Home Left

କାହିଁକି ଚର୍ଚ୍ଚା ହେଉଛି ନୀରଜ ଚେପ୍ରାଙ୍କ ଘଣ୍ଟା, ଏହାର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ତାଙ୍କ ଘଣ୍ଟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫାଇନାଲ ମ୍ୟାଚ ସମୟରେ ଲୋକଙ୍କ ଧ୍ୟାନ ନୀରଜଙ୍କ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ଥିଲା। ଏହି ଘଣ୍ଟାର ମୂଲ୍ୟକୁ ନେଇ…

ରେଳମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଲୋକ ସଭା ଏମପି

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): କେନ୍ଦ୍ର ରାଜ୍ୟର 6 ରେଳ ପ୍ରକଳ୍ପ ଉପରେ ମୋହର ମାରିଥବାବେଳେ ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ସେଥିରୁ ବାଦ୍‌ ପଡ଼ିଛି। ଏହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ସୋମବାର ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ…

ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଜି.ପୋଖରାଜ

ବାଲିଗୁଡା,୧୨।୮ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ…

କଳାହାଣ୍ଡି ଜିଲାପାଳ ଭାବେ ଦାୟିତ୍ୱ ନେଲେ ସଚିନ ପାୱାର

ଭବାନୀପାଟଣା,୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ଭାବେ ସୋମବାର ସନ୍ଧ୍ୟା ୬ ଟାରେ ଦାୟିତ୍ୱ ନେଇଛନ୍ତି ଆଇ ଏ ଏସ ସଚିନ ପାୱାର। ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଠାରୁ…

ନତାଶାଙ୍କୁ ଧୋକା ଦେଇଛନ୍ତି ହାର୍ଦ୍ଦିକ! ଅଭିନେତ୍ରୀ ଦେଲେ ଏଭଳି ଇସାରା, ଯାହାକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ସେମାନେ ଅଲଗା ହେବା ଘୋଷଣା କରିଥିଲେ। ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ସୋସିଆଲ ମିଡିଆରେ ନିରନ୍ତର ସକ୍ରିୟ ଅଛନ୍ତି। ସେ ତାଙ୍କ…

ବିଲରେ କାଦୁଅ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଦାବ୍ରିଗୁଡା ଗ୍ରାମର ଜଣେ ଚାଷିଙ୍କ ବିଲରେ କାଦୁଅ କରୁଥିବା ବେଳେ ଓଳଟି ପଡିଥିଲା। ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ଶିଵ ମାଝୀ(୨୩)…

ଶେଖ ହାସିନା ବାଂଲାଦେଶ ଯିବେ ନା ନାହିଁ, ନୂଆ ସରକାରର ଗୃହମନ୍ତ୍ରୀ ଦେଲେ ବଡ଼ ସୂଚନା

ଢାକା,୧୨।୮: ବାଂଲାଦେଶ ଛାଡିବା ପରେ ଶେଖ ହାସିନା ବର୍ତ୍ତମାନ ଦିଲ୍ଲୀରେ ରହିଛନ୍ତି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ହାସିନା ବାଂଲାଦେଶ ଫେରିବେ କି ନାହିଁ। ଯଦି ସେ ଯାଆନ୍ତି, ସେଠାରେ ଥିବା ନୂତନ ସରକାର ସେମାନଙ୍କ ସହିତ କିପରି…

ଟି୨୦ ବିଶ୍ୱକପ୍ ଆୟୋଜକ ଅଧିକାର ବଞ୍ଚାଇବାକୁ ଜାତିସଂଘ ଦ୍ୱାରସ୍ଥ ହେବ ବାଂଲାଦେଶ

ନୂଆଦିଲ୍ଲୀ, ୧୨ା୮: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଟି୨୦ ବିଶ୍ୱକପ ଆୟୋଜକ ଅଧିକାର ବଞ୍ଚାଇ ରଖିବାକୁ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାର ମିଳିତ ଜାତିସଂଘ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଭାରତ ଏବଂ…

ହତ୍ୟା ମାମଲା, ବଡ ଭାଇକୁ ଆଜୀବନ

ଵ୍ରହ୍ମପୁର, ୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ସୋମବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାଖ୍ୟ ପ୍ରମାଣକୁ ଆଧାର କରି ଦୋଷୀଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲା…

ଶରଦଙ୍କୁ ବଡ଼ ଝଟକା, ଏହି ନେତାଙ୍କ ସହ ହଜାର ହଜାର କାର୍ଯ୍ୟକର୍ତ୍ତା ହେଲେ ଭାଜପାରେ ସାମିଲ

ମୁମ୍ବାଇ, ୧୨।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ଏକ ବଡ ଝଟକା ଲାଗିଛି। ସତାରାରେ ଭେଟେରାନ ନେତା ମାଣିକରାଓ ସୋନୱାଲକର ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ସେ ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରଶେଖର ବାୱାନକୁଲେଙ୍କ…

ଥମୁନି ହାତୀ ମୃତ୍ୟୁ: ପୁଣି ଏକ ହାତୀଛୁଆର ମୃତଦେହ ଜବତ

କେନ୍ଦୁଝର,୧୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ହାତୀ ଦିବସରେ ଯେତେବେଳେ ଚାରିଆଡ଼େ ହାତୀ ସୁରକ୍ଷାକୁ ନେଇ ବିତର୍କ ଚାଲିଛି ସେତେବେଳେ କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ୍‌ରେ ଏକ ମାଈହାତୀ ଛୁଆର ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ…

ଅଲିମ୍ପିକ୍ସରେ ମେଡାଲ ନ ଜିତିଲେ ଖେଳାଳିଙ୍କୁ କେଉଁ ଦଣ୍ଡ ଦିଅନ୍ତି କିମ୍ ଜଙ୍ଗ ଉନ୍

ନୂଆଦିଲ୍ଲୀ,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହୋଇଛି। ଅନେକ ଦେଶ ପରି ଉତ୍ତର କୋରିଆ ଆଥଲେଟ୍ ମାନେ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ଜିତିଛନ୍ତି। କିନ୍ତୁ, ଉତ୍ତର କୋରିଆର ଅନେକ ଆଥଲେଟ୍ ଅଛନ୍ତି ଯେଉଁମାନେ ବିନା ପଦକରେ ଫେରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri