Home Left

ମହାକାଶରେ କାହିଁକି ଲାଗେନି ଭୋକ, ମନପସନ୍ଦର ଖାଦ୍ୟ ବି ଲାଗେ ଫିକା, ଜାଣନ୍ତୁ କାରଣ…

ମହାକାଶଚାରୀମାନେ ମହାକାଶରେ ଖାଇପାରନ୍ତି ନାହିଁ। ପୃଥିବୀରେ ଭରପୂର ଖାଦ୍ୟ ଖାଉଥିବା ବେଳେ ମହାକାଶରେ ସେମାନଙ୍କ ପାଇଁ ଏହା ଫିକା ପଡ଼ିଯାଏ। ତେବେ ଏପରି କାହିଁକି ଘଟେ ତାହା ଜାଣିବା ପାଇଁ ଅଷ୍ଟ୍ରେଲିଆର ଆର୍‌ଏମ୍‌ଆଇଟି ବିଶ୍ୱବିଦ୍ୟାଳୟରେ ଗବେଷଣା କରାଯାଇଛି। ଅନୁସନ୍ଧାନକାରୀମାନେ ଏଥିରେ ଭିଆର୍‌…

ନିଜ ଦମ୍‌ରେ ଏକେଲା ବିଧାନସଭା ନିର୍ବାଚନ ଲଢିବ ଏଏପି

ଚଣ୍ଡିଗଡ଼,୧୮।୭: ପ୍ରାୟ ସମସ୍ତ ରାଜନୈତିକ ଦଳ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି) ଚଣ୍ଡିଗଡ଼ରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ଏଏପି ଘୋଷଣା କରିଛି ଯେ…

ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ସଞ୍ଚୀବ କୁମାର ବଲିଉଡ୍‌ର ମେଗାଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଶଂସକଙ୍କ ଗହଣରେ ହରି ଭାଇ ଭାବେ ଜଣାଶୁଣା ଥିଲେ। ସେ ନିଜ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ। ସେ କେବଳ ଜଣେ ଚମତ୍କାର ଅଭିନେତା…

ଧର୍ମଶାଳାରେ ଖଣି ବିଭାଗର ବଡ଼ ରେଡ୍

ଭୁବନେଶ୍ୱର,୧୮ା୭: ଓଡ଼ିଶା ଖଣି ବିଭାଗ ଶୁକ୍ରବାର ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଥିବା ଖଣି ଏବଂ ପଥର ଖଣି ଉପରେ ବ୍ୟାପକ ଚଢାଉ କରିଛି। ଲୁଣିବାର, ଚଢେଇଧରା ଏବଂ ଡଙ୍କାରୀ ଖଣି ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ପୂର୍ବ ବିଜେଡି ସରକାର…

କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି… 

ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର ଗ୍ରେଗ୍‌ ଓ୍ବାର୍କଲେଙ୍କ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ ଏହି ଦାୟିତ୍ୱ ତୁଲାଇବେ ବୋଲି…

୨୪ ଘଣ୍ଟା ପରେ କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଜାଣନ୍ତୁ କାହା ପଲ୍ଲା ଭାରି

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି। ଜୁନ ମାସରେ ଖେଳାଯାଇଥିବା ୨୦୨୪ ଟି-୨୦ ବିଶ୍ୱକପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ୨୪ ଘଣ୍ଟା ପରେ ଭାରତ ଏବଂ ପାକିସ୍ତାନର…

ପ୍ୟାରେଣ୍ଟସ୍‌ ହେଲେ ରିଚା ଚଢା-ଅଲି ଫାଜଲ

ମୁମ୍ବାଇ: ବଲିଉଡ କପଲ ରିଚା ଚଢା ଏବଂ ଅଲି ଫାଜଲଙ୍କ ଏବେ ଖୁସିର ସୀମା ନାହିଁ। କିଛିଦିନ ହେବ ଅଭିନେତ୍ରୀ ତାଙ୍କ ଗର୍ଭଧାରଣକୁ ନେଇ ଖବରରେ ରହି ଆସୁଥିଲେ। ଏଥି ସହିତ, ବର୍ତ୍ତମାନ ସେ ତାଙ୍କ ଘରେ ଜଣେ ନୂତନ ଅତିଥିଙ୍କ…

କିଏ ସେହି ଅରିନ୍ଦମ ଡାକୁଆ ଯିଏ ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୧୮।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ ନିଯୁକ୍ତି ପାଇଛନ୍ତି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ…

ପାକିସ୍ତାନର ହୋଶ୍‌ ଉଡାଇବ ଭାରତ, ହାତରୁ ଚାଲିଯିବ….

ନୂଆଦିଲ୍ଲୀ,୧୮।୭: ଆଗାମୀ ୭୨ ଘଣ୍ଟା ପାକିସ୍ତାନ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନରୁ ପାକିସ୍ତାନ ବଞ୍ଚିତ ହୋଇପାରେ। ୧୯ ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆଇସିସି ବୈଠକରେ ଏହା ଘୋଷଣା କରାଯାଇପାରେ।…

ଭୁବନେଶ୍ୱରରେ କିଣନ୍ତୁ କି ଦିଲ୍ଲୀରେ, ସମାନ ମୂଲ୍ୟରେ ମିଳିବ ସୁନା; ସରକାରଙ୍କ ବଡ଼ ଯୋଜନା…

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ…

ବିଜେଡିର ଛାୟା କ୍ୟାବିନେଟକୁ ନେଇ ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ, ପୂର୍ବରୁ ଏମିତି କରିଥିଲେ…

ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ ଗଠନ ହୋଇଛି। ଯାହାକୁ ନେଇ ବହୁ ଭାଜପା ନେତା ଟର୍ଗେଟ କରିଥିବାବେଳେ ବିଜେଡିର ଜଣେ ବରିଷ୍ଠ ନେତା ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ବିଜେଡି ନେତା ଅମର ଶତପଥୀ କହିଛନ୍ତି, ନବୀନ ପଟ୍ଟନାୟକ ବର୍ତ୍ତମାନ ଯେମିତି…

ଭାଙ୍ଗିଯିବ କି ଭାଜପା-ଏନସିପି ମେଣ୍ଟ! ଇସାରା ଦେଲା ଆରଏସଏସ

ନୂଆଦିଲ୍ଲୀ,୧୮।୭: ମହାରାଷ୍ଟ୍ର ଲୋକ ସଭା ନିର୍ବାଚନରେ ଏନଡିଏର ଖରାପ ପ୍ରଦର୍ଶନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପରାଜୟ ପାଇଁ ଏନଡିଏର ତିନି ପ୍ରମୁଖ ଦଳର ନେତା ପରସ୍ପରକୁ ଦୋଷ ଲଦୁଛନ୍ତି। ବର୍ତ୍ତମାନ ଏହି ଆରେପ-ପ୍ରତ୍ୟାରୋପ ଭିତରେ ଆରଏସଏସ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri