ରେଳ ମନ୍ତ୍ରଣାଳୟ ମାଗିଲେ ଆନନ୍ଦ ମୋହନ, ନୀତୀଶ ସହଯୋଗୀଙ୍କ ହାଇ ଡିମାଣ୍ଡ
ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ଦିନଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଖବରର ଶିରୋନାମାରେ ଅଛନ୍ତି। ୧୬ ଟି ସିଟ ମଧ୍ୟରୁ ୧୨ଟି ସୁରକ୍ଷିତ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଟିଡିପି ପରେ ନ୍ୟାସନାଲ…
ନିର୍ବାଚନ ଫଳାଫଳ ପରେ ରାହୁଲଙ୍କ ପାଇଁ ଆଉ ଏକ ଖୁସିଖବର
ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଜପାମାମଲା…
ଆମେରିକାଠାରୁ ପରାସ୍ତ ହେବାପରେ ମନର ଯନ୍ତ୍ରଣା ବଖାଣିଲେ ପାକିସ୍ତାନ ଅଧିନାୟକ
ନ୍ୟୁୟର୍କ,୭।୬: ଟି-୨୦ ବିଶ୍ୱକପ୍ର ଏକ ମ୍ୟାଚ୍ରେ ପାକିସ୍ତାନକୁ ହରାଇ ଆମେରିକା ଏକ ବଡ ଓଲଟପାଲଟ କରିଛି। ଗ୍ରୁପ ଏର ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦…
ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍
ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ…
BSKY କାର୍ଡ ବଦଳରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ କେଉଁମାନେ ପାଇବେ ଲାଭ
ଭୁବନେଶ୍ୱର,୭।୬: ଓଡ଼ିଶାରେ ଭାଜପା ସରକାର ଗଢିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମସ୍ତ ଲାଭାର୍ଥିମାନେ ଏହି ଆୟୁଷ୍ମାନ ଭାରତ ଯୋଜନାର ଲାଭ…
କ’ଣ ହେବ ମିଶନ ଶକ୍ତି ମହିଳାଙ୍କ ଭାଗ୍ୟ
ବାରିପଦା,୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବହୁମତ ପାଇ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତି ଜାରି ରଖିଛି। ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉକତ୍ଣ୍ଠା ଦେଖାଦେଉଛି। ବିଜେଡି ସରକାରରେ ଚାଲିଥିବା ଯୋଜନାଗୁଡ଼ିକ ବନ୍ଦ…
ନବୀନଙ୍କୁ ଝୁରୁଛନ୍ତି ଆରତି ମା’
ରାଜନଗର,୭ା୬(ଭାସ୍କର ରାଉତରାୟ):ଚଳିତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଫଳାଫଳ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିର୍ବାଚନ ଶେଷରେ ପୂର୍ବାନୁମାନ କରାଯାଇଥିବା ବିଭିନ୍ନ ଜାତୀୟସ୍ତରୀୟ ଏକ୍ଜିଟ୍ ପୋଲ୍ରେ ଆକଳନ କରାଯାଇଥିବା ଫଳାଫଳକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି ଓଡ଼ିଶାବାସୀ। ଦୀର୍ଘ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ…
ବୋଧହୁଏ ଭୁଲ ସମୟରେ ଜନ୍ମ ହୋଇଛି ଇଭିଏମ୍: କାହିଁକି ଏମିତି କହିଲେ ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୭।୬: ଇଭିଏମ ଅର୍ଥାତ୍ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ପ୍ରତ୍ୟେକ ନିର୍ବାଚନରେ ବହୁ ଚର୍ଚ୍ଚିତ ହୋଇଥାଏ। ପ୍ରାୟତଃ ବିରୋଧୀ ଦଳର ନେତାମାନେ ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥାନ୍ତି। ଏଥି ସହିତ ନିର୍ବାଚନ ଆୟୋଗଙ୍କୁ ବାରମ୍ବାର ସ୍ପଷ୍ଟୀକରଣ ଦେବାକୁ ପଡେ। ଏବେ ଲୋକ…
ଝାରସୁଗୁଡ଼ାରେ ଲାଗିଛି ହୋର୍ଡିଂ! ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’
ଭୁବନେଶ୍ୱର,୭।୬: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ। କାରଣ ସେ ପ୍ରତ୍ୟକ୍ଷ ଭାବେ ଭାଜପା ନେତାଙ୍କୁ ଟାର୍ଗେଟ କରିବା ସହ ବିଜେଡି ନ ଜିତିଲେ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ଏଣୁ…
ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା
ଭୁବନେଶ଼୍ବର, ୭ା୬: ଯୁକ୍ତ ଦୁଇରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ଆଜିଠାରୁ ଆରମ୍ଭ ହୋଇଛି। ଦଶମ ଶ୍ରେଣୀରେ ଉତ୍ତିର୍ଣ୍ଣ ଛାତ୍ରୀଛାତ୍ର କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ଉପଶାସ୍ତ୍ର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବେ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା…
ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍ କରିଦେଲା ୟୁଟ୍ୟୁବ୍
ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍ସେଶନ ଚାହତ ଫତେ ଅଲି ଖାନ୍ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ ଥିଲେ।…
ଆଜି ବେଙ୍ଗାଲୁରୁ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ
ବେଙ୍ଗାଲୁରୁ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଶୁକ୍ରବାର ବେଙ୍ଗାଲୁରୁର ସ୍ବତନ୍ତ୍ର ଅଦାଲତରେ ହାଜର ହେବେ। ତାଙ୍କ ନାମରେ ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଗତ ବର୍ଷ ବିଧାନସଭା ନିର୍ବାଚନ…
Archives


