ବର୍ଷାଋତୁରେ ନଦୀବନ୍ଧରେ ପଥର ପ୍ୟାକିଂ
ଯାଜପୁର/ପ୍ରୀତିପୁର,୫ା୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ଜଳସେଚନ ଉପଖଣ୍ଡ ଅନ୍ତର୍ଗତ ଖରସ୍ରୋତା ନଦୀର ଶାଖା ନୂଆମାହାରା ନାଳାର ବାମପାର୍ଶ୍ୱ କୁସୁନପୁରଠାରେ ନଦୀବନ୍ଧର ପଥର ପ୍ୟାକିଂ କାର୍ଯ୍ୟ ବର୍ଷାଋତୁରେ ଚାଲିଛି। ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ୨୭ ଲକ୍ଷ ଟଙ୍କା ବ୍ୟୟ…
ବିଷ ପିଇ ମା’ବାପାଙ୍କ ମୃତ୍ୟୁ: ପୁଅ ଗୁରୁତର
କଟକ,୪।୮: କଟକ ସିଡିଏରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରବିବାର ରାତିରେ ବିଷ ପିଇ ଗୋଟିଏ ପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମା’, ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।…
ମହୁ ବିକିବା ବାହାନାରେ ଘରେ ପଶି ଚୋରି
ରାଜଗାଙ୍ଗପୁର,୪।୮(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରପରିଷଦର ୱାଡ ନଂ. ୧୮ ବାଣ୍ଠୁପଡାରେ ମହୁ ବିକୁଥିବାର ଆଳଦେଖେଇ ଘରେ ପଶି ରୂପା ଅଳଙ୍କାର ଓ ଟଙ୍କା ଚୋରି କରି ଫେରାଇ ମାରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ…
ବ୍ରିଟେନ୍ରେ ହିିଂସା: କଠୋର କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଲଣ୍ଡନ,୪ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଓ ଅଶାନ୍ତି ଲାଗିରହିଥିବା ବେଳେ ପୋଲିସ୍ ଶତାଧିକ ଲୋକଙ୍କୁ ଗିରଫ କରିଛି। ହିଂସାକାଣ୍ଡ ଘଟାଉଥିବା ଉଗ୍ରବାଦୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍…
ଓ୍ବାକଫ୍ ଆଇନରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର
ନୂଆଦିଲ୍ଲୀ,୪ା୮: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ୍ବାକଫ୍ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଓ୍ବାକଫ୍ ବୋର୍ଡର କ୍ଷମତା ସଙ୍କୁଚିତ ହେବ। ଏହି ଆଇନରେ ମୋଟ ୪୦ଟି ସଂଶୋଧନକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଆସନ୍ତା ସପ୍ତାହରେ ଉକ୍ତ…
ଆସନ୍ତା ୨ ଦିନରେ ବଦଳିବ ପାଗ
ଭୁବନେଶ୍ୱର,୪।୮:ରାଜ୍ୟରେ ୨ଦିନ ଧରି ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ ୨ଦିନରେ ପାଗ ବଦଳିବ। ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ…
ଅଯୋଧ୍ୟା ବଳାତ୍କାର ଘଟଣାକୁ ନେଇ ଲକ୍ଷ୍ନୌରେ ଭାଜପା ନେତା ଲଗାଇଲେ ହୋର୍ଡିଂ
ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଅଯୋଧ୍ୟା ଗ୍ୟାଙ୍ଗରେପ ମାମଲାକୁ ନେଇ ୟୁପି ରାଜନୀତି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପ୍ରତିଦିନ ନେତାଙ୍କ ବିବୃତ୍ତି ସାମ୍ନାକୁ ଆସୁୁଛି। ଏହି ସମୟରେ ରାଜଧାନୀ ଲକ୍ଷ୍ନୌରେ ଭାଜପା ନେତା ଶ୍ୱେତା ସିଂ ଲକ୍ଷ୍ନୌର ୧୦୯୦ଛକଠାରେ ଅଯୋଧ୍ୟା ବଳାତ୍କାର ଅଭିଯୁକ୍ତଙ୍କ…
ନୋବେଲ ବିଜେତାଙ୍କ ଚେତାବନୀ, ଭାରତ ପର୍ଯ୍ୟନ୍ତ ବ୍ୟାପିବ ବାଂଲାଦେଶ ହିଂସା
ଢାକା/ନୂଆଦିଲ୍ଲୀ,୪।୮: ନୋବେଲ ବିଜେତା ତଥା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ବ୍ୟାପିଥିବା ହିଂସା ପଡୋଶୀ ଦେଶ (ଭାରତ) କୁ ମଧ୍ୟ ବ୍ୟାପିବ। ସେ କହିଛନ୍ତି ଯେ ଏହାକୁ ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିବା…
ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ନୋଭାକ ଜୋକୋଭିକ
ପ୍ୟାରିସ,୪।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୋଭାକ ଜୋକୋଭିକ ପୁରୁଷ ଟେନିସ ସିଙ୍ଗଲ ଫାଇନାଲରେ କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୋକୋଭିକ ଅଲକାରାଜଙ୍କୁ ସିଧାସଳଖ ସେଟରେ ୭-୬ (୭-୩), ୭-୬ (୭-୨) ରେ ପରାସ୍ତ କରିଥିଲେ। ସେ ଟେନିସରେ…
ବିବାହର ପ୍ରଥମ ରାତିରେ କାନ୍ଦିଥିଲେ ଶାହରୁଖ: ସ୍ତ୍ରୀଙ୍କୁ ଛାଡି ପଳାଇଥିଲେ…
ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡର ସବୁଠାରୁ ଧନୀ ଅଭିନେତା ହେବା ବ୍ୟତୀତ ସେ ଅନ୍ୟତମ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି। ଶାହାରୁଖ ଖାନ ବଲିଉଡର ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ…
ଏହି ରାଜ୍ୟରେ ବାହାର ରାଜ୍ୟର ଲୋକଙ୍କୁ ମିଳିବ ନାହିଁ ସରକାରୀ ଚାକିରି!
ଗୁଆହାଟୀ,୪।୮: ଆସାମର ରାଜଧାନୀ ଗୁଆହାଟୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୪ ଅଗଷ୍ଟ)ରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର ଖୁବ ଶୀଘ୍ର ଏକ ନୂତନ ଆବାସିକ ନୀତି ପ୍ରଣୟନ କରିବେ, ଯାହା ଅଧୀନରେ…
ଗୋଟିଏ ଗୋଡ଼ରେ କାଉଡ଼ିଆ ଯାତ୍ରା କରି ଚର୍ଚ୍ଚାରେ ଏହି ବ୍ୟକ୍ତି
ନୂଆଦିଲ୍ଲୀ,୪।୮:ପ୍ରତିବର୍ଷ ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ଦେଶର ପ୍ରତ୍ୟେକ କୋଣରୁ ଆରମ୍ଭ ହୋଇ ଗଙ୍ଗା ନଦୀ ପର୍ଯ୍ୟନ୍ତ ଯାଇଥାଏ। ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଶିବ ଭକ୍ତ କାଉଡ଼ିଆ ଯାତ୍ରାରେ ସାମିଲ ହୋଇଛନ୍ତି। କାଉଡ଼ିଆ ଯାତ୍ରୀମାନେ ନିଜ ଉଭୟ କାନ୍ଧରେ…
Archives


