Home Left

ବଜାରରେ ବିଏସ୍‌ଏଚ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୧।୮: ହୋମ୍‌ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର ବିଏସ୍‌ଏଚ୍‌ ହସ୍‌ଜରେଟ ଜିଏମ୍‌ବିଏଚ୍‌ର ଏକ ସହାୟକ କମ୍ପାନୀ ବିଏସ୍‌ଏଚ୍‌ ହୋମ ଆପ୍ଲାଏନ୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ମେଡ୍‌-ଇନ୍‌-ଇଣ୍ଡିଆ’ ବଶ୍‌ ଏବଂ ସାଇମେନ୍ସ ଫ୍ରଣ୍ଟ-ଲୋଡିଂ ୱାଶିଂ ମେଶିନ ରେଞ୍ଜର ଉନ୍ମୋଚନ ନିକଟରେ…

ପିଏସ୍‌ପି ମାଧ୍ୟମରେ ଶକ୍ତି ସଂରକ୍ଷଣ

ଭୁବନେଶ୍ୱର, ୧୧।୮: ଇଣ୍ଡିଆନ୍‌ ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍‌ଚରର୍ସ ଆସୋସିଏସନ(ଆଇଇଇଏମ୍‌ଏ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଓଡ଼ିଶା ପାୱାର କନ୍‌କ୍ଲେଭ-୨୦୨୪ର ପ୍ରଥମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି…

ମୌସୁମୀରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୧୧।୮: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ମୌସୁମୀ ଋତୁର ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏପରିକି ଚଳିତ ମୌସୁମୀ ଋତୁରେ…

ଭିନେଶଙ୍କୁ ନେଇ ନୀରଜ ଚୋପ୍ରାଙ୍କ ବଡ଼ ବୟାନ, କହିଲେ ଆମେ ସବୁ ଜାଣୁ…

ନୂଆଦିଲ୍ଲୀ,୧୧।୮: ଭାରତୀୟ ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଆଥଲେଟ ନୀରଜ ଚୋପ୍ରା। ନୀରଜ ଚୋପ୍ରା କହିଛନ୍ତ, ଆମେ ସମସ୍ତେ ଜାଣୁ ଯେ ଯଦି ସେ ପଦକ ପାଆନ୍ତି ତେବେ ଏହା ପ୍ରକୃତରେ ଭଲ ହେବ। ଯଦି ଏପରି…

ଓଜିଏସ୍‌ରେ ‘ଦ ନଲେଜ କ୍ରଲ୍‌’

ଭୁବନେଶ୍ୱର, ୧୧।୮: ଓଡିଏମ୍‌ ଗ୍ଲୋବାଲ ସ୍କୁଲ(ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଦ ନଲେଜ କ୍ରଲ୍‌’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଜ୍ଞାନ ଓ ସୃଜନଶୀଳତାର ଶକ୍ତି ସହ ଶିକ୍ଷାର ଯାତ୍ରାକୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗର୍ବର ସହିତ ପାଳନ କରିଛି। ସେହିଭଳି…

ଘରୋଇ ଖାଦ୍ୟ ବଜାର ୪୭% ବୃଦ୍ଧି ଆଶା

ଭୁବନେଶ୍ୱର,୧୧।୮ (ଅନୁରାଧା ମହାରଣା): ଘରୋଇ ଖାଦ୍ୟ ବଜାର ୨୦୨୭ ସୁଦ୍ଧା ୪୭%ରୁ ଅଧିକ ବୃଦ୍ଧିହୋଇ ୧,୨୭୪ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଏକ ରିପୋର୍ଟରେ ଏହା କୁହାଯାଇଛି। ଡାନ୍‌ଫୋସ୍‌ ଇଣ୍ଡିଆ ସହଯୋଗରେ…

ପବନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ

ନୂଆଦିଲ୍ଲୀ,୧୧।୮:ସାରା ବିଶ୍ୱ ବର୍ତ୍ତମାନ ପବନ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏପରିକି ପବନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ସହ ଚତୁର୍ଥ ସ୍ଥାନରେ ରହିଛି ଏବଂ ଅକ୍ଷୟ ଶକ୍ତି ଦୃଶ୍ୟପଟରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଶେଷକରି ୨୦୨୪ ଜୁନ୍‌…

ଡ୍ରୋନ୍‌ ଟେକ୍ନୋଲୋଜିରେ ଗ୍ଲୋବାଲ ଲିଡର ହେବ ଭାରତ

ନୂଆଦିଲ୍ଲୀ,୧୧।୮: କ୍ରମାଗତ ଭାବେ ଭାରତୀୟ ଡ୍ରୋନ୍‌ ବଜାର ଦ୍ରୁତ ଅଭିବୃଦ୍ଧି ପଥରେ ରହିଛି, ଯାହା ୧୭.୦ %ର ଏକ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ୍‌ ରେଟ୍‌ (ସିଏଜିଆର୍‌)ରେ ୨୦୨୪ର ୬୫୪ ମିଲିୟନ ଡଲାରରୁ ୨୦୨୯ରେ ୧୪୩୭ ମିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି…

୩ ଜିଲାରେ ଜମି କିଣିଛି ରଙ୍ଗିଲା ସତ୍ୟଜିତ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବହୁ ମହିଳାଙ୍କୁ ବିବାହ ବାହାନାରେ ଲକ୍ଷ ଲକ୍ଷ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ ସାମଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ସକାଳେ ତାଙ୍କୁ ଝାରପଡ଼ା ଜେଲରୁ ଆଣିବା…

ସବୁଦିନ ଟ୍ରାଫିକ୍‌ ଜାମ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ସହରୀଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଦାକୁ ବାହାରିଲେ ଭିଡ଼ରେ ଫସିବା ଭୟ ରହୁଛି। ଅଫିସ୍‌ ବା ଗନ୍ତବ୍ୟସ୍ଥଳରେ କେତେବେଳେ ପହଞ୍ଚତ୍ବେ ଆଶଙ୍କାରେ ରହୁଛନ୍ତି। ସେହିଭଳି ସହରକୁ ଆସୁଥିବା ବା ସହର ଦେଇ ଯିବାଆସିବା କରୁଥିବା…

ସମୁଦ୍ର ଦେଇ ମାଡି ଆସୁଛନ୍ତି, ତଟରେ କଡ଼ା ନଜର

ଭଦ୍ରକ,୧୧ା୮(ସନାତନ ରାଉତ): ବାଂଲାଦେଶରେ ହିଂସା ଯୋଗୁ ଦେଶରେ ଅସ୍ଥିରତା ଲାଗି ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ବାଂଲାଦେଶୀମାନେ ଭାରତ ଆସିବାର ସମ୍ଭାବନା ରହିଛି। ଦେଶ ଛାଡ଼ି ଅନୁପ୍ରବେଶକାରୀମାନେ ସମୁଦ୍ର ପଥ ଦେଇ ବୋଟ୍‌ ଯୋଗେ ପଳାଇ ଆସିବାର ଆଶଙ୍କାରେ ସରକାରଙ୍କ ପକ୍ଷରୁ…

୧୪ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର, ୧୧ା୮(ଅସମାପିକା ସାହୁ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷା ଲାଗି ରହିଛି। ଶନିବାର ନୟାଗଡ଼ରେ ସର୍ବାଧିକ ୨୫.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରିରେ ୧୩.୪, ସୋନପୁର ୧୨, ବାରିପଦା ୮.୪, ବଲାଙ୍ଗୀର ୮, ଢେଙ୍କାନାଳ ୭.୬ ଓ ରାଉରକେଲାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri