Home Left

କଳାକାରଙ୍କ ହକ୍‌ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳା, କଳାକାରଙ୍କ ହକ ଓ ସ୍ବାର୍ଥ ପାଇଁ ମହାସଂଘ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି…

ହୀରାକୁଦ ଡ୍ୟାମ୍‌ରୁ ଆଉ ଖୋଲିଲା ୪ ଗେଟ୍‌

ସମ୍ବଲପୁର,୪।୮: ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ…

ତୁରନ୍ତ ଇସ୍ତଫା ଦିଅନ୍ତୁ ପ୍ରଧାନମନ୍ତ୍ରୀ: ତେଜିଲା ବିବାଦ, କଫ୍ୟୁ ଜାରି

ଢାକା,୪।୮: ବାଂଲାଦେଶରେ ପୁଣିଥରେ ସରକାର ବିରୋଧୀ ବିରୋଧ ଆରମ୍ଭ ହୋଇଛି। ପୁଣି ଥରେ ହଜାର ହଜାର ଲୋକ ରାଜଧାନୀ ଢାକାକୁ ଯାଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ରବିବାର ଶାସକ ଆୱାମୀ ଲିଗ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ…

ଏହି ଦେଶର କୋଚ ହେବେ ରାହୁଲ ଦ୍ରାବିଡ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୮: ରାହୁଲ ଦ୍ରାବିଡଙ୍କ କୋଚିଂର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଏବେ ଦ୍ରାବିଡ ଇଂଲଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ ହେବା ନେଇ ଗୁଜବ ଆରମ୍ଭ…

ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍‌ଙ୍କ ଭଳି କାର୍ଯ୍ୟ କରୁଛନ୍ତି ବୋଲି…

ଇଣ୍ଡିଆ ଜିତିବା ପରେ କମେଣ୍ଟ୍ରି ବକ୍ସରୁ ଶୁଭିଲା କାନ୍ଦିବା ଶବ୍ଦ

ପ୍ୟାରିସ,୪।୮: ରବିବାର ହକି କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୪-୨ରେ ପରାସ୍ତ କରି ପ୍ୟାରିସ ଅଲିମ୍ପିକ୍ସରେ ପଦକ ଦୌଡ଼ରେ ଭାରତ ନିଜକୁ ଏକ ପାଦ ଆଗକୁ ନେଇଛି। ଏହି ମ୍ୟାଚରେ ଅନେକ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, କିନ୍ତୁ ଭାରତୀୟ ଦଳର ବିଜୟ…

ଉକୁଣୀ ପାଇଁ ଜରୁରୀ ଅବତରଣ କଲା ବିମାନ, ପୂରା ଘଟଣା ଜାଣିଲେ…

ଓ୍ବାଶିଂଟନ,୪ା୮: ତ୍ରୁଟି କିମ୍ବା ବୈଷୟିକ ଅସୁବିଧା ଯୋଗୁ ବିମାନକୁ ବେଳେବେଳେ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥାଏ ମାତ୍ର କିନ୍ତୁ ଏକ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାହା ଘଟିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଟିକ୍‌ଟକ୍‌ କ୍ରିଏଟର ଏଥାନ ଜୁଡେଲସନ୍‌ ଫିନିକ୍ସକୁ ଯିବା…

ହାରିଗଲେ ଲକ୍ଷ୍ୟ ସେନ୍‌: ଏବେ ବି ରହିଛି ପଦକ ସୁଯୋଗ

ପ୍ୟାରିସ୍‌,୪।୮: ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କ ବିପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ହାରିଯାଇଛନ୍ତି। ଏହି ମ୍ୟାଚରେ ଲକ୍ଷ୍ୟ ଏକ ଚମତ୍କାର ଆରମ୍ଭ କରିଥିଲେ, କିନ୍ତୁ ଆକ୍ସେଲସେନ ଉଭୟ ଗେମ୍‌ରେ ଭାରତୀୟ ଖେଳାଳିଙ୍କୁ ପରାସ୍ତ…

ସୋମବାର ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ! ଏହାସହ କ’ଣ ରହିଛି ମନ୍‌ ଡେ’ କନେକଶନ

ତେହେରାନ,୪।୮: ହମାସ ପଲିଟ ବ୍ୟୁରୋ ମୁଖ୍ୟ ଇସମାଇଲ ହାନିୟେଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ଶପଥ ନେଇଛି। ପ୍ରକାଶ ଯେ, ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଏହି ଆକ୍ରମଣକୁ ଅନୁମୋଦନ କରିଛନ୍ତି ଏବଂ ଇରାନ ସେନା ଶୀଘ୍ର ଇସ୍ରାଏଲ…

ଅମିତ ଶାହା କଲେ ବଡ଼ ଭବିଷ୍ୟବାଣୀ: ୨୦୨୯ରେ ଏନ୍‌ଡିଏ…

ଚଣ୍ଡିଗଡ,୪।୮: ଚଣ୍ଡିଗଡ଼ ଗସ୍ତରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିମାଜ୍ରା ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ସେଠାକାର ଲୋକଙ୍କୁ ସମ୍ବୋଧିତ କରିବାବେଳେ ସେ କହିଥିଲେ,୨୦୨୯ରେ ମଧ୍ୟ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଅମିତ ଶାହା କହିଛନ୍ତି,…

ପାକିସ୍ତାନକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍‌କା: ଆଇସିସି ପ୍ରସ୍ତୁତ କରୁଛି ପ୍ଲାନ୍‌-ବି

ନୂଆଦିଲ୍ଲୀ,୪।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦିଓ ବିସିସିଆଇ ଆନୁଷ୍ଠାନିକ ଭାବେ…

୪ ଆନ୍ତଃରାଜ୍ୟ ଡକାୟତ କୋର୍ଟଚାଲାଣ

ପାଟଣା,୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଝାଡ଼ଖଣ୍ଡ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri