ପ୍ରଥମ ରିଲିଜରେ ଫ୍ଲଫ୍, ଦ୍ୱିତୀୟ ରିଲିଜରେ ସୁପରହିଟ୍
ମୁମ୍ବାଇ: ୨୦୧୮ ରେ ରିଲିଜ ହୋଇଥିବା ହିନ୍ଦୀ ସିନେମା ‘ଲୈଲା ମଜନୁ’ ଭୟଙ୍କର ଫ୍ଲଫ୍ ହୋଇଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ରିଲିଜ ହୋଇ ସୁପରହିଟ୍ ହେବାକୁ ଯାଉଛି। ସିନେମା ଘରେ ଫିଲ୍ମଟି ଫ୍ଲଫ୍ ହୋଇଥିଲେ ମଧ୍ୟ ଓଟିଟି…
ନାବାଳିକା ଗର୍ଭପାତ ମାମଲା: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକେଶବ ପ୍ରଧାନଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ରବିବାର ବ୍ରହ୍ମପୁର ସତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା…
ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ
ଚୌଦ୍ବାର,୧୧।୮: କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନ ଥିବା ବେଳେ ତାଙ୍କୁ ଘର ବିରିବାଟୀ ଅଞ୍ଚଳରେ ବୋଲି…
ଦୟାବେନ୍ଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍
ଲୋକପ୍ରିୟ ଟିଭି ସିରିଏଲ ‘ତାରକ ମେହେତା କା ଓଲଟା ଚଷ୍ମା’ ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି। ଏହି ଶୋ’ର ପ୍ରତ୍ୟେକ ଚରିତ୍ର ପ୍ରତ୍ୟେକ ଘରେ ଘରେ ପ୍ରସିଦ୍ଧ। ‘ତାରକ ମେହେତାା କା ଓଲଟା ଚଷ୍ମା’ ୧୫ ବର୍ଷ ଧରି ନିଜର ପ୍ରାଧାନ୍ୟ…
ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ
କଟକ,୧୧।୮: କଟକ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ରବିବାର ଜଣେ କର୍ମଚାରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। କର୍ମଚାରୀ ଜଣକ ଟିଟୁ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଅଡସପୁର ଉତ୍ତାରଣରେ ବୋଲି ସୂଚନା ମିଳିଛି। ଖବର…
ୟୁଟ୍ୟୁବ୍ରେ ଶେୟାର କଲେ ମୟୂର ମାଂସର ତରକାରୀ, ଆଉ ତା’ ପରେ…
ହାଇଦ୍ରାବାଦ,୧୧ା୮: ତେଲଙ୍ଗାନାର ଜଣେ ୟୁଟ୍ୟୁବର୍ଙ୍କୁ ଖାଦ୍ୟ ଭିଡିଓ ଶେୟାର କରିବା ମହଙ୍ଗା ପଡ଼ିଛି। ବାସ୍ତବରେ ୟୁଟ୍ୟୁବର କୋଡମ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ପାରମ୍ପାରିକ ମୟୂର କରି’ର ରେସିପି ଅପଲୋଡ୍ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି…
କୋଚିଂ କ୍ୟାରିୟରର ସବୁଠାରୁ ଖରାପ ମୁହୂର୍ତ୍ତ ବିଷୟରେ ଖୁଲାସା କଲେ ରାହୁଲ ଦ୍ରାବିଡ
ନୂଆଦିଲ୍ଲୀ,୧୧।୮: ଭାରତୀୟ ପୂର୍ବତନ କୋଚ ରାହୁଲ ଦ୍ରାବିଡ ତାଙ୍କ କୋଚିଂ କ୍ୟାରିୟରର ସବୁଠାରୁ ଖରାପ ମୁହୂର୍ତ୍ତକୁ ପ୍ରକାଶ କରିଛନ୍ତି। ଦ୍ରାବିଡ କହିଛନ୍ତି,ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତି ନ ଥିବାରୁ ସେ ଦୁଃଖିତ। ନଭେମ୍ବର ୨୦୨୧ରେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ…
ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ
କଟକ, ୧୧।୮: କଟକ ଜଗତପୁର ଶିଳ୍ପାଞ୍ଚଳର ଏକ ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ରବିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଜଳିଗଲା ବାସନ ସାମଗ୍ରୀ। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। କେଉଁ…
ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍ଘାତ:ଆଉ ତା’ପରେ
ପ୍ୟାରିସ୍,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନର ବକ୍ସିଂ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏହା ପରେ ଉଜବେକିସ୍ତାନ ଦଳର ମୁଖ୍ୟ କୋଚ ତୁଲକିନ କିଲିଚେଭ ଖୁସିରେ ଡେଇଁପଡିଥିଲେ। କିନ୍ତୁ ଏହି ଖୁସି ମଧ୍ୟରେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହା ପରେ ବ୍ରିଟେନର ଟ୍ରେନିଂ…
ଭିନେଶଙ୍କୁ ମିଳିବ ସ୍ବର୍ଣ୍ଣ ପଦକ, ହେବ ଭବ୍ୟ ସ୍ବାଗତ
ଚଣ୍ଡିଗଡ,୧୧।୮: ଷ୍ଟାର ରେସଲର ଭିନେଶ ଫୋଗଟଙ୍କ ପାଇଁ ହରିୟାଣାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଭିନେଶ ପ୍ୟାରିସ୍ରୁ ପ୍ରତ୍ୟାବର୍ତ୍ତନ ପରେ ଏକ ବିଶାଳ ସ୍ବାଗତ ସମାରୋହ ଅନୁଷ୍ଠିତ ହେବ। ଏହା ବ୍ୟତୀତ ତାଙ୍କୁ ସ୍ବର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯିବ। ୨୦୨୪…
ମାଫିଆ-ପୋଲିସ ମୁହାଁମୁହିଁ, ପୋଲିସ ଏନ୍କାଉଣ୍ଟରରେ ଜଣେ ମାଫିଆ ଆହତ
କେନ୍ଦୁଝର,୧୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ପୋଲିସ ହରିଚନ୍ଦନପୁର ଥାନା ପିଠାଗୋଳା ଓ କାଦୁଆ ଅଞ୍ଚଳରେ ଗୋରୁ ଚୋରାଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ। ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପାଖାପାଖି ୨୫ ଗୋରୁ ଧରି…
କିଏ, କଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ…
ଭୁବନେଶ୍ୱର,୧୧।୮: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା…
Archives


