Home Left

ନିର୍ବାଚନ ପରେ ଅଖିଳେଶ-କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା, ପ୍ରକୃତ ଅସୁବିଧାରେ ନାଇଡୁ

ନୂଆଦିଲ୍ଲୀ,୧୧।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଏହାର ନିର୍ବାଚନୀ ଘୋଷଣାପତ୍ରରେ ଗରିବ ମହିଳାମାନଙ୍କୁ ପ୍ରତି ମାସରେ ୮୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲା। ଏହି କାରଣରୁ, ନିର୍ବାଚନ ଫଳାଫଳ ଆସିବା ପରେ ତୁରନ୍ତ ଅନେକ ମହିଳା ଉତ୍ତର ପ୍ରଦେଶର ରାଜଧାନୀ…

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ପୂର୍ବରୁ ଆସିଲା ଟ୍ରାଫିକ୍‌ ଗାଇଡ୍‌ଲାଇନ୍‌: ଜାଣନ୍ତୁ କେଉଁପଟ ଦେଇ ଯିବ ଗାଡ଼ି

ଭୁବନେଶ୍ୱର,୧୧।୬: ଜୁନ୍‌ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହ ଉତ୍ସବରେ…

ଜୁନ ୧୩ରୁ ଖବରଦାତାଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର,୧୧।୬: ଆସନ୍ତା ଜୁନ ୧୩ ତାରିଖରୁ ଖବରଦାତାଙ୍କ ପାଇଁ ଲୋକସେବା ଭବନ ଖୋଲିବ। ୨୦୨୦ କରୋନା କାଳରୁ ଖବରଦାତାଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଯାହା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତିନ ପ୍ରସାଦ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜିତିନ ପ୍ରସାଦ ବର୍ତ୍ତମାନ କେନ୍ଦ୍ରର ଦାୟିତ୍ୱ ଗ୍ରହଣ କରିବେ। ମୋଦି ୩.୦ ସରକାରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ…

ଛିଣ୍ଡୁନି ଅଙ୍କ, ବାଚସ୍ପତି ପଦ ନେଇ ଟଣାଓଟରା

ନୂଆଦିଲ୍ଲୀ,୧୧।୬: ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରୀପଦ ବଣ୍ଟନ ପରେ ଏବେ ବାଚସ୍ପତି ପଦ ଉପରେ ନଜର ରହିଛି। ଏଥର ଭାଜପାକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ବାଚସ୍ପତି ପଦ ଲାଗି ସହଯୋଗୀଙ୍କ ସହିତ ବିଚାରବିମର୍ଷ ଚାଲିଛି। ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ଦଳ…

ଖୋଜାପଡ଼ିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର

ଭୁବନେଶ୍ୱର,୧୧।୬: ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅର୍ଥାତ୍‌ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକ ପରେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଘୋଷଣା କରାଯିବା ସମ୍ଭାବନା ରହିଛି। ଏହାସହ ଭାଜପା…

ଗୋଟିଏ ଝଟ୍‌କାରେ ଚାଲିଗଲା ୪ ୟୁଟ୍ୟୁବରଙ୍କ ଜୀବନ

ଲକ୍ଷ୍ନୌ, ୧୧।୦୬: ଉତ୍ତର ପ୍ରଦେଶର ଅମରୋହ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ ଜଣ ୟୁଟ୍ୟୁବରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୟୁଟ୍ୟୁବରମାନେ ଗଜରୈଲାରେ ଜନ୍ମଦିନ ପାଳନ କରି ବୁଲନ୍ଦ ସହରକୁ ଫେରୁଥିବା ବେଳେ ଏପରି…

କେଉଁଠି ପାଠ ପଢିଛନ୍ତି ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ସେ ତାଙ୍କ କ୍ୟାବିନେଟରେ ୭୧ ନେତାଙ୍କୁ ମଧ୍ୟ ସାମିଲ କରିଥିଲେ। ମୋଦିଙ୍କ ମନ୍ତ୍ରୀମାନେ ଦଶମ ପାସ ଠାରୁ ଆରମ୍ଭ କରି ଯେଉଁମାନେ…

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍‌ ନ…

କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍‌ଇର…

ପଞ୍ଜାବରେ ନିର୍ବାଚନ ହାରୁଥିବା ନେତାଙ୍କୁ କାହିଁକି କରାଯାଉଛି ମନ୍ତ୍ରୀ? ୨୦୧୪ରୁ ଏବେ ପର୍ଯ୍ୟନ୍ତ ୩ ଥର ଏମିତି ହେଲାଣି

ନୂଆଦିଲ୍ଲୀ,୧୧।୬: ମୋଦିଙ୍କ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ଆଖି ପଞ୍ଜାବରୁ ଆସୁଥିବା ରବଣୀତ ସିଂ ବିଟୁଙ୍କ ଉପରେ ଥିଲା। ସୂଚନାଯୋଗ୍ୟ, ନିର୍ବାଚନରେ ହାରିବା ପରେ ମଧ୍ୟ ରବଣୀତ ସିଂ ବିଟୁଙ୍କୁ ମୋଦିଙ୍କ ଦଳରେ ସାମିଲ କରାଯାଇଥିଲା।…

ଦାୟିତ୍ୱ ନେବାପରେ ପିଓକେକୁ ନେଇ ଏମିତି କହିଦେଲେ ଜୟଶଙ୍କର, କେହି କରିପାରିଲେନି ବିଶ୍ୱାସ

ନୂଆଦିଲ୍ଲୀ,୧୧।୬: ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଏସ ଜୟଶଙ୍କର କାର୍ଯ୍ୟ ଆରମ୍ଭ କରିନ୍ତି। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri