Home Left

ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ ଥାନା ପୋଲିସ। ମୃତ ଯୁବକ ଜଣଙ୍କ ତାଳପଡ଼ା ଗ୍ରାମର ଦୀପକ ପାହାନ ବୋଲି ଜଣାପଡ଼ିଛି।…

ବନ୍ୟା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୬: ଆକ୍ସନ ମୋଡରେ ମୋହନ ସରକାର। ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ…

ବିଏସ୍‌ପିକୁ ପୁଣି ଫେରିଲେ ଆକାଶ ଆନନ୍ଦ; ମାୟାବତୀ ଦେଲେ ଏହି ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୨୨।୬: ବହୁଜନ ସମାଜ ପାର୍ଟୀ(ବିଏସ୍‌ପି)କୁ ପୁଣି ଫେରିଛନ୍ତି ଆକାଶ ଆନନ୍ଦ। ସୁପ୍ରିମୋ ମାୟାବତୀ ତାଙ୍କୁ ଉତ୍ତରାଖଣ୍ଡ ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ନିଯୁକ୍ତ କରିଛନ୍ତି। ଶନିବାର ବିଏସ୍‌ପି ପକ୍ଷରୁ ଜାରି କରାଯାଇଥିବା ୧୩ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପୁତୁରା ଆକାଶ ଆନନ୍ଦଙ୍କ…

NEET ପ୍ରଶ୍ନପତ୍ର ଲିକ୍‌ ମାମଲା, ଗିରଫ ହେଲେ ଆଉ ୫

ନୂଆଦିଲ୍ଲୀ, ୨୨।୬: ସାରା ଦେଶରେ ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ବିକ୍ଷୋଭ ଜାରି ରହିଛି । ବିହାର ପୋଲିସ୍‌ ତଦନ୍ତରେ ଲାଗି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି । ଏହାରି ମଧ୍ୟରେ ବିହାର ପୋଲିସ୍‌ର ଅର୍ଥନୈତିକ ଅପରାଧ ୟୁନିଟ୍‌କୁ ଏକ ବଡ଼…

ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌

ବାରିପଦା,୨୨ା୬: ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌। ବସ୍‌ ନ ଗହିବା ବିବାଦ ତୁଟିବା ପରେ ଏନେଇ ନିଷ୍ପତ୍ତି ହୋଇଛି ମୟୂରଭଞ୍ଜ ଏସପି କହିଛନ୍ତି। ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସମାଧାନ ହୋଇଛି। ସଂଧ୍ୟା ୭ଟାରୁ ସ୍ବାଭାବିକ ହେବ ବସ ଚଳାଚଳ।…

ମୁଖ୍ୟମନ୍ତ୍ରୀଙ୍କ ନାଁ ଧରିଲେନି ସ୍ତ୍ରୀ, କହିଲେ ମୁଁ ସଂସ୍କାରୀ ଝିଅ

ଶିମଲା,୨୨।୬: ହିମାଚଳ ପ୍ରଦେଶର ତିନୋଟି ବିଧାନସଭା ଆସନରେ ଉପ-ନିର୍ବାଚନ (ଦେହରା ବାଇ-ଇଲେକଶନ) ପାଇଁ ନାମାଙ୍କନ ଦାଖଲ କରିବାର ସମୟ ଶେଷ ହୋଇଛି। ଶେଷ ଦିନ, ଜୁନ ୨୧ରେ, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ତ୍ରୀ କମଲେଶ ଠାକୁର ରାଜ୍ୟର ଦେହରା ବିଧାନସଭା…

ଆଜି ଭାରତ-ବାଂଲାଦେଶ ମୁହାଁମୁହିଁ, ବର୍ଷା ଧୋଇଦେଇ ପାରେ ମ୍ୟାଚ୍‌

ନୂଆଦିଲ୍ଲୀ, ୨୨।୬: ଆଇସିସି ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ଭାରତ ଏବଂ ବାଂଲାଦେଶ ଆଜି ଭେଟିବାକୁ ଯାଉଛନ୍ତି । ସୁପର ୮ରେ ଭାରତୀୟ ଟିମ୍‌ ଏହାର ପ୍ରଥମ ମ୍ୟାଚ୍‌ ଜିତି ନେଇଥିବା ବେଳେ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।…

ମାଡ଼ି ଚାଲିଛି ମୌସୁମୀ, ୨୨ ରାଜ୍ୟକୁ ବର୍ଷା ଆଲର୍ଟ

ନୂଆଦିଲ୍ଲୀ, ୨୨।୬: ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଦେଇ ଏବେ ମୌସୁମୀ ଧିରେ ଧିରେ ଉତ୍ତର ପ୍ରଦେଶ ଆଡ଼କୁ ଅଗ୍ରସର ହେଉଛି । ଆଗାମୀ ୩-୪ ଦିନ ମଧ୍ୟରେ ଏହା ଉତ୍ତର ଆରବ ସାଗର, ଗୁଜୁରାଟ, ମହାରାଷ୍ଟ୍ରର ବର୍ଷା ହୋଇନଥିବା ଅଞ୍ଚଳ,…

ଜି ଉଦୟଗିରରେ ଜଗନ୍ନାଥଙ୍କ ଗଜାନନ ବେଶ

ଜି ଉଦୟଗିରି,୨୨।୬(ଶିଶିର ପଟ୍ଟନାୟକ ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ…

ମା’-ବାପାଙ୍କୁ ହତ୍ୟା କରି ପୋତିଦେଲା ପୁଅ

ସିମୁଳିଆ,୨୨।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କଲା ପୁଅ ମା’-ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମାଟିରେ ପୋତି ଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ବାରି ପଛପଟୁ ଦୁର୍ଗନ୍ଧ ହେବା…

ଏମତି ଜଣାପଡ଼ିଥିଲା NEET ପେପର ଲିକ୍‌ ଘଟଣା, ପୋଲିସ୍‌କୁ ଆସିଲା କଲ୍‌, ତାପରେ…

ନୂଆଦିଲ୍ଲୀ, ୨୨।୬: NEET ପେପର ଲିକ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳମାନେ ଏହି ମୁଦ୍ଦାକୁ ନେଇ ରାସ୍ତାକୁ ଓହ୍ଲାଇଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ହେଲେ ଏହି ପେପର ଲିକ୍‌…

ଅଚ୍ୟୁତାନନ୍ଦଙ୍କ ପୀଠରେ ସ୍ନାନପୂର୍ଣ୍ଣିମା

ନିଶ୍ଚିନ୍ତକୋଇଲି,୨୨।୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପୀଠରେ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁଯାଇ ଶନିବାର ପ୍ରଭାତରୁ ମହାପ୍ରଭୁ ଗୋପୀନାଥ ଓ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri