Home Left

ଆଇଏସ୍‌ଏସ୍‌ରେ ଆଉ ୬ ମାସ ରହିବେ ସୁନୀତା

ଓ୍ବାଶିଂଟନ,୧୦ା୮: ବୋଇଂର ଷ୍ଟାର୍‌ଲାଇନ ମହାକାଶ ଯାନରେ ଗୋଟିଏ ସପ୍ତାହ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ଫେବୃଆରୀ ପୂର୍ବରୁ ଫେରୁନାହାନ୍ତି। ତାଙ୍କୁ ଆଉ ୬ ମାସ ସେଠାରେ ଅଟକି ରହିବାକୁ…

ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ବିମାନ ସେବା ସ୍ଥଗିତ

ନୂଆଦିଲ୍ଲୀ,୧୦ା୮: ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତେଲ୍‌ ଆଭିଭ୍‌କୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବିମାନ ସେବା ସ୍ଥଗିତ ରଖିଛନ୍ତି। ପୂର୍ବରୁ ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଉକ୍ତ ଏୟାରଲାଇନ୍ସ ଅଗଷ୍ଟ ୮ ପର୍ଯ୍ୟନ୍ତ ଦିଲ୍ଲୀରୁ…

ଫୁଲୁଛି ମହାନଦୀ: ତଳିଆ ଅଞ୍ଚଳରେ ଚିନ୍ତା ବଢ଼ିଲା

ଭୁବନେଶ୍ୱର,୧୦ା୮(ଅନିଲ ଦାସ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରର ୧୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଏଥିଯୋଗୁ ମହାନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କଟକର ମୁଣ୍ଡଳୀ ଦେଇ ୫ ଲକ୍ଷ ୭୮…

ଅମନ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌, ୧୦ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଷଷ୍ଠ ପଦକ ଜିତିଛନ୍ତି ରେସ୍‌ଲର ଅମନ ସେରାଓ୍ବତ୍‌। ୫୭ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅମନ୍‌ ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ ମ୍ୟାଚ୍‌ରେ ପୁଏର୍ଟାରିକୋର କ୍ରୁଜ ଡାରିଆନ୍‌…

ଅଗଷ୍ଟ ୧୫ରୁ ଗୁଡ୍‌ ମର୍ନିଂ ବଦଳରେ ଜୟ ହିନ୍ଦ୍‌

ଚଣ୍ଡିଗଡ଼,୧୦ା୮: ଆଗାମୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରୁ ହରିୟାଣାର ସ୍କୁଲପିଲାମାନେ ଗୁଡ୍‌ ମର୍ନିଂ ବଦଳରେ ‘ଜୟ ହିନ୍ଦ୍‌’ କହି ପରସ୍ପରକୁ ଓ ସେମାନଙ୍କ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବେ। ରାଜ୍ୟର ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ପ୍ରିନ୍ସିପାଲ…

ଝିଅ ନେବେ ନିଜ ପିନ୍ଧିବା ନିଷ୍ପତ୍ତି

ନୂଆଦିଲ୍ଲୀ,୧୦ା୮(ପି.ଟି.): କ୍ୟାମ୍ପସ୍‌ରେ ହିଜାବ, ବୁର୍ଖା, ଟୋପି ଓ ନକାବ୍‌ ବ୍ୟାନ୍‌ ପାଇଁ ମୁମ୍ବାଇ କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। ପୋଷାକ ଚୟନ କରିବା ସ୍ବାଧୀନତା ଛାତ୍ରୀମାନଙ୍କର ରହିବା ଜରୁରୀ ବୋଲି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ…

ନୀରଜ ଚୋପ୍ରାଙ୍କୁ ମିଳିବ ସ୍ବର୍ଣ୍ଣ ପଦକ? ଆର୍ଶାଦ ନାଦିମଙ୍କ ହେଲା ଡୋପ ଟେଷ୍ଟ, ଜଣାପଡିଲା…

ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ୨୦୨୪ରେ ଜାଭେଲିନ ଥ୍ରୋ ପାଇଁ ପାକିସ୍ତାନର ଆର୍ଶାଦ ନାଦିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କିନ୍ତୁ ତାଙ୍କର ଐତିହାସିକ ବିଜୟ ପରେ ଏକ ନୂଆ ବିବାଦ ଉପୁଜିଥିବା ଜଣାଯାଇଛି। ମ୍ୟାଚ ପରେ ଆର୍ଶଦ ନାଦିମଙ୍କ ଡୋପ ପରୀକ୍ଷା କରାଯାଇଥିଲା,…

ବିବାହ କରିବେ ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୯।୮: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମା ତାଙ୍କ ପ୍ରେମିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଜିତେଶ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ଏନଗେଜମେଣ୍ଟ ବିଷୟରେ ସୂଚନା…

ଜେଡିୟୁରେ ଫାଟ, ଏବେ କ’ଣ କରିବେ ନୀତିଶ? ମୋଦିଙ୍କୁ କରିବେ ସମର୍ଥନ ନା…

ନୂଆଦିଲ୍ଲୀ,୯।୮: କେନ୍ଦ୍ର ସରକାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଆଣିଛନ୍ତି। ଏନଡିଏର ସହଯୋଗୀ ଦଳ ଏହାକୁ ଖୋଲାଖୋଲି ସମର୍ଥନ କରୁଥିବାବେଳେ ଇଣ୍ଡିଆ ଆଲାଇନ୍ସ ଏହାକୁ ବିରୋଧ କରୁଛନ୍ତି। ଲୋକ ସଭାରେ ୱାକଫ ବିଲ ଉପରେ ଜେଡିୟୁ ସମର୍ଥନ ଜଣାଇଛି କିନ୍ତୁ…

ଶେଖ ହସିନାଙ୍କ ସହ କାହିଁକି ପଳାଇ ଆସିଥିଲେ ତାଙ୍କ ମନ୍ତ୍ରୀ, ଏବେ କାହିଁକି ଫେରି ଯାଉଛନ୍ତି

ଢାକା,୯।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବୋଧହୁଏ କିଛି ସମୟ ଭାରତରେ ରହିବେ। କାରଣ ବ୍ରିଟେନ ଯିବା ପାଇଁ ତାଙ୍କର ଯୋଜନା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ତାଙ୍କର ବ୍ରିଟେନ ଗସ୍ତକୁ ନେଇ କିଛି ବୈଷୟିକ ବାଧା ଉପୁଜିଛି। ତାଙ୍କ ସରକାର…

ବ୍ୟାଙ୍କ ଆକାଉଣ୍ଟର ରହିପାରିବେ ୪ ନୋମିନି

ନୂଆଦିଲ୍ଲୀ,୯।୮: ବ୍ୟାଙ୍କ ଆକାଉଣ୍ଟରେ ୪ ଜଣଙ୍କୁ ନୋମିନି ଭାବେ ରଖାଯାଇପାରିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଏକ ବିଲ୍‌ ଗୃହୀତ ହୋଇଛି। ଜମାକାରୀମାନଙ୍କୁ ଉତ୍ତମ ସୁରକ୍ଷା ସୁନିଶ୍ଚିତ କରାଇବା ଏବଂ ଗ୍ରାହକ ସୁବିଧା ବଢ଼ାଇବା ବ୍ୟାଙ୍କିଙ୍ଗ ଆଇନ(ସଂଶୋଧନ) ବିଲ୍‌ର ଉଦ୍ଦେଶ୍ୟ। ଅର୍ଥ…

ବାଂଲାଦେଶରେ ହିନ୍ଦୁ ସ୍ତ୍ରୀଙ୍କ ଫୋନ ବନ୍ଦ… କଥା ହେବାକୁ ବ୍ୟସ୍ତ ହୋଇ ପଡିଲେଣି ପରିବାରବର୍ଗ

ନୂଆଦିଲ୍ଲୀ,୯।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପ୍ରଭାବ ବର୍ତ୍ତମାନ ସେହି ଭାରତୀୟ ହିନ୍ଦୁ ପରିବାରମାନଙ୍କ ଉପରେ ମଧ୍ୟ ଦେଖାଯାଉଛି, ଯାହାର ବାଂଲାଦେଶରେ ସମ୍ପର୍କୀୟ ଅଛନ୍ତି। ଜଣେ ବାଂଲାଦେଶୀ ହିନ୍ଦୁ ବାଳିକା କିମ୍ବା ବାଂଲାଦେଶୀ ହିନ୍ଦୁ ବାଳକ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri