‘ଓଡ଼ିଶାରୁ ବିଜେଡି-ନବୀନ ଯୁଗ ସରିଲା, ତାମିଲ ଶାସନ ହଟିଲା’
ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୯।୬ : ଖୋର୍ଦ୍ଧା ଜେଲରୁ ବାହାରିଲେ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କୁ ରବିବାରଠାରୁ ତିନି ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲା ଦୌରାଜଜ-୧ମ। ପୁତୁରା ଶୁଦ୍ଧିକ୍ରିୟା, ଶପଥ ଗ୍ରହଣ ଉତ୍ସବ ରେ ଯୋଗଦାନ ଏବଂ ସ୍ବାସ୍ଥ୍ୟଗତ…
ଟି-୨୦ ବିଶ଼୍ବକପ୍: ଭାରତ ବିରୋଧରେ ପାକିସ୍ତାନ ଟିମ୍ର ବଡ଼ ଚାଲ୍, ବଦଳାଇ ପାରେ ରଣନୀତି
ନୂଆଦିଲ୍ଲୀ, ୯ା୬: ଆଇସିସି ଟି-୨୦ ବିଶ଼୍ବକପ୍ରେ ଆଜି ହାଇ-ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ଟକ୍କର ହେବ। ପ୍ରତିଥର ଭଳି ଟିମ୍ ଇଣ୍ଡିଆର ପଲା ଭାରି ରିହିବା ନେଇ ଆଶା କରାଯାଉଛି। ପୂର୍ବଥର ଭାରତୀୟ…
‘ଏବେ ବି ପ୍ରେମ ସରିନି’, ନବୀନ-ପାଣ୍ଡିଆନଙ୍କ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ପ୍ରଶାନ୍ତ
ଭୁବନେଶ୍ୱର,୯।୬: ଖୋର୍ଦ୍ଧା ଜେଲରୁ ବାହାରୁ ବାହାରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତ କହିଛନ୍ତି, ନବୀନଙ୍କ ପାଣ୍ଡିଆନ ପ୍ରେମ ଏବେ ବି ସରିନି। ଲୋକଙ୍କ ଭଲ ପାଇବା ଏବେ ବି ମୋ ପ୍ରତି ରହିଛି। ଜୀବନର ଶେଷ ରକ୍ତ…
ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଗଲା ଫୋନ୍, ଲିଷ୍ଟରେ ନାହିଁ ଓଡ଼ିଶା ନେତାଙ୍କ ନାଁ
ନୂଆଦିଲ୍ଲୀ,୯।୬: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଫୋନ୍ ଆସିଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ଏମ୍ପି ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜରାପୁ…
୨୦୧୯ରେ ସ୍ବାଧୀନ, ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟରଙ୍କ ସମର୍ଥନ
ରାୟଗଡ଼ା,୯।୬(ଆଶିଷ ରଞ୍ଜନ ପଣ୍ଡା)ଚଳିତ ସାଧାରଣ ନିର୍ବାଚନରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ତେବେ କୋରାପୁଟ ଲୋକ ସଭା ଆସନରେ କିନ୍ତୁ ଭାଜପା ବିଫଳ ହୋଇଛି। ଏଠାରେ ୬ଟି ବିଧାନସଭା…
ନିର୍ବାଚନ ପରେ ଖାଦ୍ୟ ସାମଗ୍ରୀ ଦର ବଢୁଛି
ଯାଜପୁର,୯ା୬(ହର୍ଷବର୍ଦ୍ଧନ ବେହେରା)ସାଧାରଣ ନିର୍ବାଚନ ପରେ ପରେ ଖାଉଟି ସାମଗ୍ରୀ ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଚାଉଳ ସମେତ ତେଲ, ଡାଲି, ଆଳୁ, ପିଆଜ, ଟମାଟୋ ଇତ୍ୟାଦିର ଦର ବୃଦ୍ଧି ଯୋଗୁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ପରିବାରଙ୍କ ମୁଣ୍ଡରେ ଚଡ଼କ…
କେନ୍ଦ୍ର କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ, ଏହି ସବୁ ନେତାଙ୍କ ପାଖକୁ ଗଲା ଫୋନ୍
ନୂଆଦିଲ୍ଲୀ,୯।୬: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ଏମ୍ପିମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ ଆସିବା ଆରମ୍ଭ ହୋଇଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି…
ଗୋଟିଏ ଦିନରେ ନବଯୈାବନ ଦର୍ଶନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା
ପୁରୀ,୯ା୬(ଅଜିତ୍ ମହାନ୍ତି)ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଜୁଲାଇ ୭ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ୨୨ତାରିଖରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ମହାପ୍ରଭୁଙ୍କ ଅଣସର ୧୫ଦିନ ପରିବର୍ତ୍ତେ ୧୩ଦିନ ପଡୁଛି। ଫଳରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ପଡୁଛି।…
ଅଡୁଆ ବଢାଇଲେ ଗେହଲଟ୍, ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ରଖିଲେ ବଡ଼ ଦାବି, କହିଲେ ପ୍ରଥମେ…
ଜୟପୁର,୯।୬: ନରେନ୍ଦ୍ର ମୋଦି ଆଜି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ନରେନ୍ଦ୍ର ମୋଦି ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି। ଏହି ସମୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏକ୍ସରେ ଏକ…
ଅଭିନେତ୍ରୀ ଲିପିକାଙ୍କ ସିକ୍ରେଟ୍, ଖଳନାୟିକା ଚରିତ୍ରକୁ ନେଇ ପରିଚିତ ହେଲେ ହେଁ ଭୁତକୁ ପ୍ରବଳ ଭୟ
ଖୁବ୍ କମ୍ ବୟସରେ ସେ ଆସିଥିଲେ ଅଭିନୟ ଜଗତକୁ । ଇଚ୍ଛା ଥିଲା ନାୟିକା ଦୌଡ଼ରେ ସାମିଲ ହେବାର। ହେଲେ ସାଜିଗଲେ ଖଳନାୟିକା । ଲୋକଙ୍କ ଗାଳିକୁ ସେ ନିଜ ଅଭିନୟ ଜୀବନର ସାର୍ଥକତା ମଣିଲେ । ସେ ହେଲେ ଅଭିନେତ୍ରୀ…
୨ବର୍ଷରେ ସରିବ ଜାତୀୟ ଅଭିଲେଖାଗାର ଡିଜିଟାଇଜେଶନ
ଭୁବନେଶ୍ୱର,୯ା୬(ଶର୍ମିଷ୍ଠା ପାଣିଗ୍ରାହୀ)ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ଅଭିଲେଖାଗାର ସହିତ ଜାତୀୟ ଅଭିଲେଖାଗାରର ଏକ ଆଞ୍ଚଳିକ ଶାଖା ରହିଛି। ମାତ୍ର ଏହି ଜାତୀୟ ଅଭିଲେଖାଗାର ସମ୍ପର୍କରେ ବହୁ ଲୋକ ଜାଣିନାହାନ୍ତି। ଏପରିକି ଦେଶରେ ମଧ୍ୟ ଅଭିଲେଖାଗାରଗୁଡ଼ିକର ବିଭିନ୍ନ ବିକାଶମୂଳକ କାମ ଅନ୍ୟ କ୍ଷେତ୍ର ତୁଳନାରେ…
ଏସ୍ସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ
କଟକ,୯।୬ (ଶିଳ୍ପା ପ୍ରିୟଦର୍ଶିନୀ): ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୧୧ ଦିନ ପରେ ଆଜି କଟକ ଏସ୍ସିବିରୁ ଡିସଚାର୍ଜ କରାଯାଇଛି। ଗତ ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ ମେଡିକାଲର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ।…
Archives


