ଭାଜପାକୁ ବଡ଼ ଝଟ୍କା: ପଛୁଆ ଅଛନ୍ତି ୫ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଗଣନର ପ୍ରାରମ୍ଭିକ ରାଉଣ୍ଡରେ ମୋଦି ସରକାର କଡ଼ା ଟକ୍କର ସମ୍ମୁଖୀନ ହେଉଥିବା ଜଣାପଡିଛି। ପାଞ୍ଚଜଣ କେନ୍ଦ୍ର ମନ୍ତ୍ରୀ ପଛରେ ଅଛନ୍ତି। ଏହି ପାଞ୍ଚଜଣ ମନ୍ତ୍ରୀ ହେଉଛନ୍ତି ସ୍ମୃତି ଇରାନୀ, କୌଶଲ କିଶୋର, ଅଜୟ ମିଶ୍ର…
ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ଆଗୁଆ
ଛତ୍ରପୁର,୪ା୬: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀ ୮୦,୧୯୭୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର…
ଚିଲିକାରେ ସମ୍ବିତ ପାତ୍ର ଆଗୁଆ
ଭୁବନେଶ୍ୱର,୬।୪(ଅସମାପିକା ସାହୁ): ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୬ ଓ ବିଜେଡି ୫୪ ସିଟ୍ରେ ଆଗୁଆ ଅଛନ୍ତି। ୫ମ ରାଉଣ୍ଡରେ ଚିଲିକାରୁ ପୁରୀ ଏମପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସମ୍ବିତ ପାତ୍ରଙ୍କ ଠାରୁ ଅରୂପ ପଟ୍ଟନାୟକଙ୍କ ଠାରୁ…
ଅଧ୍ୟକ୍ଷ ବଦଳିବା ପରେ ବଦଳିଲା କଂଗ୍ରେସର ଭାଗ୍ୟ!
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ -୨୦୨୪ ଅନେକ କ୍ଷେତ୍ରରେ ଐତିହାସିକ ଅଟେ। ଭାଜପାର ନେତୃତ୍ୱରେ ଏନଡିଏ କ୍ଷମତାକୁ ଫେରିବାର ଦୃଢ ଆଶା ରହିଛି। ଅନ୍ୟପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ଯାଉଛି। ୨୦୧୪…
ଆନନ୍ଦପୁରରେ ୫ମ ରାଉଣ୍ଡରେ ବିଜେଡି ଆଗରେ
ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୧୩୬୮୯ଖଣ୍ଡ, ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୦୮୧୯ ଖଣ୍ଡ ଏବଂ ଭାଜପା ପ୍ରାର୍ଥୀ…
ଟ୍ରେଣ୍ଡ କରୁଛି ଭାଜପା: କଟକ, ଜଗତସିଂହପୁର, ଯାଜପୁରରେ ଆଗୁଆ
ଭୁବନେଶ୍ୱର,୪।୬: ଲୋକ ସଭାରେ ଟ୍ରେଣ୍ଡ କରୁଛି ଭାଜପା। କଟକ, ଜଗତସିଂହପୁର ଓ ଯାଜପୁର ଲୋକ ସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଭାଜପା ରହିଛି। କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ଭାଜପା ପ୍ରାର୍ଥୀ ଭତ୍ତୃହରି ମହତାବ…
ମଧ୍ୟ ଭୁବନେଶ୍ୱରରେ ଅପରାଜିତା ଆଗୁଆ
ଭୁବନେଶ୍ୱର,୪।୬(ଅସମାପିକା ସାହୁ): ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୬ ଓ ବିଜେଡି ୫୩ ସିଟ୍ରେ ଆଗୁଆ ଅଛନ୍ତି। ତେବେ ଭାଜପା ୭୫ ମ୍ୟାଜିକ ନମ୍ବର ଛୁଇଁ ସାରିଛି। ତେବେ ୪ର୍ଥ ରାଉଣ୍ଡରେ ମଧ୍ୟ ଭୁବନେଶ୍ୱରରେ ଭାଜପା ଏମପି ପ୍ରାର୍ଥୀ ଅପରାଜିତା…
ଅତାବିରା ବିଧାନସଭା: ଭାଜପା ୭୯୦୦ ଭୋଟରେ ଆଗୁଆ
ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଭାଜପା ୭୯୦୦ ଭୋଟରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ୨୧ହଜାର ୪୧୯ ଭୋଟ ମିଳିଥିବା ବେଳେ ବିଜେଡ଼ି…
କର୍ନାଟକରେ ଭାଜପା ୧୭ ସିଟରେ ଆଗୁଆ, ଚମକାଇ ପାରନ୍ତି ତେଜସ୍ବୀ ସୂର୍ଯ୍ୟା, ପ୍ରଜ୍ୱଳ ରେଭାନ୍ନା
ବେଙ୍ଗାଲୁରୁ,୪।୬: କର୍ନାଟକର ପ୍ରାରମ୍ଭିକ ଟ୍ରେଣ୍ଡରେ ପଦ୍ମ ଫୁଲିବାରେ ଲାଗିଛି ଯେଉଁଠାରେ ପୋଷ୍ଟାଲ ବାଲାଟ ଗଣନା ଚାଲିଛି । ତେବେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନୁଯାୟୀ କଂଗ୍ରେସ ପଛରେ ରହିଛି। କର୍ନାଟକର ୨୮ଟି ଲୋକସଭା ଆସନରେ ଭୋଟ ଗଣତି ସକାଳ୮ଟାରୁ ଆରମ୍ଭ ହୋଇଛି।…
ଅତାବିରାରେ ଭାଜପା ଆଗୁଆ
ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଚାଲିଛି। ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଭାଜପା ୭୯୦୦ ଖଣ୍ଡ ଭୋଟ୍ରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ୨୧ହଜାର ୪୧୯ ଭୋଟ୍ ମିଳିଥିବା…
ନିରଞ୍ଜନ ପୂଜାରୀ ପଛରେ, ଆଗରେ ଅଛନ୍ତି ପ୍ରମୋଦ
ସୋନପୁର,୬।୪: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ସୋନପୁର ବିଧାନସଭା ଭାଜପା ପ୍ରାର୍ଥୀ ପ୍ରମୋଦ ମହାପାତ୍ର ଆଗୁଆ ରହିଛନ୍ତି। ବିଜେଡି ପ୍ରାର୍ଥୀ…
ମୋଦି ପଛୁଆ: କଂଗ୍ରେସ କହିଲା, ଏହା କେବଳ ଟ୍ରେଲର
ନୂଆଦିଲ୍ଲୀ,୪।୬: ଭାଜପା ପାଇଁ ସବୁଠାରୁ ବଡ ଝଟକା ୟୁପିର ବାରାଣସୀ ଆସନରୁ ଆସିପାରେ। କଂଗ୍ରେସ ମଙ୍ଗଳବାର ବାରାଣସୀ ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ…
Archives


