Home Left

ଗାଈଙ୍କ ଆଶ୍ରୟଦାତା ଉମାମହେଶ୍ୱର

ଖମ୍ମାମ: ତେଲଙ୍ଗାନାର ଡମ୍ମାପେଟ୍‌ ମଣ୍ଡଳ ନିବାସୀ ୫୭ ବର୍ଷୀୟ ଚାଷୀ କୌଟା ଉମାମହେଶ୍ୱର ରାଓଙ୍କ ପାଇଁ ଗାଈମାନେ ଦେବୀଙ୍କଠାରୁ କମ୍‌ ନୁହନ୍ତି। ସେ ଓ ତାଙ୍କ ପରିବାର ନିଃସ୍ବାର୍ଥପର ଭାବରେ ଗାଈଗୁଡ଼ିକର ଯତ୍ନ ନେବା ସହ ସେମାନଙ୍କୁ ସ୍ନେହ ଦେଇଥାନ୍ତି। ହାଇଦ୍ରାବାଦର ସ୍ଲାଟରହାଉସ୍‌କୁ…

ସ୍ଥାୟୀ ଜୈବ ଇନ୍ଧନ: ଏକ ସବୁଜ ଭବିଷ୍ୟତକୁ ପ୍ରୋତ୍ସାହନ

ପ୍ରତିବର୍ଷ ଅଗଷ୍ଟ ୧୦ରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ, ପାରମ୍ପରିକ ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ଜୈବ ଇନ୍ଧନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା। ଯେହେତୁ ଆମେ ଚଳିତ ବର୍ଷ…

ଦେଶ ପାଇଁ ପଦକ ଜିତି ମୁଁ ଗର୍ବିତ: ଅମିତ୍‌

ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହାର ସମୃଦ୍ଧ ଇତିହାସ ପୃଷ୍ଠାରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛି। ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍‌ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ…

ପୁଣି ରିମାଣ୍ଡରେ ଆସିବେ ରସିକିଆ ଠକ

ଭୁବନେଶ୍ୱର,୧୦ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ୫ ମହିଳାଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ୍‌ ସାମଲଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଏନେଇ କ୍ୟାପିଟାଲ ଥାନା ପୋଲିସ ଗୁରୁବାର କୋର୍ଟରେ ୧୦ ଦିନିଆ…

ଫୋନ୍‌ପେର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ଫାଇନାନ୍ସ ପ୍ଲାଟ୍‌ଫର୍ମ ‘ଫୋନ୍‌ପେ’ର ନୂତନ ଉତ୍ପାଦ ‘ଜୀବନ ବୀମା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ଲାଟ୍‌ଫର୍ମରେ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଫିଚରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ସେହିଭଳି ପଲିସି କ୍ରୟ…

ତନିସ୍କର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ଗ୍ରୁପର ଅଂଶ ତଥା ତନିସ୍କ ପକ୍ଷରୁ କେନ୍ଦୁଝରରେ ଏକ ନୂଆ ଷ୍ଟୋର ଶୁକ୍ରବାର ଶୁଭାରମ୍ଭ କରାଯାଇଛି। ନୂଆ ଷ୍ଟୋରକୁ ତନିସ୍କର ରିଟେଲ ଅପରେଶନ ମୁଖ୍ୟ ଅନୁପମ ଶାହ, କ୍ଲଷ୍ଟ୍‌ର ବିଜନେସ ମ୍ୟାନେଜର ଅରିନ୍ଦମ ପ୍ରମାଣିକ ଓ ଆସୋସିଏଟ…

ଜନଜାତିଙ୍କ ବିକାଶ ଲାଗି ବିଜେଡି ସମର୍ପିତ: ନବୀନ

ଭୁବନେଶ୍ୱର୧୦।୮(ଅନିଲ ଦାସ): ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜନଜାତି ସମ୍ପ୍ରଦାୟର ବିକାଶ ବିନା ଓଡ଼ିଶାର…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୦।୮: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍‌…

କୁଡୁମୀ ବର୍ଗର ନେତ୍ରୀଙ୍କ ନାଁରେ କହି ବିଜେଡି ନିଜ କର୍ମୀଙ୍କୁ ଅସମ୍ମାନ କରିଛି: ଭାଜପା

ଭୁବନେଶ୍ୱର, ୧୦।୮(ସୁନିତ୍‌ ମିଶ୍ର): ଜଣେ କୁଡୁମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନାକରି ସମଗ୍ର କୁଡୁମୀ ସମାଜ, ମୟୂରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି ା ବିଜେଡି ରାଜ୍ୟ ସଭାପତି ନବୀନ…

ପ୍ରଥମ ତ୍ରୈମାସିକରେ ୧୦,୪୬୧କୋଟି ଲାଭ

ମୁମ୍ବାଇ,୧୦।୮: ଭାରତୀୟ ଜୀବନ ବୀମା ନିଗମ(ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଗମର କାରବାର ଓ ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ୨୦୨୪-୨୫ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକ…

ଆଜି ସରିବ ‘ହାଟ୍‌’ ଫ୍ୟାଶନ ଆଣ୍ଡ ଲାଇଫ୍‌ ଷ୍ଟାଇଲ ପ୍ରଦର୍ଶନୀ

ଭୁବନେଶ୍ୱର,୧୦।୮ (ଅନୁରାଧା ମହାରଣା): ପ୍ରତିବର୍ଷ ଭଳି ବର୍ଷ ଚଳିତ ବର୍ଷ ମଧ୍ୟ ଫ୍ୟାଶନ ଆଣ୍ଡ ଲାଇଫ୍‌ ଷ୍ଟାଇଲ ଏକ୍‌ଜିବିଶନ(ପ୍ରଦର୍ଶନୀ) ‘ହାଟ୍‌’ ଶୁକ୍ରବାର ଭୁବନେଶ୍ୱରର ଜୟଦେବବିହାର ନିକଟସ୍ଥ ହୋଟେଲ ପାଲ ହାଇଟ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ୨ଦିନିଆ ପ୍ରଦର୍ଶନୀ ୨୦୨୪ ଅଗଷ୍ଟ ୯…

ଆଇଏସ୍‌ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ

ଭିଏନା,୧୦ା୮: ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍‌ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା ଅଷ୍ଟ୍ରିଆ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri