ଅନ୍ୟମାନଙ୍କ ଖୁସିର କାରଣ ସାଜନ୍ତୁ
ସାମ୍ପ୍ରତିକ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବାକୁ ଅଙ୍ଗଦାନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ଅନେକେ ସ୍ବତଃସ୍ଫୂର୍ତ୍ତ ଭାବରେ ଅଙ୍ଗଦାନ କରିବାକୁ ଆଗଭର ହେଉଛନ୍ତି। ଏନେଇ ଅଧିକ ଜନସଚେତନତା ସୃଷ୍ଟିକରିବା ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ‘ବିଶ୍ୱ…
ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ
ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମହାତରେ ଅର୍ଥାତ୍ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମହାତରେ କାମ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କଠାରେ ଅନନ୍ୟ…
ପାକ୍ ସେନା ଆତ୍ମସମର୍ପଣ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ
ଢାକା,୧୩ା୮: ବାଂଲାଦେଶ ସ୍ବାଧୀନତାର ସ୍ମାରକ ଭାବେ ପରିଚିତ ୧୯୭୧ ଯୁଦ୍ଧ ପରବର୍ତ୍ତୀ ପାକିସ୍ତାନୀ ସେନା ଆତ୍ମସମର୍ପଣ କରୁଥିବାର ପ୍ରତିମୂର୍ତ୍ତିକୁ ଭାଙ୍ଗିଦିଆଯାଇଛି। ଭାରତ ବିରୋଧୀ ଆନ୍ଦୋଳନକାରୀମାନେ ଉକ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା କଂଗ୍ରେସ ନେତା ଶଶୀ ଥରୁର କହିବା ସହ ଭଙ୍ଗା ପ୍ରତିମୂର୍ତ୍ତିର ଫଟୋ ଶେୟାର…
ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍ ଶିକ୍ଷୟିତ୍ରୀ
ଅହମଦାବାଦ, ୧୩।୮: ଗୁଜରାଟ ବନାସକାଣ୍ଠା ଜିଲା ଅମ୍ବାଜୀସ୍ଥିତ ପଞ୍ଚା ସରକାରୀ ସ୍କୁଲର ଭାବନା ପଟେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ୮ ବର୍ଷ ଧରି ଆମେରିକାର ଶିକାଗୋରେ ବସବାସ କରୁଛନ୍ତି। ଏହାସତ୍ତ୍ୱେ ବିନା ଡ୍ୟୁଟି କରି ସ୍କୁଲର ଶିକ୍ଷୟିତ୍ରୀ ଭାବେ ସେ ଦରମା ନେଉଥିବା…
ବ୍ରଡକାଷ୍ଟିଂ ବିଲ୍ ବଦଳିବ
ନୂଆଦିଲ୍ଲୀ,୧୩ା୮: ବ୍ରଡକାଷ୍ଟିଂ ସର୍ଭିସେସ୍ ରେଗୁଲେଶନ ବିଲ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ସାନି ଚିଠା ବିଲ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏନେଇ ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ସୂଚନା ଦେଇଛି। ବ୍ରଡ୍କାଷ୍ଟିଂ ବିଲ୍ର କେତେକ ବ୍ୟବସ୍ଥାକୁ ନେଇ ଅନ୍ଲାଇନ…
‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’
ନୂଆଦିଲ୍ଲୀ,୧୩ା୮(ପି.ଟି.): ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ଅଫସୋର କମ୍ପାନୀରେ ପୁଞ୍ଜିନିବେଶ କରିଥିବା ସ୍ବୀକାର କରିଛନ୍ତି। ତାଙ୍କର ସିଙ୍ଗାପୁର ଏବଂ ଭାରତୀୟ କନ୍ସଲ୍ଟିଂ ଫାର୍ମରେ ଗ୍ରାହକମାନଙ୍କ ସହ ଡିଲ୍ ସମ୍ପର୍କରେ ନିଜର ସ୍ବଚ୍ଛତା ପ୍ରମାଣିତ କରିବାକୁ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ମାଧବୀଙ୍କୁ…
ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ
ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମ ହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମ ହାତରେ ଅର୍ଥାତ୍ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମ ହାତରେ କାମ କରନ୍ତି କିମ୍ବା…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ତାପମାତ୍ରା ବଢ଼ିଚାଲିଛି। ଏଥିରେ ଘରେ କିମ୍ବା ବାହାରେ ରହିବା କଷ୍ଟକର ହୋଇପଡ଼ୁଛି। ଏସି ବ୍ୟବହାର କରୁଛନ୍ତି। କିନ୍ତୁ ମନେରଖିବା ଦରକାର ଯେ, ଏସି ଯୋଗୁ ବି ଘର ଭିତର ବାୟୁ ପ୍ରଦୂଷିତ ହୁଏ। ଏଭଳି ପ୍ରଦୂଷଣ…
ଧର୍ମ ନା ଅଧର୍ମ
ପବିତ୍ର ଶ୍ରାବଣ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାରଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ। ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ମନ୍ଦିରରେ ଜଳ ଅର୍ପଣ କରି ଶିବ ଦର୍ଶନ…
ଅସୁରକ୍ଷିତ ଡାକ୍ତର
କୋଲକତାର ଡ. ରାଧାଗୋବିନ୍ଦ କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଜଣେ ପିିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ ଜୋର୍ ଧରିଛି। ଅଗଷ୍ଟ ୯ ଶୁକ୍ରବାର ରାତିରେ ପୀଡ଼ିତା…
ଭାବୀ ପିଢ଼ି କ୍ଷମା ଦେବନି
ପାଠକ ବନ୍ଧୁ ! ଶୀର୍ଷକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ସାମାଜିକ, ଅର୍ଥନୈତିକ, ଓଡ଼ିଆ ଅସ୍ମିତା ଓ ଆମ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ରଖେ ବୋଲି ମୋର ମତ। ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହିତ ଦେଶର ଅଷ୍ଟମ…
ସମବାୟ ବ୍ୟାଙ୍କ ସଭାପତି ପଦବୀରୁ ହଟିଲେ ଟି ପ୍ରସାଦ ରାଓ ଦୋରା
ଭୁବନେଶ୍ୱର,୧୨।୮: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ…
Archives


