ଖାଲି ପାଦରେ ୧ କି.ମି. ଦୌଡ଼ିଥିଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସହ ରୋଶନ୍ ମାଥ୍ୟୁ ଓ ଗୁଲ୍ଶାନ ଦେବେୟା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବିନୀତ ଜୈନଙ୍କ ଦ୍ୱାରା ନିର୍ମିତ ଏହି…
୫ ହଜାର କି.ମି. ଦୂରରେ ରହି ଡାକ୍ତରଙ୍କ ଅସ୍ତ୍ରୋପଚାର
ସାଂଘାଇ: ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସମ୍ପ୍ରତି ଜଣେ ଡାକ୍ତର ବହୁ ଦୂରରେ ଥାଇ ମଧ୍ୟ ରୋଗୀଙ୍କ ଅସ୍ତ୍ରୋପଚାର କରିପାରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଚାଇନାର ଲୁଓ କ୍ୱିଙ୍ଗ୍କ୍ୱାନ ନାମକ ଜଣେ ସର୍ଜନଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର…
୭୫ ବର୍ଷର ଫର୍ଦ୍ଦ ପାଠ
ମଣିଷ ସୃଷ୍ଟି ହେବା କାଳରୁ ବିଜ୍ଞାନ ସହ ତା’ର ପରିଚୟ। ଅଥଚ ଅଧିକାଂଶ ବ୍ୟକ୍ତି ବିଜ୍ଞାନ ପ୍ରତି ବୀତସ୍ପୃହ। ମାତ୍ର ଜନସାଧାରଣଙ୍କ ମନୋଭାବର ପ୍ରସାର କରିବା ଏବଂ ସେମାନଙ୍କ ଜୀବନର ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ବିଜ୍ଞାନ ହିଁ ପ୍ରଧାନ ଅବଲମ୍ବନ।…
ସାରସ୍ବତ ସୃଷ୍ଟିରେ ନନ୍ଦିନୀ ଶତପଥୀଙ୍କ ଭୂମିକା ଅତୁଳନୀୟ
ଭୁବନେଶ୍ୱର, ୫।୮ (ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ମହିଳା ସଶକ୍ତୀକରଣ ପାଇଁ ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦୃଢ଼ ପଦକ୍ଷେପ ନେଇଥିଲେ। ମା’ମାନେ ଯେତେବେଳେ ହାଣ୍ଡିଶାଳରୁ ବାହାରୁ ନ ଥିଲେ, ସେତେବେଳେ ନନ୍ଦିନୀ ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ଆନ୍ଦୋଳନ ଆରମ୍ଭ କରିଥିଲେ।…
ଗ୍ରାମାଞ୍ଚଳରେ ଜିଓର ଡିଜିଟାଲ୍ କ୍ରାନ୍ତି
ମୁମ୍ବାଇ, ୫।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓ ବ୍ରାଣ୍ଡ୍ର ଡିଜିଟାଲ୍ କ୍ରାନ୍ତି ଆଣିଛି। ଏପରିକି ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳରେ ଡିଜିଟାଲ୍ କ୍ରାନ୍ତି ସ୍ବରୂପ ରିଲାଏନ୍ସ ଜିଓ ରାଜ୍ୟର…
ଦୁଷ୍ପ୍ରାପ୍ୟ ପୁଷ୍ପ ବ୍ରହ୍ମକମଳ
ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ। ପୁରାଣ ଅନୁସାରେ ଏହା ବ୍ରହ୍ମାଙ୍କ ହସ୍ତରେ ସୁଶୋଭିତ ଓ କେଦାରନାଥ, ବଦ୍ରିନାଥ ତଥା ଅନ୍ୟ ଧାମରେ…
ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ, ୫ା୮(ଅଜିତ୍ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ତେଣୁ…
ବଜାରରେ ନିକନର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୫।୮: ନିକନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ନିକନ)ର ନୂତନ ଉତ୍ପାଦ ‘ଜେଡ ୬ଆଇଆଇଆଇ’ର ଅନାବରଣ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏପରି କି ନିକନର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ନୂତନ ମଡେଲର…
୧୦୪୬ ରାଜସ୍ବ ଗ୍ରାମ ବଢ଼ିଲା
ଭୁବନେଶ୍ୱର, ୫।୮(ସୁନିତ୍ ମିଶ୍ର):ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ୩୦ ଜିଲା ଲାଗି ଜିଲାପାଳମାନଙ୍କ ତରଫରୁ ମୋଟ୍ ୫୪୯୬ଟି ପଡ଼ା ଗ୍ରାମ ତାଲିକା ପ୍ରଦାନ କରାଯାଇଛି।…
ଜେଏସ୍ପିକୁ ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର୍ ଆଓ୍ବାର୍ଡ
ଭୁବନେଶ୍ୱର, ୫।୮: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଅଗ୍ରଣୀ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି) କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ/ଉତ୍ତରଦାୟିତ୍ୱ (ସିଏସ୍ଆର୍) କାର୍ଯ୍ୟକ୍ରମ…
ବାର୍ହା ଭାବି ସମ୍ପର୍କୀୟ ଶ୍ୱଶୁରଙ୍କୁ ଗୁଳି
ବଇଣ୍ଡା,୫ା୮(ପରିକ୍ଷିତ ସାହୁ):ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ। ଛତୁ ତୋଳିସାରି ବୁଦା ଭିତରୁ ବାହାରି ଆସୁଥିବା ସମ୍ପର୍କୀୟ ଶ୍ୱଶୁରଙ୍କୁ ବାର୍ହା ଭାବି ଗୁଳି ଚଳାଇଛନ୍ତି ଜ୍ୱାଇଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର…
ବେଆଇନ କାରବାର ଯୋଗୁ ଟିକସ ସଂଗ୍ରହ ହ୍ରାସ
ନୂଆଦିଲ୍ଲୀ,୫।୮: କ୍ରମାଗତ ଭାବେ ସାରା ବିଶ୍ୱରେ ବେଆଇନ କାରବାର ବୃଦ୍ଧି ସାଙ୍ଗକୁ ଉଭୟ ନକଲି ଓ ନିଷିଦ୍ଧ ଉପତ୍ାଦଗୁଡିକ ପାଇଁ ବିଶ୍ୱସ୍ତରରେ ରାଜସ୍ବ ଓ ଟିକସ ହ୍ରାସ ହେଉଛି। ଏପରିକି ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହିଛି, ଯାହା ଏହି ସମସ୍ୟାକୁ…
Archives


