Home Left

‘ମୋଦିଙ୍କ ଛବି ନଷ୍ଟ ହୋଇଯାଇଛି’, ନିର୍ବାଚନ ପରେ ପ୍ରଥମ ସାକ୍ଷାତକାରରେ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଟାର୍ଗେଟ କରିଥିଲେ। ନିର୍ବାଚନ ଫଳାଫଳ ପରେ ଫାଇନାନସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦିଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଯାଇଛି। ମୋଦିଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୧୮।୬: ରାହୁଲ ଗାନ୍ଧୀ ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇଛନ୍ତି। ସେ ରାଏବରେଲିଙ୍କ ଏମ୍‌ପି ରହିବେ। ୱାୟନାଡରୁ ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ପ୍ରିୟଙ୍କା ପ୍ରାର୍ଥୀ ହେବା ମାତ୍ରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୱାୟନାଡରୁ…

ଭାଜପା ସାମ୍ନାରେ ଧର୍ମ ସଙ୍କଟ! ବିହାରରେ ଇଣ୍ଡିଆ ମେଣ୍ଟର ସାଥି ଦଳର ଦାବିକୁ ନେଇ ଆସିପାରେ ରାଜନୀତିରେ ଉଷ୍ମତା

ପାଟନା,୧୮।୬: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି (ବିହାର ବିଧାନସଭା ନିର୍ବାଚନ ୨୦୨୫)। ଏହାପୂର୍ବରୁ, CPI-ML (CPI-ML) ବିହାରରେ ରାଜନୈତିକ କାର୍ଯ୍ୟକଳାପକୁ ତୀବ୍ର କରିଛି। ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହେବାର ଆଶା କରାଯାଉଥିବା ନିର୍ବାଚନ ପୂର୍ବରୁ ଦଳ…

ରାଜ୍ୟରେ ବ୍ୟାପୁଛି ଡିପଥେରିଆ ସଂକ୍ରମଣ: ଆସନ୍ତାକାଲିଠୁ ମିଳିବ ବୁଷ୍ଟର ଡୋଜ, ଜାଣନ୍ତୁ କେଉଁମାନେ ନେଇପାରିବେ

ଭୁବନେଶ୍ୱର,୧୮।୬: କିଛି ଜିଲାରେ ଡିପଥେରିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯେହେତୁ ଏହା ଏକ ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ ପିନ୍ଧନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜିଲାରୁ ୨୧ ରୋଗୀ ଚିହ୍ନଟ ହୋଇଥିବା ବେଳେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା: ଜାଣନ୍ତୁ କେଉଁଠି ହେଲା ବିବାହ

ଭୁବନେଶ୍ୱର,୧୮।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନେଦରଲାଣ୍ଡରେ ନାଡିଆ ନାମକ ଯୁବତୀଙ୍କୁ ବିବାହ କରିଛନ୍ତି। ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ବିବାହର…

ଜନ ସୁରାଜକୁ କେବେ ପାର୍ଟି କରିବେ ପିକେ? ନିଜେ ଡେଟ କଲେ କନଫର୍ମ

ନୂଆଦିଲ୍ଲୀ,୧୮।୬: ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଜନ ସୁରାଜ କେବେ ପାର୍ଟି ହେବ ତାହା ନିଶ୍ଚିତ କରିଛନ୍ତି। ସୂଚନାଯୋଗ୍ୟ, ଯେ ଆସନ୍ତା ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ପ୍ରଶାନ୍ତ କିଶୋର ଅତ୍ୟନ୍ତ ସକ୍ରିୟ ଅଛନ୍ତି। ଗତ…

ଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌, ଯଦି ଭୁଲ୍‌ ହୋଇଛି ତେବେ…

ନୂଆଦିଲ୍ଲୀ, ୧୮।୬: ଦେଶରେ ଲାଗି ରହିଥିବା ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ସୁପ୍ରିମ୍‌କୋର୍ଟ ଏନ୍‌ଟିଏକୁ ନୋଟିସ୍‌ ଦେଇଛନ୍ତି । ନିଟ୍‌ ପେପର ଲିକ୍‌ ହୋଇଥିବା ନେଇ ଦାଏର ହୋଇଥିବା ଯାଚିକାର ଶୁଣାଣି କରି କୋର୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଏବଂ କନ୍ଦ୍ରକୁ…

ଶପଥ ନେବାକୁ ଆସିଥିବା ଜୟନାରାୟଣ ଦେଲେ ବଡ଼ ବୟାନ

ଭୁବନେଶ୍ୱର,୧୮।୬: ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ବିଧାୟକ ଭାବେ ଶପଥ ନେବାକୁ ଆସିଥିବା ଜୟନାରାୟଣ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ନ ହେବାର କିଛି ଅବସୋସ ନାହିଁ ।…

ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ

ରୋମବ,୧୮।୬: ଇଟାଲୀର ଦକ୍ଷିଣ ଉପକୂଳରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ଏଗାର ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୬ ଜଣ ପିଲା ମଧ୍ୟ ଅଛନ୍ତି। ସମସ୍ତେ ପ୍ରବାସୀ ଥିଲେ। ସହାୟତା ଗୋଷ୍ଠୀ,…

୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୧୮।୬: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଏହି ଦିନକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ…

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ଼୍ବର, ୧୮।୬: ରାଜ୍ୟରେ କନିଷ୍ଠ ଶିକ୍ଷକ ଚୟନ ମାମଲାକୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଓସେପା ପ୍ରକାଶ କରିଥିବା ମେରିଟ୍‌ ଲିଷ୍ଟ୍‌କୁ କାଏମ ରଖିଛନ୍ତି ମାନ୍ୟବର କୋର୍ଟ । ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ…

ପ୍ରବଳ ଗରମରେ ୧୭୦ ଲୋକଙ୍କ ମୃତ୍ୟୁ !

ନୂଆଦିଲ୍ଲୀ, ୧୮।୬: ଦେଶର ବିଭିନ୍ନ ରାଜ୍ୟରେ ଲୁ ପ୍ରଭାବରୁ ଭୀଷଣ ଗରମ ଅନୁଭୂତ ହେଉଛି । ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ-କଶ୍ମୀର ସମେତ ଅନ୍ୟ ପାହାଡ଼ିଆ ରାଜ୍ୟଗୁଡ଼ିକରେ ଲୁର ପ୍ରଭାବ ପ୍ରବଳ ମାତ୍ରାରେ ପଡ଼ିଛି । ପାଣିପାଗ ବିଭାଗ ଅନୁସାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri