ଖରାପ କ୍ୱାଲିଟିର ହେଲମେଟ୍ ବିକୁଥିଲେ ସାବଧାନ, ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୫।୮:ହେଲମେଟ୍ ନ ପିନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ଗଳାଇବା ଦ୍ୱାରା ବିଭିନ୍ନ ସଡକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଗାଡି ଚଳାଇବାବେଳେ ହେଲମେଟ ପିନ୍ଧିବା ଏବଂ ସିଟ୍ ବେଲ୍ଟ ଲଗାଇବା ପାଇଁ କଡ଼ା…
ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର…
ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ ଅଧିକ…
ଏସପି-କଂଗ୍ରେସକୁ ଭାଙ୍ଗି ଦିଅ, ୟୁପିରେ ରାହୁଲଙ୍କ କେତେ ଦମ୍ ଜଣାପଡିଯିବ: ବ୍ରିଜଭୂଷଣ
ନୂଆଦିଲ୍ଲୀ,୫।୮: ରାହୁଲ ଗାନ୍ଧୀଙ୍କ ‘ଚକ୍ରବ୍ୟୁହ’ ବୟାନରେ ରାଜନୀତି ଥମିବାର ନାଁ ନେଉନାହିଁ। ଏହାରି ଭିତରେ ଭାଜପା ନେତା ତଥା ପୂର୍ବତନ ଏମପି ବ୍ରିଜଭୂଷଣ ଶରଣ ସିଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ତାଙ୍କୁ…
ସେମିଫାଇନାଲ୍ ପୂର୍ବରୁ ଭାରତୀୟ ହକି ଟିମ୍କୁ ଲାଗିଲା ବଡ଼ ଝଟ୍କା: ଏହି ଖେଳାଳିଙ୍କ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୫।୮: ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫଆଇଏଚ) ଭାରତର ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚ ଉପରେ ପ୍ରତିବନ୍ଧକ ଲଗାଇଛି। ଫଳରେ ସେ ମଙ୍ଗଳବାର ଜର୍ମାନୀ ବିପକ୍ଷରେ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲ ମ୍ୟାଚ ଖେଳି ପାରିବେ ନାହିଁ। ରବିବାର ବ୍ରିଟେନ…
ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍
ପୁରୀ,୫ା୮(ଅଜିତ୍ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍ ଦରିଆ ମେ ଡାଲ୍’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ ବିଦେଶରୁ…
ପରିଚୟ ଖୋଜୁଛି ଐତିହ୍ୟ ଖୋର୍ଦ୍ଧାଗଡ଼
ଖୋର୍ଦ୍ଧା,୫ା୮(ପ୍ରଭାତ ପାଣିଗ୍ରାହୀ): ଓଡ଼ିଆ ଜାତିର ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡ଼ି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜଙ୍କ ବିରୋଧରେ ସଶସ୍ତ୍ର…
ସୁଧୁରୁନାହିଁ ଚାଇନା:ପୁଣି ତାଇୱାନ ସୀମାରେ ଛାଡିଲା ଜାହାଜ
ବେଜିଂ,୫।୮: ଚାଇନା ଏବଂ ତାଇୱାନ ମଧ୍ୟରେ କ୍ରମାଗତ ଭାବେ ଉତ୍ତେଜନା ବୃଦ୍ଧି ପାଉଛି। ବେଜିଂ ଏହାର କାର୍ଯ୍ୟରୁ ନିବୃତ୍ତ ନୁହେଁ। ପୁଣିଥରେ ଚାଇନା ସେନା ତାଇୱାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ…
ଏସ୍ସିବିରେ ପାଳନ ହେଉନି ସ୍ବାସ୍ଥ୍ୟ ବିଭାଗ ନିୟମ
କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ (ଏସ୍ସିବି)ମେଡିକାଲର ବିଭିନ୍ନ ସ୍ଥାନରେ ପାନ, ଗୁଟ୍ଖା ଛେପ ନ ପକାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ନ ମାନିଲେ ଜରିମାନା ଆଦାୟ…
ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର,୫।୮: ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହାକୁ ନେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ଏକ ବିସ୍ଫୋରକ ମନ୍ତବ୍ୟ ନେଇଛନ୍ତି। ମମତା ମହନ୍ତ ଦଳ ଛାଡିବା ଏକ ଟ୍ରେଲର ଥିଲା, ଆଗକୁ ଲୋକ…
ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କଟକ,୫ା୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ରେଡ୍ ଚାଲିଛି।…
ଚାପିଦେଲା ଟ୍ରକ୍, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନ
କେନ୍ଦୁଝର,୫ା୮: କେନ୍ଦୁଝର ଜିଲାର ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା-ପୁଅଙ୍କ ସହିତ ପଡ଼ୋଶୀ ଘରର ପିଲା ଏକ ବାଇକ୍ରେ ସ୍କୁଲ ଯାଉଥିବା ସମୟରେ ଟ୍ରକ୍ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ…
ମୋଦିଙ୍କୁ ନେଇ କହୁ କହୁ ଏମିତି କହିଦେଲେ ଅମିତ ଶାହା
ନୂଆଦିଲ୍ଲୀ,୫।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବିରୋଧୀଦଳ ଯେଉଁମାନେ କହୁଛନ୍ତି ଯେ ସରକାର ୫ ବର୍ଷ ପର୍ଯ୍ୟନ୍ତ ରହିବେ ନାହିଁ, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୋଦି ସରକାର କେବଳ ୫ ବର୍ଷ…
Archives


