତରେ ୧୦ ଘଣ୍ଟାର ଲୋମଟାଙ୍କୁରା କଥା କହିଲେ ଜଷ୍ଟିସ ରଥ: କହିଲେ…

ପୁରୀ,୧୯।୭: ୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ତାର ଖୋଲିଛି । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରତ୍ନଭଣ୍ତାରକୁ ନେଇ ଅନେକ ଲୋକ ବିଶ୍ୱାସ ଥିଲା। କିଏ କହୁଥିଲେ ଏହାକୁ ଲୋକନାଥ…

ଜନସଂଖ୍ୟା ନିୟନ୍ତ୍ରଣର ବ୍ରାଣ୍ଡ ଆମ୍ବାସଡର ହୋଇ ଯାଆନ୍ତୁ ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀଙ୍କ ଉପଦେଶ

ଗୁଆହାଟି,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶୁକ୍ରବାର ଦାବି କରିଛନ୍ତି ଯେ ତାଙ୍କ ରାଜ୍ୟରେ ମୁସଲମାନ ଜନସଂଖ୍ୟା ୨୦୪୧ ସୁଦ୍ଧା ସଂଖ୍ୟାଗରିଷ୍ଠ ହେବ। ସେ କହିଛନ୍ତି ଯେ ଆସାମରେ ମୁସଲମାନମାନଙ୍କର ଜନସଂଖ୍ୟା ପ୍ରତି ଦଶ ବର୍ଷରେ ପ୍ରାୟ ତିରିଶ ପ୍ରତିଶତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri