Home Left

ଆଜି ଅଲମ୍ପିକ୍ସ ମୈଦାନକୁ ଓହ୍ଲାଇବେ ନୀରଜ ଚୋପ୍ରା, ଭାରତକୁ ମିଳିପାରେ ପଦକ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ଆଜି ଭାରତ ପାଇଁ ବଡ଼ ଦିନ । କାରଣ ଆଜି ହକି ଟିମ୍‌ ଅଲମ୍ପିକ୍ସରେ ଜର୍ମାନୀ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିବ । ଏଥିରେ ଜିତିବା ଅର୍ଥ ଭାରତର ଗୋଟିଏ ପଦକ ପକ୍କା ।…

ଆଜି ରିମାଣ୍ଡରେ ଯିବେ ୫ ସ୍ତ୍ରୀଙ୍କ ସ୍ବାମୀ,୪୯ ଜଣଙ୍କ ପ୍ରେମିକ: ଖୋଲିବ କେଳେଙ୍କାରୀ ଗୁମର

ଭୁବନେଶ୍ୱର,୪।୮: ୫ ସ୍ତ୍ରୀଙ୍କ ସ୍ବାମୀ ସତ୍ୟଜିତ ସାମଲଙ୍କୁ ମଙ୍ଗଳବାର କମିସନରେଟ ପୋଲିସ ରିମାଣ୍ଡରେ ନେବେ। କମିସନରେଟ ପୋଲିସ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଉଥିବା ଜଣାପଡ଼ିଛି। ପରେ ଠକ ପ୍ରେମିକର କେଳେଙ୍କାରୀର ଗୁମର ଖୋଲିବ । ସୂଚନାଯୋଗ୍ୟ, ରାଜଧାନୀରେ…

ବାଂଲାଦେଶ ପ୍ରଦର୍ଶନକାରୀଙ୍କ ତାଲିବାନୀ ବର୍ବରତା, ହସିନାଙ୍କ ନେତାଙ୍କ ଉପରେ ଆକ୍ରମଣ

ଢାକା,୬।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ପରେ ବିକ୍ଷୋଭକାରୀଙ୍କ ତାଲିବାନୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଠାରେ ଜେସୋରରେ ସୋମବାର ଏକ ହୋଟେଲରେ ନିଆଁ ଲାଗିଯାଇଥିଲା ଯେଉଁଥିରେ ଅତି କମରେ ୮ଜଣ ଲୋକ ଜଳିଯାଇଥିବା ସହ ୮୪ ଜଣ ଆହତ ହୋଇଥିଲେ।…

ରତ୍ନଭଣ୍ଡାର ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ

ପୁରୀ,୬ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ…

ଆଇଜିକେସିରେ ଜାତୀୟ ବୋନ୍‌ ଆଣ୍ଡ୍‌ ଜଏଣ୍ଟ ଦିବସ

ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍‌ ଆଣ୍ଡ୍‌ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ଅଗଷ୍ଟ…

ଓଏଲ୍‌ଆଇସି ଆକାଉଣ୍ଟରୁ ୧.୧୯ କୋଟି ଆତ୍ମସାତ୍‌:ସହକାରୀ ହିସାବରକ୍ଷକ ଫେରାର

ସୋନପୁର,୬ା୮: (ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ହୋଇଛି। କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଆତ୍ମସାତ କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ଓଏଲ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ…

ସହାୟତାର ହାତ ବଢ଼ାଇଲା ଏଲ୍‌ଆଇସି

ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି ବିପର୍ଯ୍ୟୟର…

ଫର୍ଚ୍ୟୁନ୍‌ ଗ୍ଲୋବାଲ୍‌ ୫୦୦ ତାଲିକାରେ ରିଲାଏନ୍ସ

ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ବା ଆର୍‌ଆଇଏଲ୍‌କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦିଆଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ରେଟିଂ ଏଜେନ୍ସି ତଥା ଫର୍ଚ୍ୟୁନ୍‌ ଗ୍ଲୋବାଲ୍‌ ୫୦୦ତାଲିକାରେ ଆର୍‌ଆଇଏଲ ଆଉ ୨ଟି ସ୍ଥାନ ଉପରକୁ ଉଠି ୮୬…

ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି

ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍‌ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି । ଏହି…

ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌

ଭୁବନେଶ୍ୱର,୬।୮: ଦୀର୍ଘ ୬୬ ଦିନର ସଫଳ କାରବାର ଓ ଉତ୍ସାହଜନକ ଭିଡ ପରେ ମଧ୍ୟ ନ୍ୟୁ ରାଜସ୍ଥାନ କଟନ ଫାବ ପ୍ରଦର୍ଶନୀ ଆଜି (ମଙ୍ଗଳବାର) ଶେଷ ହେବାକୁ ଯାଉଛି ବୋଲି ମେଳାର ଆୟୋଜକ ହରିୟାଣାର କାମଧେନୁ ଖଦୀ ଉଲ ପାନିପଥ ପକ୍ଷରୁ…

କନିଷ୍ଠ ଶିକ୍ଷକ ନିଯୁକ୍ତି: ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶ

ଭୁବନେଶ୍ୱର,୬।୮(ଅସମାପିକା ସାହୁ):କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ସୋମବାର ପ୍ରକାଶ ପାଇଛି। କେବଳ ୩ଟି ଜିଲାକୁ ଛାଡ଼ି ବାକି ସମସ୍ତ ଜିଲାର ୱେବ୍‌ସାଇଟ୍‌ରେ ତାଲିକା ଉପଲବ୍ଧ ହୋଇଛି। ଜିଲାପାଳଙ୍କ ମୋହର ପରେ ଉକ୍ତ ୩ଟି ଜିଲାର ତାଲିକା ମଙ୍ଗଳବାର…

ଏନ୍‌ଏସି ରାଜନୀତିରେ ନୂଆମୋଡ଼: ନୀଳଗିରି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ

ନୀଳଗିରି, ୬।୮(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିରେ ରାଜନୀତି ନୂଆ ମୋଡ଼ ନେଇଛି। ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆ, ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଏମ୍‌ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଏବଂ ନୀଳଗିରି ଏନ୍‌ଏସିର ୯ଜଣ କାଉନସିଲର ବାଲେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri