ଆମ୍ଲେଟ୍ର ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଆଉ ଏହା ପକେଟକୁ ସୁହାଇବା ଭଳି ଦାମ୍ରେ ବି ଉପଲବ୍ଧ ହୁଏ। ତେଣୁ ଅନେକେ ନିଜ ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିଥାଆନ୍ତି। କିଏ ସିଝା ଖାଆନ୍ତି ତ କିଏ ଆମ୍ଲେଟ୍, ଭୁଜିଆ,…
ଋଷିଆର ଆର୍ମିରେ ଶାମିଲ୍ ଥିବା ଭାରତୀୟଙ୍କୁ ନେଇ ବଡ଼ ଖବର
ନୂଆଦିଲ୍ଲୀ, ୧୧।୦୮: ଋଷିଆ ଦୂତାବାସ, ୟୁକ୍ରେନ୍ ବିରୋଦ୍ଧରେ ଯୁଦ୍ଧ ଲଢ଼ିବା ପାଇଁ ବିଶେଷ ସୈନ୍ୟ ଅଭିଯାନରେ ଭର୍ତ୍ତି କରିଥିବା ଭାରତୀୟ ନାଗରିକଙ୍କୁ ନେଇ ବଡ଼ ବୟାନ ଦେଇଛି । ଯୁଦ୍ଧରେ ଭାରତୀୟଙ୍କ ସହ ହୋଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ଶୋକବ୍ୟକ୍ତ କରିଥିବା…
ମା’ର ପଣତକାନିରେ ପ୍ରଥମ ରୋଜଗାରର ଖୁସି ଖୋଜୁଥିଲି
ମାଲକାନଗିରି ଜିଲା ଖଇରପୁଟ ପୋଷ୍ଟ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗାଁରେ ମୋର ଜନ୍ମ। ଅଭାବି ପରିବାର ଭିତରେ ମୁଁ ବଡ଼ ହୋଇଛି। ବାପା ଇନ୍ଦ୍ରମଣି ପୂଜାରୀ ଗାଁଆରାଧ୍ୟ ଠାକୁର ଶ୍ରୀଶ୍ରୀ ଝାଡ଼େଶ୍ୱର ଶିବ ମନ୍ଦିରର ପୂଜକ ଭାବେ କାମ କରି ଯାହା ସ୍ବଳ୍ପ…
ଭିନ୍ନ ଦେଖାଯିବାକୁ ଚାହୁଁଥିଲେ, ଏଥର…
ସ୍ବାଧୀନତା ଦିବସ ଅବସରରେ ଟିକେ ଭିନ୍ନ ଦେଖାଯିବାକୁ କିଏ କେତେ ଉପାୟ ଆପଣାଇଥାନ୍ତି। କିଏ ଟ୍ରାଇ କଲର୍ ଆଉଟ୍ଫିଟ୍ ପିନ୍ଧନ୍ତି ତ କିଏ ଟ୍ରାଇ କଲର୍ ଆସେସରିଜରେ ନିଜକୁ ସଜାଇବାକୁ ପସନ୍ଦ କରିଥାନ୍ତି। ତଥାପି ବି ବେଳେବେଳେ କିଛି ନା କିଛି…
ହୀରାରେ ଲିପ୍ ଆର୍ଟ
ମେକ୍ଅପ୍ ଏକ ଆର୍ଟ ଓ ଏକ ସୃଜନଶୀଳ କାମ। ଯାହାର ସୃଜନଶୀଳତା ଯେତେ ସେ ସେତେ ଭିନ୍ନ ଓ ଆକର୍ଷକ ମେକ୍ଅପ୍ କରିପାରନ୍ତି। ଅଷ୍ଟ୍ରେଲିଆର କ୍ଲେର୍ ମାକ ନାମକ ଜଣେ ମେକ୍ଅପ୍ ଆର୍ଟିଷ୍ଟ ତ ଏହାକୁ ନେଇ ଓ୍ବାର୍ଲଡ୍ ରେକର୍ଡ ବି…
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ: ଏଥର ପୁଣି ଲଲିପପ୍
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦୀର୍ଘବର୍ଷର ପ୍ରତୀକ୍ଷା। ନିର୍ବାଚନ ଆସିଲେ ଏହି ପ୍ରକଳ୍ପ କଥା ଉଭୟ ଶାସକ ଏବଂ ବିରୋଧୀ ମନେ ପକାଇଥାନ୍ତି। ପ୍ରକଳ୍ପ ନ ହେବାକୁ ନେଇ ପରସ୍ପର ଦୋଷ ଲଦାଲଦି ହୋଇଥାନ୍ତି। ଗତ ବିଜେପୁର ଏବଂ…
ଅଲିମ୍ପିକ୍ସ ପଦକର ରଙ୍ଗ ଛାଡିଗଲା, ସାଂଘାତିକ ଅଭିଯୋଗ ଆଣିଲେ ଆଥଲେଟ୍
ଓ୍ବାଶିଂଟନ୍,୧୧।୮: ପ୍ୟାରିସ ଅଲିମ୍ପିକ୍ସ ମେଡାଲକୁ ନେଇ ଆସିଛି ସାଂଘାତିକ ଅଭିଯୋଗ। ସପ୍ତାହକ ମଧ୍ୟରେ ରଙ୍ଗ ଛାଡି ଯାଉଛି। ସପ୍ତାହକ ମଧ୍ୟରେ ମେଡାଲର ରଙ୍ଗ ବଦଳି ଯାଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଖେଳାଳି।ଆମେରିକାର ଆଥଲେଟ ନାଇଜା ହୁଷ୍ଟନ। ସେ ଚଳିତ…
ମୁଁ ସିଙ୍ଗଲ୍ ଅଛି
ଓଲିଉଡ୍ର ଚାନ୍ଦ ପରି ସୁନ୍ଦରୀ ନାୟିକା ସିଏ। ହେଲେ ତାଙ୍କ ଦେହରେ ଲାଗିନି କେବେ କଣ୍ଟ୍ରୋଭର୍ସିର କିଛି ବି ଦାଗ। ସେ ହେଉଛନ୍ତି ଅଭିନେତ୍ରୀ ପୁନମ୍ ମିଶ୍ର। ଏଥର ସେଲିବ୍ରିଟି ସିକ୍ରେଟ୍ରେ ଜାଣିବା ତାଙ୍କ ସିକ୍ରେଟ୍… ବାକି କରି ଚକୋଲେଟ୍ ଖାଉଥିଲି:…
ଶହୀଦଙ୍କ ବିନା କେମିତି କଟେ ତାଙ୍କ ପ୍ରତିଟି ମୁହୂର୍ତ୍ତ, କଣ କୁହନ୍ତି ପରିବାର ସଦସ୍ୟ
ଦେଶକୁ ସୁରକ୍ଷା ଦେବାର ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ । ହେଲେ ଯେଉଁ ବୀର ଯବାନମାନଙ୍କୁ ଏହି ସୁଯୋଗ ମିଳିଥାଏ ସେମାନଙ୍କ ସାହସ, ବୀରତ୍ୱ, ତ୍ୟାଗ, ଧୈର୍ଯ୍ୟ ସବୁବେଳେ ସବୁ ସମୟରେ ପ୍ରେରଣା ହୋଇ ରହିଥାଏ। ଆଉ ଯୁଦ୍ଧରେ ପ୍ରାଣବଳି…
ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରି ଚର୍ଚ୍ଚାରେ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): ଆଉ ମାତ୍ର କିଛିଦିନ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ଦାରିଙ୍ଗବାଡ଼ି ଏବେଠାରୁ ଉତ୍ସବ ମୁଖର ହେବା ସହ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ପର୍ଯ୍ୟଟନକ୍ଷେତ୍ରର…
ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଆଇନମନ୍ତ୍ରୀ , କହୁ କହୁ କହିଦେଲେ…
ଭୁବନେଶ୍ୱର,୧୧।୮: ନିର୍ବାଚନ ସୟରେ ଏବଂ ତା ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ସାରା ଓଡ଼ିଶା ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଏବେ ଭାଜପା ଆକ୍ସନମୋଡରେ ଅଛି। ପୂର୍ବରୁ ପରିବହନ ମନ୍ତ୍ରୀ ବିଭୂତି ଜେନା…
ତ୍ରିରଙ୍ଗାର ତିନି ରଙ୍ଗରେ ରହିଛି …
ତ୍ରିରଙ୍ଗାର ତିନି ରଙ୍ଗ … ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ। ଯେମିତିକି: ଏହାର ପ୍ରଥମ ରଙ୍ଗ ନାରଙ୍ଗୀ; ଯାହାକୁ ସାମାଜିକତାର ପ୍ରତୀକ ବୋଲି କୁହାଯାଏ। ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ଏହି ରଙ୍ଗ ସହାୟକ…
Archives


