Home Left

ତାତିଲେ ପ୍ରମିଳା: କହିଲେ ଭାଜପା କେବଳ ବାହାସ୍ଫୋଟ…

ଭୁବନେଶ୍ୱର,୫।୮: ଭାଜପା ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ ପରେ, ଏହାର ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ତେବେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାଜପା  ବିଧାୟକ ଅଶୋକ ମହାନ୍ତି କହିଥିଲେ, ବିଜେଡିର ଅନେକ…

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ମୁଖ୍ୟ ସଡ଼କରେ। ମୃତ ଯୁବକ ଜଣକ ହେଲେ ଉମରକୋଟ…

ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ କେତେ

ଭୁବନେଶ୍ୱର,୫।୮: ସୋମବାର କଟକ ଓ ଭୁବନେଶ୍ୱରରେ ସୁନାଦର ବଢିଛି । ରବିବାର ଅପେକ୍ଷା ସୁନାର ଦାମ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ ସୁନା ଦର ୭୦,୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର…

ପାଣି ଟ୍ୟାଙ୍କରରେ ପିଟିହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଦେଉଲକଣା ଗ୍ରାମଠାରେ ଏକ ପାଣି ଟ୍ୟାଙ୍କର ସହ ବାଇକ୍‌ ଧକ୍କା ହେବା ଫଳରେ ଜଣେ ଯୁବକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସିନ୍ଧିଗୁଡ଼ା ଗ୍ରାମର ବୈଶିଷ୍ଟ ମାଝି(୨୦) ଏବଂ…

ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍‌ରେ

ପୁଣେ,୫।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁମ୍ବାଇର ଶିବଡି ବିଧାନସଭାରୁ ବାଲା ନନ୍ଦଗାଓଁକର ଏବଂ ପନ୍ଦରପୁରରୁ ଦିଲୀପ ଧୋଟରେଙ୍କୁ…

ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଶୋକର ଛାୟା

ଲଣ୍ଡନ,୫।୮: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ଗ୍ରାହାମ ଥୋର୍ପେଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ୫୫ ବର୍ଷ ବୟସରେ ଥୋର୍ପେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଚାରି ଦିନ ପୂର୍ବରୁ ଥୋର୍ପେ ତାଙ୍କ ଜନ୍ମଦିନ ପାଳନ କରିଥିଲେ।…

ଯନ୍ତ୍ରୀ ନା ଜମିଦାର: ଯେତେ ଖୋଲୁଛି ସେତେ ବାହାରୁଛି ସୁନା

କଟକ,୫।୮: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି। ସୁନା ହାର, ଚେନ, ଚୁଡ଼ି, ମୁଦି ଏମିତି କେତେ କଣ ଅଳଙ୍କାରଭିଜିଲାନ୍ସ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଭିଡ଼: ଠେଲା ପେଲା ଦଳାଚକଟା

ଭୁବନେଶ୍ୱର,୫।୮: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏମିତିକି ନାହିଁ ନ ଥିବା ଭିଡ ସହ ଠେଲା ପେଲା ଦଳାଚକଟା ମଧ୍ୟ ହୋଇଛି। ପଞ୍ଜୀକରଣ ପାଇଁ ଲୋକଙ୍କ…

ଦିଲ୍ଲୀରୁ ଫେରିବା ପରେ ତାରାଙ୍କ ବିସ୍ଫୋରକ ବୟାନ, କହିଲେ..

ଭୁବନେଶ୍ୱର,୫।୮: ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଧାୟକ ଦଳର ନେତା ହେବା ତାଙ୍କର ଅଧିକାର ଥିଲା। ଅନ୍ୟପକ୍ଷେ ସେ ପିସିସି…

ସ୍ତ୍ରୀଙ୍କୁୁ ବାଲ୍‌ଟିରେ ପିଟିପିଟି ମାରିଲେ ସ୍ବାମୀ

ବାଲେଶ୍ୱର,୫।୮: ସ୍ତ୍ରୀଙ୍କୁୁ ବାଲ୍‌ଟିରେ ପିଟିପିଟି ମାରିେଲେ ସ୍ବାମୀ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଣିଦା ଗାଁରେ  ମୃତକ ହେଲେ କଳ୍ପନା ମହାନ୍ତି । ସ୍ତ୍ରୀ କଳ୍ପନା ସ୍ବାମୀ କାଦୁ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ ସମୟରେ…

କୋଚିଂ ସେଣ୍ଟରଗୁଡିକ ପାଲଟିଗଲାଣି ଡେଥ୍‌ ଚାମ୍ବର:ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ,୫।୮: ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀଛାତ୍ରଙ୍କ ମାମଲା ସୁପ୍ରିମକୋର୍ଟ ସୋମବାର କଡ଼ା ମନୋଭାବ ଦେଖାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଦେଶର ବିଭିନ୍ନ…

ଭାଜପା ନେତାଙ୍କ ବିସ୍ଫୋରକ ବୟାନ, ବହୁ ବିଜେଡି ନେତା ଅଛନ୍ତି ଯୋଗାଯୋଗରେ…

ଭୁବନେଶ୍ୱର,୫।୮: ଭାଜପା ନେତାଙ୍କର ବିସ୍ଫୋରକ ବୟାନ। ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଏପରି ବଡ଼ ବୟାନ ଦେଇଛନ୍ତି ପାଲଲହଡା ଭାଜପା ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri