Home Left

୧୦ ବର୍ଷରେ ୨୫ କୋଟି ଲୋକ ଗରିବରୁ ବାହାରିଛନ୍ତି: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଭବନରେ ‘ବିକାଶ ଭାରତର ଯାତ୍ରା: ୟୁନିଅନ ବଜେଟ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି…

ଇତିହାସ ରଚିଲେ ମନୁ, ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଥିବା ପ୍ରଥମ ଭାରତୀୟ ଆଥଲେଟ

ପ୍ୟାରିସ,୩୦।୭: ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ ତାଙ୍କ ଦଳରେ…

ଘରେ ମେଡ୍‌ ରଖିଥିଲେ… ହୋଇଯାନ୍ତୁ ସାବଧାନ

ଆଜିକାଲି ଅଧିକାଂଶ ପରିବାରରେ ମେଡ୍‌ଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ତେବେ ଘରେ ଏମାନେ କାମ କରୁଥିବା ସମୟରେ ବିଭିନ୍ନ ଦିଗକୁ ନେଇ ସଚେତନ ରହିବାକୁ ହୁଏ। ନଚେତ୍‌ ବହୁ ସମସ୍ୟା ଆସିଥାଏ। ଏହି ଦୃଷ୍ଟିରୁ କେଉଁ ସବୁ କଥାକୁ…

୪୫ ଲୋକଙ୍କ ମୃତ୍ୟୁକୁ ନେଇ ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ୱାୟନାଡ଼, ୩୦।୦୭: କେରଳର ୱାୟନାଡ଼ରେ ହୋଇଥିବା ଭୁସ୍ଖଳନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମିିଳିଥିବା ସୂଚନା ଅନୁସାରେ ପ୍ରକୃତିର ଏହି ତାଣ୍ଡବରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୦୦ ରୁ ଅଧିକ ଲୋକ…

ପାଣିରେ ବୁଡ଼ିଗଲେ ୩ ଶିଶୁ

ହାଟଡିହୀ,୩୦ା୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍‌ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି। ମିଳିଥିବା ସୂଚନା…

ପୁଅର କଳା କାରନାମା ସହି ପାରିଲେନି ମା’ ବାପା: ନେଲେ ଏଭଳି ଚରମ ପଦକ୍ଷେପ

ଗଞ୍ଜାମ,୩୦।୭: ଗଞ୍ଜାମ ଜିଲା ସଦର ଥାନା ଗୌତମୀରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଳା କାରନାମା ପାଇଁ ମା’ ବାପା ବଷ ପିଇ ଦେଇଚନ୍ତି। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି। ବାପାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଶିକ୍ଷାମନ୍ତ୍ରୀଙ୍କ ବଡ଼ ସୂଚନା: ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଏଣିକି ପିଲାଙ୍କୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୩୦।୭: ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି…

ଟ୍ରେନ ଦୁର୍ଘଟଣାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଅଖିଳେଶ-ମମତା, ଜେଏମଏମ କହିଲା ରିଲ କରିବା ଛାଡନ୍ତୁ ରେଳମନ୍ତ୍ରୀ

ନୂଆଦିଲ୍ଲୀ,୩୦।୭: ଦେଶରେ ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଭାରତ ସରକାରଙ୍କ ସମ୍ବେଦନଶୀଳତା କେବେ ଶେଷ ହେବ? ଯେଉଁଠାରେ ଏସପି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି…

ଗିରଫ ହେଲେ କୁବେର କମିଶନର, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, ୩୦।୭: ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ…

ହାୱଡା- ମୁମ୍ବାଇଏକ୍ସପ୍ରେସ ଦୁର୍ଘଟଣା: ଆଖିବୁଜିଲେ ୨ ଓଡ଼ିଆ

ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ହାୱଡା- ମୁମ୍ବାଇଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା।  ଟ୍ରେନର ୧୮ଟି ବଗି କ୍ଷତି  ହୋଇଥିବା ବେଳେ ଦୁର୍ଘଟଣାରେ ୬ ଗୁରତର ହୋଇଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବର୍ତ୍ତମାନ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨…

ସେବାୟତଙ୍କୁ କାରଣ ଦର୍ଶାଅ ନୋଟସ, ୭ ଦିନ ଭିତରେ ଉତ୍ତର ନ ଦେଲେ…

ଭୁବନେଶ୍ୱର,୩୦।୭: ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏ…

ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଟାଲି: ଟପ୍‌ ୨ରେ ଜାପାନ-ଫ୍ରାନ୍ସ, ଜାଣନ୍ତୁ ଭାରତର ସ୍ଥାନ କେତେ ନମ୍ବରରେ

ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri