ଜୟନାରାୟଣଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ବିଜେଡି ସରକାରକୁ ଫେରିବା ପାଇଁ ହେଲେ…
ଭୁବନେଶ୍ୱର,୨୨।୭: ଭାଜପା ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ଜୟନାରାୟଣ କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍। ସରକାରକୁ ଫେରିବା ପାଇଁ ହେଲେ ସେ ସେତେବେଳେ ପର୍ଯ୍ୟନ୍ତ ବଞ୍ଚିଥିଲେ ତ। ବିଜେଡିକୁ ରାଜନୈତିକ ଶିଷ୍ଠାଚାର ଜଣାନଥିଲା ଆମେ ଶିଷ୍ଠାଚାର ବିହୀନ…
ନୂଆ ମିଡିଆ ଟିମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ସୁଯୋଗ
ଭୁବନେଶ୍ୱର,୨୨।୭: ସୋମବାର ବିଜେଡି ନୂଆ ମିଡିଆ ଟିମ ଘୋଷଣା କରିଛି। ଏଥିରେ ୧୬ ଜଣଙ୍କୁ ସାମିଲ କରାଯାଇଛି। ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା…
ନୂଆ ଏଜି ଭାବେ ଦାୟିତ୍ୱ ନେଲେ ପୀତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର,୨୨।୭: ନୂଆ ଏଜି ଭାବେ ଦାୟିତ୍ୱ ନେଲେ ପୀତାମ୍ବର ଆଚାର୍ଯ୍ୟ। ସୋମବାର ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ କାର୍ଯ୍ୟରେ ଯୋଗ ଦେବା ପରେ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୀତାମ୍ବର କହିଛନ୍ତି, ବିନା ପକ୍ଷପାଖିତା,…
ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍
ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି ଯିଏ ସଂଘର୍ଷ କରିଛି ସିଏ ହିଁ ସଫଳତାର ହକ୍ଦାର ହୋଇପାରିଛି। ଏମିତି କିଛି କରି…
ସଂସଦରେ ଗର୍ଜିଲେ ବିଜେଡି ଏମ୍ପି: ଓଡ଼ିଶାକୁ ଦିଆଯାଉ ସ୍ବତନ୍ତ୍ର ରାଜ୍ୟ ପାହ୍ୟା
ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଓଡ଼ିଶାର ବିଜେଡି ଏମ୍ପି ରାଜ୍ୟ ସଭାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି। ବିଜେଡି ଏମ୍ପି ମୁନା ଖାଁ ଗୃହରେ କହିଛନ୍ତି, ଓଡ଼ିଶା…
ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ରହିବ ଛୁଟି
ଲକ୍ଷ୍ନୌ,୨୨।୭: ଶ୍ରାବଣର ପ୍ରତ୍ୟେକ ସୋମବାର ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ବାରାଣାସୀ ସହର ଅଞ୍ଚଳରେ ଏବଂ କାଉଡି ରୁଟ୍ରେ ପଡୁଥିବା ୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏହା…
ରତ୍ନଭଣ୍ଡାର ନେଇ ପୁଣି ଏମିତି କହିଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର,୨୨।୭: ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଦିନେ ଦୁଇଦିନ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସ୍ଆଇ। ଯାଞ୍ଚ କଲା ପରେ ଭିତର ଭଣ୍ଡାର ମରାମତି ନେଇ ନିଷ୍ପତ୍ତି ହେବ। ତେବେ…
ସୁଜିତ୍ ଆଉଟ୍ ଶୁଭାଶିଷ ଇନ୍ : ରାଜ୍ୟ ସଭା ପ୍ୟାନେଲରେ ସାମିଲ ହେଲେ ଶୁଭାଶିଷ ଖୁଣ୍ଟିଆ
ଭୁବନେଶ୍ୱର,୨୨।୭: ବିଜେଡି ଏମ୍ପି ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭା ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ଶୁଭାଶିଷଙ୍କୁ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ଦିଆଯାଇଛି। ବିଜେଡି ଏମ୍ପି ସୁଜିତ କୁମାରଙ୍କ ସ୍ଥାନରେ ଶୁଭାଶିଷଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷ ପ୍ରତିବର୍ଷ…
ଆଦିବାସୀଙ୍କ ପାଇଁ ଖୁସି ଖବର, ମୋହନ ସରକାର ନେଇଛନ୍ତି ଏହି ନିଷ୍ପତ୍ତି
ଭୁବନେଶ୍ୱର,୨୨ା୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ରଘୁବର ଦାସ ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖିଛନ୍ତି। ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳି ରାଜ୍ୟ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ଆଦିବାସୀ…
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, କହିଲେ ବଡ କଥା..
ଭୁବନେଶ୍ୱର,୨୨ା୭: ନିର୍ବାଚନ ପରେ ପୁଣିଥରେ ଭି.କେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଉପରେ ପ୍ରତିକ୍ରିୟା ଦେଇ ନବୀନ ବଡ ମନ୍ତବ୍ୟ ଦେଇଛନ୍ତି। ନବୀନ ନିଜ ”ଏକ୍ସ’ ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷରେ…
ସରକାରୀ ପାଣ୍ଠି ନିଜ ଆକାଉଣ୍ଟକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫର କରି ଫସିଲେ ସରକାରୀ ବାବୁ
କଟକ,୨୨ା୭: ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ। ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରିବା ଅଭିଯୋଗରେ ଉପନିର୍ଦ୍ଦେଶକ ବସନ୍ତ ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର,…
୮ ରୁ ୧୭ ବର୍ଷ ବୟସର ଆଥଲେଟଙ୍କୁ ପ୍ରଶିକ୍ଷଣ ପାଇଁ କ୍ରୀଡ଼ା ଏକାଡେମୀ: ଅବସରପ୍ରାପ୍ତ କ୍ରୀଡ଼ାବିତ୍ଙ୍କୁ ମିଳବ ବୃତ୍ତି
ଭୁବନେଶ୍ୱର,୨୨।୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିିଛନ୍ତି। ତାଙ୍କ ଅଭିଭାଷଣରେ କ୍ରୀଡ଼ାକୁ ଗୁରୁତ୍ୱ ଦେଇ ସେ କହିଛନ୍ତ ମୋ ସରକାର ଏକ ନୂତନ କ୍ରୀଡ଼ା ନୀତି ଆରମ୍ଭ କରିବାକୁ ଯାଉଛନ୍ତି।…
Archives


