Home Left

୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ,୧୧।୮: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେ ମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଗତବର୍ଷ ତୁଳନାରେ ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗଳବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି। ଫଳସ୍ୱରୂପ, ଦେଶର…

ପ୍ରଥମ ଗୋଲ୍ଡ ମେଡାଲ୍‌ ଜିତିବା ପରେ କୋଚ୍‌ଙ୍କୁ ହୋଇଥିଲା ହାର୍ଟ ଆଟାକ୍‌, ମିଳିଲା ୪ ସ଼୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୧୧।୦୮: ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସର ଆଜି ଶେଷ ଦିନ। ବିଶ଼୍ବର ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ ଏହି ଅଲିମ୍ପିକ୍ସରେ ଭାଗନେଇ ସ଼୍ବର୍ଣ୍ଣ,ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିବା ସହ ରେକର୍ଡ ମଧ୍ୟ କରିଛନ୍ତି । ଏହି ଅଲିମ୍ପିକ୍ସରେ ଏକ ରୋଚକ…

କ୍ରିକେଟ୍‌ରେ କେଶବ ମହାରାଜଙ୍କ ବଡ଼ କାରନାମା

ତ୍ରିନିଦାଦ,୧୧।୮: ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଆୟୋଜକ ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଗ୍ରାଉଣ୍ଡରେ…

ଇତିହାସ ରଚିବାକୁ କୋହଲି ନିକଟରେ ରହିଛି ବଡ଼ ସୁଯୋଗ

କଲମ୍ବୋ,୧୧।୮: ଶ୍ରୀଲଙ୍କା ଗସ୍ତ ପରଠାରୁ ଟିମ ଇଣ୍ଡିଆ ଏକ ବ୍ରେକ୍‌ ନେଇଛି। ଭାରତରେ ଏବେ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଏକ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଏହା ପରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ପ୍ରତିଯୋଗିତା ହେବ। ଚଳିତ ବର୍ଷ…

କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଏଣିକି ମିଳିବ ୧୦୯….

ନୂଆଦିଲ୍ଲୀ, ୧୧।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୧୦୯ ପ୍ରକାରର ଫସଲର ଉନ୍ନତ ବିହନର କିସମ୍‌ ଜାରି କରିଛନ୍ତି । ଏହି ବିହନ ଜଳବାୟୁ ଅନୁକୂଳ ଏବଂ…

ବିଲରେ ଧାନ ରୋଇଲେ କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୧୧।୮: କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ବାମୀ କର୍ନାଟକର ମାଣ୍ଡିଆର ଆରାଲାକୁପେ ଗାଁରେ ଧାନ ଚାଷରେ ଗ୍ରାମବାସୀଙ୍କୁ ସହଯୋଗ ଦେଇଛନ୍ତି। ସେ କ୍ଷେତକୁ ଯାଇ ନିଜ ହାତରେ ଧାନ ରୋଇଛନ୍ତି। କୁମାରସ୍ବାମୀ କହିଛନ୍ତି, ଏହା ମୋ ପରିବାର ସଦସ୍ୟଙ୍କ ଏକ କାର୍ଯ୍ୟକ୍ରମ। କୃଷକମାନେ…

ରାଜ ଠାକରେଙ୍କୁ ଚେତାବନୀ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ,୧୧ା୮: ଶିବସେନା-ୟୁବିଟି ମୁଖ୍ୟ ଉଦ୍ଧବ ଠାକରେଙ୍କ କନଭେନକୁ ରାଜ ଠାକରେଙ୍କ ପାର୍ଟି କର୍ମୀମାନେ ଆକ୍ରମଣ କରିଛନ୍ତି। ଏହା ଉପରେ ଉଦ୍ଧବ ଗୋଷ୍ଠୀର ସଞ୍ଜୟ ରାଉତ ରାଜ ଠାକରେଙ୍କୁ ଟାର୍ଗେଟ୍‌ ଦେଇଛନ୍ତି। ଆକ୍ରମଣକାରୀଙ୍କୁ ପୁନର୍ବାର ଏପରି ଅପରାଧ ନ କରିବାକୁ ସେ ଚେତାବନୀ…

ମୁସଲମାନ ପ୍ରେମିକଙ୍କ ସହ ସମ୍ପର୍କ କାଟିଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନିଙ୍କ କେମିଷ୍ଟ୍ରି ‘ବିଗ୍‌ ବସ୍‌ ୧୪’ରେ ଦେଖିବାକୁ ମିଳିଥିଲା। ଦୁହେଁ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହୁଥିଲେ। ମାତ୍ର ପରେ ସେମାନେ ନିଜେ ଅନୁଭବ କରିଥିଲେ ଯେ, ସେମାନଙ୍କ ମଧ୍ୟରେ ବନ୍ଧୁତାଠାରୁ…

ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଫୋଗଟ! ଏହିସବୁ ଦଳରୁ ମିଳିଲା ଖୋଲା ଅଫର୍‌

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ ପୂର୍ବରୁ ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଭାଙ୍ଗି ପଡି…

ପୁସ୍ତକ ଗାଁ

ପୁସ୍ତକପ୍ରେମୀଙ୍କୁ ଭଲ ବହି ଖଣ୍ଡେ ଓ ନିରୋଳା ଜାଗାଟିଏ ମିଳିଗଲେ ବେଶ୍‌ ଖୁସିରେ ସେମାନେ ଘଣ୍ଟା ଘଣ୍ଟା ବସି ପଢ଼ନ୍ତି। ତେବେ ଭାବିଲେ ଦେଖି ଯଦି ଏକ ଗାଁ ପୁସ୍ତକାଳୟ ପାଲଟିଯାଏ, ତେବେ ବହି ପଢ଼ିବାକୁ ଭଲ ପାଉଥିବା ମଣିଷକୁ କେମିତି…

ତାଳଗଛ ଗଣ୍ଡିରେ ତେଲ ବୋଳି …

ଉଚ୍ଚା ଉଚ୍ଚା ତାଳଗଛରେ ଚଢ଼ିବା ଆଦୌ ସହଜ ନୁହେଁ। ଅନେକ ଅଭ୍ୟାସ କଲେ ଯାଇ ଜଣେ ଚଢ଼ିପାରିବେ ଏହି ଗଛ। ଭାବିଲେ ଦେଖି ଯଦି ଏଇ ତାଳଗଛର ଗଣ୍ଡିରେ ତେଲ ବୋଳି ଦିଆଯାଏ ପରିସ୍ଥିତି କେମିତି ହେବ! ଚଢ଼ିବା ଅସମ୍ଭବ ହେଇଯିବ…

ଫରେଷ୍ଟ ଅଫିସର ଭାବେ ଚାକିରି କରାଇ ଦେବାକୁ କହି…

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ଥାନା ପୋଲିସ ଚାକିରି ଆଳରେ ଠକେଇ କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର ଗୌର ବାରିକ(୩୦)। ତାଙ୍କ ବିରୋଧରେ ଭଟଲି ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri