Home Left

ବାଲେଶ୍ବର, ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୬।୬: ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟ୍‌ରେ ୨ରୁ ୩ ଥର ପ୍ରଚଣ୍ଡ ଶବ୍ଦ ଶୁଭିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ପ୍ରଚଣ୍ଡ ଶବ୍ଦ କେଉଁଠାରୁ ଶୁଭିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ।…

କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ

ଦାରିଙ୍ଗବାଡ଼ି,୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକାଧିକ ଲୋକଙ୍କ ଆଜବେଷ୍ଟ ଛପର ଉଡ଼ିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଥିବା ମିଳିଛି। ସିମନବାଡ଼ିର ବଜାର…

ପାଣ୍ଡିଆନ୍‌ଙ୍କ ମୁଣ୍ଡରେ ଦୋଷ ଦେଇ ଖସିଯାଇପାରିବେନି ନବୀନ: ଜୟନାରାୟଣ

ଭୁବନେଶ୍ୱର,୬।୬: ଓଡ଼ିଶାରେ ଭାଜପା ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଦଳ କସରତ ଆରମ୍ଭ କରିଛି। ଭାଜପା ନେତା ଜୟନାରାୟଣ ମିଶ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଯିଏ ବି ମୁଖ୍ୟମନ୍ତ୍ରୀ…

ଇଲେକ୍ଟ୍ରିଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବାଲିଗୁଡ଼ା,୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ଡାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି। ଅନ୍ୟପଟେ କଂଗ୍ରେସ ଏଥର ୯୯ ଆସନ ଜିତିବାରେ ସକ୍ଷମ ହୋଇଛି। ୨୯୩ ଅସନ…

ଚନ୍ଦ୍ରବାବୁ ନାଇଡୁ ନା ନୀତୀଶ କୁମାର, କିଏ ସବୁଠୁ ଧନୀ, ଜାଣନ୍ତୁ ଉଭୟଙ୍କ ମୋଟ୍‌ ସମ୍ପତ୍ତି

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ପରେ ନୀତୀଶ କୁମାର ଏବଂ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି, କାରଣ ଉଭୟ ବର୍ତ୍ତମାନ ଏନଡିଏ ପାଇଁ କିଙ୍ଗମେକରଙ୍କ ଭୂମିକା ତୁଲାଉଛନ୍ତି। ଯଦି ଉଭୟ ଏନଡିଏକୁ ସମର୍ଥନ କରନ୍ତି ନାହିଁ,…

ଅଖିଳେଶଙ୍କ ନୂଆ ରଣନୀତି, ବିଧାୟକ ପଦ ଛାଡ଼ି ଦିଲ୍ଲୀ ରାଜନୀତିରେ ହେବେ ସକ୍ରିୟ…

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହାର ଶ୍ରେୟ ଅଖିଳେଶ ଯାଦବଙ୍କୁ ଯାଉଥିବା ବେଳେ ଏବେ ସେ ନୂଆ ରଣନୀତିରେ କାମ କରୁଛନ୍ତି। ସେ ବିଧାୟକ ପଦ ଛାଡ଼ିବା ପରେ ଦିଲ୍ଲୀ ରାଜନୀତିରେ ସକ୍ରିୟ ହେବେ।…

ଅଯୋଧ୍ୟାରେ ଭାଜପା ହାରିବା ପରେ, ଲକ୍ଷ୍ମଣ କହିଲେ…

ନୂଆଦିଲ୍ଲୀ, ୬ା୬: ଲୋକସଭା ନିର୍ବାଚନରେ ଭାଜପା ଅଯୋଧ୍ୟାର ଫୌଜାବାଦ୍‌ ଆସନରୁ ହାରିଯାଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ବିପକ୍ଷ ଦଳର ନେତା ଏହାକୁ ହିନ୍ଦୁତ଼୍ବ ରାଜନୀତି ବିରୋଧରେ ଜନାଦେଶ ବୋଲି କହିଛନ୍ତି। ଅନ୍ୟପଟେ ଏହି ଆସନକୁ ନେଇ…

ଭାଜପାର ଟେନ୍‌ସନ୍‌ ବଢାଇଲା ଜେଡିୟୁ

ନୂଆଦିଲ୍ଲୀ,୬।୬: ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଏଭଳି ପରିସ୍ଥିତିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ଉପରେ ଭାଜପାର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏନଡିଏର ସହଯୋଗୀମାନେ ଏହା…

BSKY କାର୍ଡକୁ ନେଇ ବଡ଼ କଥା କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୬ା୬: ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଗୁରୁବାର ସେ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ…

ଇଣ୍ଡିଆ ମେଣ୍ଟ ଗଢିବ କି ସରକାର: ଚକିତ କଲା ଭଳି ମନ୍ତବ୍ୟ ଦେଲେ ଅଖିଳେଶ

ନୂଆଦିଲ୍ଲୀ,୬।୬: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା କେବେ…

ଭାରତୀୟ ସ୍ବାମୀ ଖୋଜୁଛନ୍ତି ରୁଷୀୟ ଇନ୍‌ଫ୍ଲୁଏନ୍ସର

ନୂଆଦିଲ୍ଲୀ: ସମ୍ପ୍ରତି ସୋସିଆଲ ମିଡିଆରେ ଭିଡିଓ ହେଉ ଅବା ରିଲ୍ସ କୌଣସି ମଧ୍ୟ କଣ୍ଟେଣ୍ଟ୍‌ ଦ୍ରୁତ ଗତିରେ ଭାଇରାଲ ହେଉଛି। ବିଭିନ୍ନ ସୋସିଆଲ ମିଡିଆରେ କଣ୍ଟେଣ୍ଟ୍‌ କ୍ରିଏଟରମାନେ ମଧ୍ୟ ଏପରି ଭିଡିଓ ଅପଲୋଡ୍‌ କରୁଛନ୍ତି ଯାହାକୁ ୟୁଜର୍ସମାନେ ବେଶ୍‌ ପସନ୍ଦ କରୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri