Home Left

ପ୍ୟାରିସ ଅଲିମ୍ପିକ୍ସରୁ ଘରକୁ ଫେରିଲେ ହକି ଟିମ୍‌

ନୂଆଦିଲ୍ଲୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସ୍ପେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା। ଏହି ବିଜୟ ପରେ ଭାରତୀୟ ଦଳ ଏବେ ନିଜ ଦେଶକୁ ଫେରିଛନ୍ତି। ଯେଉଁଠାରେ ତାଙ୍କୁ ଏକ ବଡ ସ୍ବାଗତ କରାଯାଇଥିଲା। ଗୁରୁବାର ସକାଳେ…

ଧୋନୀ, ରୋହିତ ଅବା ବିରାଟ ନୁହେଁ ଏହି ବିଦେଶୀ ହେଉଛନ୍ତି ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା କ୍ୟାପଟେନ

ନୂଆଦିଲ୍ଲୀ,୧୦।୮: ବିଶ୍ୱର ସବୁଠୁ ଧନୀ ଫ୍ରାଞ୍ଚାଇଜ ଲିଗ ଆଇପିଏଲରେ ଅଂଶଗ୍ରହଣ କରନ୍ତି। ଭାରତର ସମସ୍ତ ମହାନ ବ୍ୟକ୍ତି ଏହି ଲିଗରେ ଖେଳୁଥିବା ଦେଖାଯାଉଛି, କିନ୍ତୁ ଆପଣ ଜାଣନ୍ତି କି ଆଜି ପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଅଧିନାୟକ କିଏ? ଏହା…

ନଣନ୍ଦେଇଙ୍କ ସହ ଘରୁ ଲୁଚି ପଳାଇ ଯାଇଥିଲେ ଶଳା ଭାଉଜ, କାହିଁକି ଡେଇଁଲେ କାଠଯୋଡ଼ିକୁ

କଟକ,୧୦।୮: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା ଏବେ ଚଚ୍ଚାର ବିଷୟ ପାଲଟିଛି। ଶନିବାର ସକାଳୁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ…

ଓ୍ବାୟନାଡରେ ଏବେ ମାଟିତଳୁ ଆସୁଛି ରହସ୍ୟମୟ ଶବ୍ଦ

ଓ୍ବାୟନାଡ,୧୦।୮: ଶୁକ୍ରବାର ସକାଳେ କେରଳର ଭୂସ୍ଖଳନ ପ୍ରଭାବିତ ୱାୟନାଡ ଜିଲାର ବିଭିନ୍ନ ସ୍ଥାନରେ ଭୂତଳରୁ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଅଧିକାରୀ କହିଛନ୍ତି ଯେ ଅମ୍ବାଲାଭାୟାଲ ଗ୍ରାମ ଏବଂ ଭିଥିରୀ ତାଲୁକର କିଛି ଅଞ୍ଚଳରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା। ପଞ୍ଚାୟତ…

ମରୁଭୂମିରେ ବର୍ଷାର ତାଣ୍ଡବ, ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ମରୁଭୂମି ଅଞ୍ଚଳରେ ପ୍ରବାହିତ ଲୁଣି ନଦୀରେ ତିନିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ଭରତପୁରରେ ପ୍ରବଳ ବର୍ଷା ହେତୁ ଏକ ଘର ଭୁଶୁଡି ପଡିଛି। ଏହି କାରଣରୁ,…

ମୁଷ୍ଟିମେୟଙ୍କ ହାତରେ ଏନ୍‌ଏସିର ଦୋକାନ ଗୃହ

ପଦ୍ମପୁର,୧୦।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ଦୋକାନ ଗୃହ ମୁଷ୍ଟିମେୟଙ୍କ ହାତରେ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜେ ଦୋକାନ କରିବା ପାଇଁ ଏନ୍‌ଏସିଠାରୁ ନେଇ ନିଜେ ନ କରି ତାହା ଭଡା ସୁତ୍ରରେ ଅନ୍ୟ ଜଣଙ୍କୁ ଦେଇଦେଲେ। ଏହା…

ମଧ୍ୟାହ୍ନଭୋଜନରେ ଆଳୁ ନାହିଁ

ନୟାଗଡ଼,୧୦।୮(ଲୋକନାଥ ମିଶ୍ର): ଆଳୁର ଦରବୃଦ୍ଧି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ତରକାରୀରୁ ଏହା ଗାଏବ ହୋଇଯାଇଛି। ସେହିପରି ଚାଟ୍‌, ଆଳୁଚପ, ସିଙ୍ଗଡା ପରି ଜଳଖିଆରୁ ମଧ୍ୟ ପରିମାଣ ମଧ୍ୟ ହ୍ରାସ ପାଇଛି। ତରକାରୀ, ଡାଲମା,…

୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ ଘରେ ଚାଲିଛି ଶିକ୍ଷାଦାନ

ବରଗଡ଼,୧୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବରାହଗୋଡ଼ା ଗ୍ରାମର ପଞ୍ଚାୟତ ପଡ଼ାସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ ପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଶୁକ୍ରବାର ପଡ଼ାବାସୀ ବରଗଡ଼…

HIV ପଜିଟିଭ ଥାଇ ବି ଅଲିମ୍ପିକ୍ସରେ ଜିତିଲେ ସ୍ବର୍ଣ୍ଣ ପଦକ

ଓ୍ବାଶିଂଟନ,୧୦।୮: ‘ଜେଣ୍ଡର ଟେଷ୍ଟ’ରେ ବିଫଲ ହୋଇଥିବା ଦୁଇ ଜଣ ବକ୍ସରଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମହିଳା କାଟେଗୋରୀରେ ଏଣ୍ଟ୍ରି ଦେବାକୁ ଇଣ୍ଟର ନ୍ୟାସନାଲ ଅଲିମ୍ପିକ କମିଟି (ଆଇଓସି) ର ନିଷ୍ପତ୍ତି ବିବାଦର କାରଣ ପାଲଟିଛି। ଲିଙ୍ଗ ଯୋଗ୍ୟତା ପରୀକ୍ଷାରେ ବିଫଳ ହେବା…

ବ୍ରାଜିଲ ବିମାନ ଦୁର୍ଘଟଣା, ସମସ୍ତ ଯାତ୍ରୀ ମୃତ

ସାଓ ପାଉଲୋ,୧୦।୮: ଶୁକ୍ରବାର ବ୍ରାଜିଲର ସାଓ ପାଉଲୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୬୧ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ ପାଇନାହିଁ। ବ୍ରାଜିଲର…

ଚିହ୍ନଟ ହେବେ ଭୂମିହୀନ ପରିବାର

ଛତ୍ରପୁର,୧୦ା୮ (ଦିଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି। ପୁଣି ଏକ ଫ୍ରେସ ସର୍ଭେ କରାଯିବ। ଏହି…

ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୧୦।୮: ଯୌନ ଉତ୍ପୀଡ଼ନ ମାମଲାରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ଆସାରାମଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ପରୀକ୍ଷା ପାଇଁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri